ସାଉଥ୍ ସୁପରଷ୍ଟାର Mohanlalଙ୍କୁ ମିଳିବ ଦାଦାସାହେବ ଫାଲ୍କେ ପୁରସ୍କାର, PM ମୋଦି ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କ ନାମ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ମୋହନଲାଲଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ…
ସହାୟତାର ହାତ ବଢାଇଲେ ସ୍ବାସ୍ଥ୍ୟମନ୍ତ୍ରୀ: ଛାତ୍ରୀଙ୍କୁ ମିଳିଲା ନାମଲେଖା ଅର୍ଥ ରାଶି
ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର ଜଣେ ଛାତ୍ରୀ ମାନିନୀ ସାହୁ ଅର୍ଥାଭାବରୁ ଉଚ୍ଚଶିକ୍ଷା ପାଇଁ ସଂଘର୍ଷ କରୁଥିଲେ। ସାମାଜିକ କର୍ମୀ ଦୀପା ବାରିକ ସୋସିଆଲ ମିଡ଼ିଆ ଏକ୍ସରେ ଏହାର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବାସ୍ଥ୍ୟ…
ଆତଙ୍କବାଦୀଙ୍କ ଗୁଳିରେ ଚାଲିଗଲା ଯବାନଙ୍କ ଜୀବନ
ଜମ୍ମୁ,୨୦ା୯: ଜମ୍ମୁ-କଶ୍ମୀରର ଉଧମପୁର ଜିଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଗୁରୁତର ଆହତ ହୋଇଥିବା ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଉଧମପୁର ସୀମାନ୍ତ ସେଓଜଧାର ଜଙ୍ଗଲ ସୀମାରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଶୀପୁର ଫରେଷ୍ଟ ରେଞ୍ଜର ଗିରଫ
ଜୟପୁର,୨୦।୯(ପବନ ପାଣିଗ୍ରାହୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ…
ଅକ୍ଟୋବର ଆସିଲେ ବଢୁଛି ଭୟ
ପାରଳାଖେମୁଣ୍ଡି,୨୦ା୯(ଗିରିଧାରୀ ପରିଚ୍ଛା): ଅକ୍ଟୋବର ମାସ ଆସିଲେ ଗଜପତି ଜିଲାବାସୀଙ୍କ ମନରେ ଭୟ ପଶୁଛି। ଗତ ୧୦ ବର୍ଷ ହେଲା ଜିଲାବାସୀ ଏହି ମାସରେ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି। ଏଭଳି ସ୍ଥଳେ ପାଣିପାଗ ବିଭାଗ ଆଗକୁ ଏଲଲିନୋ…
ଜୋର ଧରିଲା ଆଦିବାସୀ ମାନ୍ୟତା ଦାବି: ଦେଢ଼ଘଣ୍ଟା ଅଟକିଲା ଟ୍ରେନ୍
ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଦିବାସୀ କୁଡୁମୀ ସମାଜ ଓ କୁଡୁମୀ ଏକତା ମଞ୍ଚ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ରେଳ ଷ୍ଟେଶନରେ ରେଳରୋକୋ ଆନ୍ଦୋଳନ କରାଯାଇଛି। ଦୀର୍ଘବର୍ଷ ଧରି କୁଡୁମୀ…
ପୁଣି ପ୍ରେସ୍ କନ୍ଫରେନ୍ସ ବାତିଲ କଲା ପାକିସ୍ତାନ, ଭାରତ ବିପକ୍ଷ ମୁକାବିଲା ପୂର୍ବରୁ…
ଦୁବାଇ,୨୦।୯: ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ କ୍ରିକେଟ ଟିମ। ଏସିଆ କପ୍ ୨୦୨୫ର ସୁପର-୪ରେ ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦଳ ଆଇସିସି ଏକାଡେମୀରେ ହେବାକୁ ଥିବା ପ୍ରେସ କନଫରେନ୍ସ ରଦ୍ଦ କରିଛି। ଏହା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷ…
ଜ୍ୟୋତିଙ୍କୁ ମିଳିଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ, ୨୦ା୯: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଅଷ୍ଟ୍ରେଲିଆ ଟୁର୍ ପାଇଁ ମନୋନୀତ ୨୩ ଜଣିଆ ଜୁନିୟର ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେବେ ଡିଫେଣ୍ଡର ଜ୍ୟୋତି ସିଂ। ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ମ୍ୟାଚଗୁଡ଼ିକ କାନବେରାସ୍ଥିତ ନ୍ୟାଶନାଲ…
ରକ୍ତମୁଖା ସହର: ଦିନ ଦୁଇପହରରେ ମା’ ଆଗରେ ପୁଅକୁ ହାଣି ହତ୍ୟା
ବଲାଙ୍ଗୀର,୨୦।୯(ସୁନିଲ ମହାନ୍ତି): ବଲାଙ୍ଗୀର ସହର ଖଦାଲ ପଡ଼ାରେ ଜଣେ ଯୁବକଙ୍କୁ ଦିନ ଦୁଇପହରେ ଘରୁ ଡ଼ାକି ମା’ ସମୂଖରେ ଧାରୁଆ ଅସ୍ତ୍ରରେ ହାଣିଦେଲେ ଦୁଇ ଯୁବକ। ମୃତ ଯୁବକ ଜଣକ ହେଲେ ରାଜ ବେହେରା (୨୧)ମୃତଙ୍କ ମାଆ ଥାନାକୁ ଯାଇ ଅଭିଯୋଗ…
ବର୍ଷା ପବନ ସାଙ୍ଗକୁ ବିଜୁଳି ଘଡଘଡି: ହଠାତ୍ ଜଳିଲା ଘର, ଥିଲେ…
ଧର୍ମଶାଳା,୨୦।୯: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ କାଏମା ପଞ୍ଚାଯତର ଦାସସାହି ଗ୍ରାମର ବଟଦାସଙ୍କ ଏକ ଚାଳ ଛପର ଘର ବଜ୍ରପାତରେ ଜଳିଯାଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଚାଳ ଛପର ଘରେ ଦୀର୍ଘ ଦିନ ହେବ ବାରିଣି ରାଉତ…
ଉପର ପଡ଼ିଆରେ ହେଉ ବାଲିଯାତ୍ରା: ବିଧାୟିକା ସୋଫିଆ ଫିର୍ଦ୍ଦୋସ
କଟକ,୨୦।୯: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।…
ଟ୍ରମ୍ପଙ୍କ H1B Visa: ଭାରତ ପାଇଁ ହେବ ଫାଇଦା!
ନୂଆଦିଲ୍ଲୀ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ପାଇଁ ବାର୍ଷିକ $100,000 ର ଏକ ବଡ଼ ଶୁଳ୍କ ଆଦାୟ କରିବାର ନିଷ୍ପତ୍ତି ଝଡ ସୃଷ୍ଟି କରିଛି। ଟ୍ରମ୍ପ H-1B ଉପରେ ଇନଫୋସିସ ପ୍ରବୀଣ ମୋହନଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି…
Archives


