Home Left

ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ଦୋକାନୀ ଗିରଫ

ଭଦ୍ରକ ଅଫିସ,୨୧।୪: ଭଦ୍ରକ ଜିଲାରେ ୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ କରୋନା ରୋଗୀ ଚି଼ହ୍ନଟ ହେବା ପରେ ବ୍ଲକରେ ୨କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ଲକ୍‌ଡାଉନ କଟକଣାକୁ…

ମାସ୍କ, ସାନିଟାଇଜର ବାଣ୍ଟିଲା ବନ୍ଧନବ୍ୟାଙ୍କ

ଭଦ୍ରକ ଅଫିସ,୨୧।୪: ବନ୍ଧନ ବ୍ୟାଙ୍କ ପକ୍ଷରୁ ଜିଲାପ୍ରଶାସନକୁ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଛି। ଜିଲାପାଳ, ବ୍ୟାଙ୍କ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ ମୁକାବିଲା ପାଇଁ କାର୍ଯ୍ୟକରୁଥିବା ଅଗଧାଡିର…

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି: ସ୍ଥିତି ତଦାରଖ କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ସମ୍ପର୍କରେ ତଦାରଖ କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ…

କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ସଂକ୍ରମିତ ଡାକ୍ତରଙ୍କ ମୃତଦେହକୁ କବର ଦେବାକୁ ବିରୋଧ କଲେ ଲୋକେ

ଚେନ୍ନାଇ,୨୧।୪: ସାରା ବିଶ୍ୱ ଏବେ ଲଢୁଛି ଅଦୃଶ୍ୟ ଯୁଦ୍ଧରେ। ଆଉ ଏହାର ଯୋଦ୍ଧା ସାଜିଛନ୍ତି ଦ୍ୱିତୀୟ ଈଶ୍ୱର କୁହାଯାଉଥିବା ଡାକ୍ତର। ହେଲେ ଯେତେବେଳେ ଏହି ଯୋଦ୍ଧାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି ସେତେବେଳେ ମଣିଷ ପାଖରେ ମରିଯାଉଛି ମାନବିକତା। ଏହାର ଏକ…

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଖବର କାଗଜକୁ ସାମିଲ୍‌ କରନ୍ତୁ ଲୋକେ: ବ୍ରିଟେନ୍‌ ସଂସ୍କୃତି ମନ୍ତ୍ରୀ

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଗଣମାଧ୍ୟମ ଶିଳ୍ପ ବିଶେଷ ଫତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ ସଂସ୍କୃତି ମନ୍ତ୍ରୀ ଓଲିଭର ଡାଓ୍ବଡେନ୍‌ କହିଛନ୍ତି ଯେ, ଲୋକେ ଖବର କାଗଜକୁ ନିଜର…

କ୍ବାରାଣ୍ଟାଇନରେ ଯାଜପୁର ଜିଲାର ୩ ଡାକ୍ତର, ୧୯ ନର୍ସ: ଆସିଥିଲେ ସଂକ୍ରମିତଙ୍କ ସଂସ୍ପର୍ଶରେ

ଯାଜପୁର ଅଫିସ,୨୧।୪: ଯାଜପୁର ଜିଲାର ୩ ଡାକ୍ତର ଓ ୧୯ ନର୍ସଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଯାଜପୁରର ୫ ସଂକ୍ରମିତ ପୂର୍ବରୁ ନିକଟସ୍ଥ ଡାକ୍ତରଖାନାକୁ…

ମାଗଣାରେ ପନିପରିବା, ମାସ୍କ ବଣ୍ଟନ କଲା ମିଶନ ଶକ୍ତି

କେସିଙ୍ଗା,୨୧।୪: କଳାହାଣ୍ଡି ଜିଲା କେସିଙ୍ଗାରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା ଓ ମାସ୍କ ବଣ୍ଟନ। ଏନ୍‌.ଏ.ସି. ସ୍ଥିତ ସାନପଡା, ଗୌଡ଼ପଡା ଓ ମାଝିପଡାରେ ମିଶନ ଶକ୍ତି ଓ ମା’ ସନ୍ତେଷୀ ମହିଳା ଗ୍ରୁପର ମିଳିତ ଉଦ୍ୟମରେ ଅସହାୟ ଲୋକଙ୍କୁ ମାଗଣାରେ ପନିପରିବା…

ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ମାସ୍କ ବଣ୍ଟନ

ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ବିଶୋଧିତ କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି। ଏଥିସହ ବିଭିନ୍ନ ଅଞ୍ଚଳକୁ ସଂଘର ସଦସ୍ୟମାନେ ବୁଲି ବୁଲି ଶିଶୁମାନଙ୍କୁ ହାତ ଧୁଆ କୌଶଳ, ସାମାଜିକ ଦୁରତ୍ୱ…

ସରକାର ଗଠନର ୨୯ ଦିନ ପରେ ହେଲା ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୨୧।୪: ମଧ୍ୟପ୍ରଦେଶରେ ପୁଣିଥରେ ଶାସନ କ୍ଷମତା ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ମଙ୍ଗଳବାର ହୋଇଛି। ଶାସନ କ୍ଷମତା ହାତକୁ ନେବାର ୨୯ ଦିନ ପରେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ୫ ମନ୍ତ୍ରୀ ମଙ୍ଗଳବାର ଶପଥ ନେଇଛନ୍ତି। ଏମାନଙ୍କ…

ଦୁଇ ମାସରେ ୧୦ମୃତ୍ୟୁ, ଅନେକ ଲୋକ ଆକ୍ରାନ୍ତ: ଡେଙ୍ଗୁ ସନ୍ଦେହ

ମୁନିଗୁଡା,୨୧।୪: କରୋନା ବା କୋଭିଡ-୧୯କୁ ନେଇ ସାରା ରାଜ୍ୟରେ ଏବେ ଆତଙ୍କ ଖେଳିଯାଇ ଥିବା ବେଳେ ରାୟଗଡା ଜିଲା ମୁନିଗୁଡାରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।…

ଲକ୍‌ ଡାଉନ୍‌: ୧୦୦ କିଲୋମିଟର ଚାଲିବା ପରେ ବି ଘରେ ପହଞ୍ଚି ପାରିଲେନି ବାଳିକା; ବାଟରେ ଘଟିଲା ମୃତ୍ୟୁ

ବିଜାପୁର,୨୧।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ରାଜ୍ୟ ବାହାରକୁ କାମଧନ୍ଦା ଉଦ୍ଦେଶ୍ୟରେ ଯାଇଥିବା ବହୁ ଶ୍ରମିକ ଅଟକି ରହିଛନ୍ତି। ପରିବହନ…

ଲକ୍‌ଡାଉନ ଉଠିବା ପରେ ବାହାର ରାଜ୍ୟରୁ ଫେରିବେ ଲୋକେ: ନାମ ପଞ୍ଜିକରଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି

ଛତ୍ରପୁର, ୨୧।୪( ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାର ବହୁ ଲୋକ ଓଡ଼ିଶା ବାହାରେ ଅଛନ୍ତି। ମେ’ ୩ ତାରିଖ ପରେ ଲକ୍‌ଡାଉନ ଉଠିବା ପରେ ସେମାନେ ଗଞ୍ଜାମ ଜ଼ିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବେ। ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବରେ ବିବେଚନା କରାଯିବ। ଯେଉଁମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri