ବବି ଦାସଙ୍କୁ ଆକାଶ ଦାସ ନାୟକଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯଦି ମୋ’ ବିରୋଧରେ ଲଢ଼େଇ କରିବେ ତା’ହେଲେ…
ଭୁବନେଶ୍ୱର,୨୧ା୯: ବିଜେଡି ନେତା ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ନେଇ ଭାଜପା ବିଧାୟକ ଆକାଶ ଦାସ ନାୟକ କଡ଼ା କାଉଣ୍ଟର କରିଛନ୍ତି। ବବିଙ୍କ ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ ନେଇ ଆକାଶ କହିଛନ୍ତି, କ୍ଷମତାର ଶୀର୍ଷରେ…
ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଗଣଦୌଡ଼
ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ଜାତୀୟ ସ୍ତରରେ ଗତ ୧୭ ସେପ୍ଟେମ୍ବରଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସେବା ପକ୍ଷର ଅଂଶରୂପ ରବିବାର ବରଗଡ଼ ଜିଲା ପ୍ରଶାସନ ତଥା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନମୋ ଯୁବ ରନ୍: ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।…
ଜେଲ୍ ପଛରୁ ମିଳିଲା ଫେରାର ଥିବା ବିଚାରାଧୀନ କଏଦୀଙ୍କ ମୃତଦେହ
ରାଉରକେଲା,୨୧ା୯(ସଙ୍ଗୀତା ଜେନା): ୧୭ ସେପ୍ଟେମ୍ବରରେ ରାଉରକେଲା ସ୍ବତନ୍ତ୍ର ଜେଲ୍ରୁ ପଳାୟନ କରିଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ରବିବାର ସକାଳେ ଜେଲ୍ ପଛ ଜଙ୍ଗଲରୁ ମିଳିଛି। ପୋଲିସ ଏକ ସାଇଣ୍ଟ ଫିକ୍ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
କାଉଙ୍କୁ ଖାଇବାକୁ ଦେଲେ କଟିଯିବ ଏସବୁ ଗ୍ରହ ଦୋଷ , ଜାଣନ୍ତୁ…
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହର ସମ୍ବନ୍ଧ କୌଣସି ନା କୌଣସି ପ୍ରାଣୀଙ୍କ ସହିତ ରହିଥାଏ। ଫଳରେ ସେହି ପ୍ରାଣୀମାନଙ୍କର ସେବା କଲେ, ସେମାନଙ୍କୁ ଖାଇବାକୁ ଦେଲେ ଅନେକ ସୁଫଳ ମିଳେ। ଯେମିତି କି: * ରାହୁ ଦୋଷ ଥିଲେ ମାନସିକ ଚାପ,…
ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଘରେ ପଶି ସ୍ବାମୀଙ୍କୁ ହାଣି ମାରିଦେଲେ ଦୁର୍ବୃତ୍ତ
ଆନନ୍ଦପୁର,୨୧ା୯(ସୁଶାନ୍ତ କୁମାର ସାହୁ): ଶୋଇଥିବା ସମୟରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ। ମୃତକ ଜଣକ ହେଲେ…
ବାଣଗୋଦାମରେ ବିସ୍ଫୋରଣ: ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଥରିଲା ଘରଦ୍ୱାର, ଜଣଙ୍କ ଜୀବନ ଗଲା
ହରଭଙ୍ଗା,୨୧ା୯: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଏବଂ ଛତ୍ରପୁର ଗ୍ରାମ ମଧ୍ୟ ଭାଗରେ ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଗୋଦାମ ଘର ଛାତ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଏହା ସହିତ ଜଣଙ୍କର ମୃତ୍ୟୁ…
ପାକିସ୍ତାନୀ ଖେଳାଳିଙ୍କ ଘୃଣ୍ୟ ଆଚରଣକୁ ନେଇ ହଙ୍ଗାମା; ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ କଲେ ଏମିତି…
ଦୁବାଇ,୨୧।୯: ଏସିଆ କପ୍ ୨୦୨୫ରେ ଆଜି (୨୧ ସେପ୍ଟେମ୍ବର) ଆହୁରି ଏକ ହାଇ-ଭୋଲ୍ଟେଜ ମୁକାବଲା ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ଦଳ ସୁପର-୪ ମ୍ୟାଚରେ ମୁହାଁମୁହଁି ହେବେ। ଏହି ଦୁଇ ଦଳ ଗ୍ରୁପ ଷ୍ଟେଜ୍ରେ…
ବାହୁବଳୀ ସହ ମୁହାଁମୁହିଁ ଧକ୍କା ହେଲା ହାଇଓ୍ବା, ଚାପି ହୋଇଗଲେ ଚାଳକ
ଦାରିଙ୍ଗବାଡ଼ି,୨୧ା୯(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡ଼ି ଘାଟି ନିକଟରେ ଘରୋଇ ବସ୍ ବାହୁବଳୀ ସହ ଅନ୍ୟ ଏକ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ହାଇଓ୍ବା ଚାଳକ ଚାପି ହୋଇ ରହିଯାଇଛନ୍ତି। ପ୍ରାୟ ୧ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ…
କେବଳ ୨୦୨୯ ନୁହେଁ…ମୋଦିଙ୍କ ଅବସର ନେଇ ବଡ଼ ଖୁଲାସା କଲେ ରାଜନାଥ ସିଂହ, ବିରୋଧୀଙ୍କ ବଢ଼ିଯିବ ଚିନ୍ତା
ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଣୁ ବିରୋଧୀ ଦଳ ବାରମ୍ବାର କହି ଆସୁଛନ୍ତି ଯେ ତାଙ୍କୁ ଏବେ ଅବସର ନେବା ଉଚିତ। ବିଭିନ୍ନ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ଏବେ ପ୍ରତିରକ୍ଷା…
ମାଗଣାରେ ଶିକ୍ଷାଦାନ କରିବେ ଏହି ଶିକ୍ଷକ, କହିଲେ ଅବସର ପରେ…
ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ପାଣି ଛତରଠାରେ ଜିଲାର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଏକ ସଂକଳ୍ପ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସଂଘର ସଂଯୋଜକ କପିଲ ବାଗ୍ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ସାହୁ…
ଶୁଟିଂସେଟ୍ରେ ଆହତ ହେଲେ ସଲମାନ, ମୁମ୍ବାଇ ଫେରି…
ମୁମ୍ବାଇ,୨୧ା୯: ସୁପରଷ୍ଟାର ସଲମାନ ଖାନ୍ ‘ବ୍ୟାଟଲ୍ ଅଫ୍ ଗଲଓ୍ବାନ’ ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି।…
ପାୱାରଟିଲରରେ କରୁଥିଲେ ହଳ ଗୋଡରେ ପଶିଲା ଲୁହା: ଜଣଙ୍କ ପରେ ଜଣେ ମାରଲେ ଫେଲ୍ , ପରେ…
ପାଟଣା,୨୦।୯(ବୀର କିଶୋର ଦାଶ ): ଗୋଡ଼ରେ ପଶିଲା ପାଓ୍ବାରଟିଲର ଲୁହା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସରାସୋକାଲା ପଞ୍ଚାୟତର ଜିଆଣି ସାହିରେ। ଶନିବାର ଅପରାହ୍ନରେରେ ବଗିଚାରେ ପାୱାରଟିଲରରେ ହଳ କରୁଥିବା ସମୟରେ ଜଣେ ଯୁବକଙ୍କ ଡାହାଣ…
Archives


