Home Left

ବ୍ୟବସାୟୀଙ୍କୁ କାରବାର ଚିନ୍ତା

ମୁମ୍ବାଇ,୨୧।୪: ଦେଶ ମଧ୍ୟରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ଆସନ୍ତା ମାସ ୩ ତାରିଖକୁ ବଢ଼ାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ଅନ୍ୟ ସମସ୍ତ ବ୍ୟବସାୟ ଏବେ ବନ୍ଦ ରହିଛି। ଲୋକମାନେ ଯେଭଳି…

ଡାକ୍ତରଖାନାରେ ବିଦ୍ୟୁତ୍‌ ସମସ୍ୟା

କେନ୍ଦୁଝର,୨୧ା୪(ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସୋମବାର ଏଭଳି ବିଦ୍ୟୁତ ସମସ୍ୟା ଦେଖାଦେବାରୁ ଟିକଟ କାଉଣ୍ଟରରେ ଟିକଟ ଦେବାରେ ସମସ୍ୟା ଉପୁଜି ଥିଲା। ଫଳରେ ଧାଡ଼ିରେ ଟିକଟ ପାଇଁ…

ଚୋରା ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ପାଟଣା,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ତହସିଲ ଉଦୟପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ବୈତରଣୀ ନଦୀର ଜୁମେଇଁ ଘାଟରୁ ସୋମବାର ପୂର୍ବାହ୍ନରେ ବେଆଇନ ଚୋରା ବାଲି ଚାଲାଣ ବେଳେ ୨ଟି ଟ୍ରାକ୍ଟର ଜବତ ହୋଇଛି। ସାହାରପଡା ତହସିଲଦାର ଲମ୍ବୋଦର ଖୁଣ୍ଟିଆ, ତୁରୁମୁଙ୍ଗା…

ସ୍କର୍ପିଓରେ ଦେଶୀ ମଦ ଚାଲାଣ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକ ରବିବାର ରାତି ୧୦ଟାରେ ସଦର ଥାନା ତାମୁଳିଆ ଓଭରବ୍ରିଜ୍‌ ନିକଟରେ ଚଢ଼ାଉ କରିଥିଲେ। ଏକ ସ୍କର୍ପିଓ ୧ହଜାର ଲିଟର ମଦ ନେଇଯାଉଥିବା…

ମାସ୍କ, ସାବୁନ ବାଣ୍ଟିଲେ ପୂର୍ବତନ ମନ୍ତ୍ରୀ

ଖଇରା,୨୧।୪(ଡି.ଏନ.ଏ.)-ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁତ୍ର ତଥା ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନର ନିର୍ଦ୍ଦେଶକ ଡ ବେଣୁମାଧବ ପଣ୍ଡା ଶନିବାର ଖଇରା ବ୍ଲକର ସୁଣ୍ଢିରା, ମହତୀପୁର, ଗୋବିନ୍ଦପୁର, ସାରୁଗାଁ ,ପଳସା ତଥା ନହଙ୍ଗ…

ଅସହାୟ ଅବସ୍ଥାରେ ୯ ପରିବାର

ଖଇରା,୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁର ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ୯ ପରିବାର ଖାଦ୍ୟ ନ ପାଇ ଅସହାୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନାହିଁ। ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି…

ଲୁଟେରା ଗ୍ୟାଙ୍ଗ୍‌କୁ କାବୁକଲା ପୋଲିସ

ଅନୁଗୋଳ ଅଫିସ, ୨୧।୪ ଅନୁଗୋଳ ସହର ହେମସୁରପଡ଼ା ଦୁର୍ଗା ମଣ୍ଡପ ପଛରେ ଲୁଟ୍‌ ଯୋଜନା ଚାଲିଥିବାବେଳେ ଅନୁଗୋଳ ପୋଲିସ ଚଢ଼ାଉ କରି ଗ୍ୟାଙ୍ଗର ସର୍ଦ୍ଦାର ଛେଳିଆପଡ଼ାର ବୁବୁ ଓରଫ୍‌ ଭବାନୀଶଙ୍କର ଭଞ୍ଜ(୨୫) ଓ ଶୁକୁଆସାହିର ସେକ୍‌ ଆବିଦ(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ…

ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ…

ନୂଆଦିଲ୍ଲୀ, ୨୧।୪ (ପି.ଟି.)- କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍‌ଖା ସିଂଙ୍କ ଝିଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜିଭ୍‌ ମିଲ୍‌ଖା ସିଂଙ୍କ ବଡ଼ ଭଉଣୀ ନ୍ୟୁୟର୍କରେ ଏକ ‘ମାରାଥନ’ରେ ସାମିଲ ହୋଇଛନ୍ତି। କିନ୍ତୁ ଟ୍ରାକ୍‌ରେ ନୁହେଁ ହସ୍ପିଟାଲ୍‌ରେ। ସେ ହେଉଛନ୍ତି ମୋନା ମିଲ୍‌ଖା…

ରାଇକିଆରେ କାଳବୈଶାଖୀ ବର୍ଷା

ରାଇକିଆ,୨୧ା୪(ଡି.ଏନ୍‌.ଏ.)- ମଙ୍ଗଳବାର ଅପରାହ୍ନରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳନ୍‌ରେ କାଳ ବୈଶାଖୀ ପ୍ରଭାବରେ ବର୍ଷାପବନ ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛ ପଡ଼ି କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍‌ ସେବା ମଧ୍ୟ ବନ୍ଦ ହୋଇଯାଇଛି। ଗତ କିଛିଦିନ ହେଲା ପ୍ରତ୍ୟେକ ଅପରାହ୍ନରେ ଏପରି…

କୋଭିଡ୍‌ ଫଣ୍ଡକୁ ଶବର ସମାଜ କଲ୍ୟାଣ ସମିତିର ସହାୟତା

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- ଗଜପତି ଜିଲା ଆଦିବାସୀ ଶବର ସମାଜ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏନେଇ ଏକ ଚେକ ଶବରପଲ୍ଲୀ ଶ୍ରୀରାମପୁର ସ୍ଥିତ ଶବର କଲ୍ୟାଣ ସମିତି କାର୍ଯ୍ୟାଳୟ ଶବର ସମାଜ ଓଡିଶା…

ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୩୮୦୦ ଜରିମାନା ଆଦାୟ

ଆର.ଉଦୟଗିରି,୨୧ା୪(ଡି.ଏନ.ଏ.)- କରୋନା ଭୂତାଣୁକୁ ନେଇ ବିଭିନ୍ନ କଟକଣା ଜାରି କରାଯାଇଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗଜପତି ଜିଲାର ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ମାସ୍କ ନ ପିନ୍ଧି ବଜାର ବୁଲିବା, ସୌଦା ଓ ବିଭିନ୍ନ ଜରୁରୀ କାମରେ ଘରୁ ବାହାରକୁ ଯାଉଥିବା…

ପିଆରଏମ୍‌ ମେଡିକାଲ୍‌ରେ ନିଆଁ

ବାରିପଦା ଅଫିସ, ୨୦ା୪- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ୍‌ର ମାନସିକ ରୋଗ ଚିକିତ୍ସା ଓ୍ବାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ସମୟରେ ଶର୍ଟ ସର୍କିଟ ଯୋଗୁ ଉକ୍ତ ଓ୍ବାର୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri