ଛତ୍ରପୁର ୬ ଦିନିଆ ଶଟ୍‌ଡାଉନ: ହେବ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର, ୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିକୁ ୬ ଦିନ ସମ୍ପୂର୍ଣ୍ଣ ଶଟ୍‌ଡାଉନ କରାଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଛତ୍ରପୁର ସହର ଖାଁ ଖାଁ ଦେଖିବାକୁ ମିଳୁଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛଇ। ଯେଉଁମାନେ ଶଟ୍‌ଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ନାମରେ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯିବ ବୋଲି ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତ। ସେ ଆହୁରି କହିଛନ୍ତି ଯେ, ଛତ୍ରପୁରର କେତେକ ସ୍ଥାନରେ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଡାକ୍ତର ଆସିବେ ଓ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁନାମେଣ୍ଟ: ବାରିକ ଚ୍ୟାଲେଞ୍ଜର ଉଦ୍ୟାନବନ୍ଧ ବିଜୟୀ

କୋମନା,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ମିନି ଷ୍ଟାଡିୟମରେ ଭେଲା ଫୁଟବଲ ଆସୋସିଏଶନ ପକ୍ଷରୁ ଚାଲିଥିବା ପ୍ରଥମ ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟର...

ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ପରଲୋକ

କଟକ ଅଫିସ,୧୨।୨: ପୂର୍ବତନ ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ(୮୫)ର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ବାସଭବନରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟାରେ...

କଣ୍ଟିଲୋ ପିଇଓ ନିଲମ୍ବିତ

ନୟାଗଡ଼ ଅଫିସ,୨୩ା୫: ନୟାଗଡ଼ ଜିଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ପଞ୍ଚାୟତର ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ବିଜୟ କୁମାର ନନ୍ଦଙ୍କୁ ଜିଲାପାଳ ପୋମା ଟୁଡୁ ଗତ ୨୦...

ଅଙ୍ଗନଓ୍ବାଡି କର୍ମୀଙ୍କ ସିଡିପିଓ ଅଫିସ ଘେରାଉ

ଲୋଇସିଂହା,୬।୯(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ...

କାଗଜପତ୍ରରେ ଚାଲିଛି ଧାନକିଣା:ଚାଉଳ ରିସାଇକ୍ଲିଂ କରିବାକୁ ସଜବାଜ

ଯାଜପୁର ଅଫିସ,୫ା୨- ଯାଜପୁର ଜିଲାରେ ମଙ୍ଗଳବାର ସୁଦ୍ଧା ୧୩୪ ପ୍ୟାକ୍ସ ଜରିଆରେ ୫,୯୩,୨୫୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୨ଜଣ ମିଲର୍ସ ଭାଗ ନେଇଛନ୍ତି...

ପାଟ୍ରୋଲିଂ ବେଳେ ମଦ ଜବତ: ଜଣେ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ସୋମବାର ରାତିରେ ଭଗବାନପୁର ଛକ ନିକଟରୁ ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ୩୧ ବୋତଲ (୬ ଲିଟର...

ଗ୍ରାମ୍ୟ ଜଙ୍ଗଲରୁ ଅବାଧ ମୋରମ ଚାଲାଣ, ଧ୍ୱଂସ ହେଉଛି ଜଙ୍ଗଲ

ବୌଦ୍ଧ, ୧୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ବଘିଆପଡା ଗଉଡଦେଇ ଗ୍ରାମ୍ୟ ଜଙ୍ଗଲରୁ ଅବାଧରେ ମୋରମ ଚାଲାଣ ହେଉଛି। ଏଥିଯୋଗୁ ଉକ୍ତ ଜଙ୍ଗଲରେ ଥିବା ସବୁଜ ବନାନୀ ଧ୍ୱଂସ...

ଦିବ୍ୟାଙ୍ଗ ହୋଇ ବି ହାର ମାନି ନାହାନ୍ତି ମୋନିକା

ବନ୍ତ,୨୮।୮(ଡି.ଏନ୍‌.ଏ.)- ଦିବ୍ୟାଙ୍ଗ ହୋଇ ବି ନିଜ ପାଖରେ ହାର୍‌ ମାନିନାହାନ୍ତି ମୋନିକା ା ଉଚ୍ଚ ଶିକ୍ଷାଲାଭ କରିବା ସହ ସେ ନୃତ୍ୟକଳାରେ ପାରଦର୍ଶିତା ହାସଲ କରିଛନ୍ତି...

Coronavirus Update


Archives

Model This Week

Why Dharitri