ତପ୍ତପାଣି ଘାଟିରେ ବାଇକ୍କୁ ପିଟିଲା ହାଇଓ୍ବା: ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ମଙ୍ଗଳବାର ସାରେ ଏକ ହାଇୱା ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହି(୩୨)।…
‘ଭାରତ ଅପରାଜେୟ ଦଳ ନୁହେଁ, ପ୍ରତ୍ୟେକ ଦଳ ହରାଇପାରିବେ’
ଦୁବାଇ,୨୩ା୯: ଭାରତ ଏକ ଅପରାଜେୟ ଦଳ ନୁହେଁ। ମ୍ୟାଚ୍ ଦିନ କେଉଁ ଦଳ ଭଲ ଖେଳିଲା, ତାହା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଚାମ୍ପିୟନ ଭାରତ ବିପକ୍ଷରେ ବୁଧବାର ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଂଲାଦେଶ ମୁଖ୍ୟ କୋଚ୍ ଫିଲ…
ଓଡ଼ିଆ ସିନେମା ‘ବୋଉ ବୁଟୁ ଭୁତ’ର ହିନ୍ଦୀ ରିମେକ କରିବେ କରନ ଜୋହର
ଭୁବନେଶ୍ୱର,୨୩ା୯: ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ ନହଟାର…
ଟଙ୍କା ହେର୍ଫେର୍ ମାମଲା: ଯୁବରାଜଙ୍କ ବୟାନ ରେକର୍ଡ କଲା ଇଡି
ନୂଆଦିଲ୍ଲୀ,୨୩ା୯: ଭାରତର ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କର ମଙ୍ଗଳବାର ଅନ୍ଲାଇନ୍ ବେଟିଂ ଆପ୍ ‘୧Xବେଟ୍’ ସହ ଜଡ଼ିତ ଟଙ୍କା ହେର୍ଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୟାନ ରେକର୍ଡ କରାଯାଇଛି। ୪୩ ବର୍ଷୀୟ ଯୁବି ଏକ ଧଳାରଙ୍ଗର ଟି-ଶାର୍ଟ ପିନ୍ଧି…
ନେଇ ଥିଲେ ଲାଞ୍ଚ: ତତ୍କାଳୀନ ରେଞ୍ଜରଙ୍କୁ ୪ ବର୍ଷ ଜେଲ ଦଣ୍ଡ
ବ୍ରହ୍ମପୁର,୨୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଲାଞ୍ଚ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକ ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ତତ୍କାଳୀନ ରେଞ୍ଜର କିଶୋର କୁମାର…
ଘରେ କେତେ ନଗଦ ଟଙ୍କା ରଖିପାରିବେ? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୨୩ା୯: ଡିଜିଟାଲ ପେମେଣ୍ଟର ଯୁଗ ସତ୍ତ୍ବେ ଅନେକ ଲୋକେ ଘରେ ନଗଦ ଟଙ୍କା ରଖି ଲେଣଦେଣ କରନ୍ତି। କିନ୍ତୁ ଆୟକର ବିଭାଗର ଚଢ଼ାଉ ସମୟରେ ଘରେ ନଗଦ ରଖିବାର ଆଇନଗତ ସୀମା ନେଇ ପ୍ରଶ୍ନ ଉଠେ। ଆୟକର ବିଭାଗ ଅନୁଯାୟୀ, ଘରେ…
Video: ଟ୍ରମ୍ପଙ୍କ କାର୍କେଡ୍ ଯିବା ପାଇଁ ସବୁ ରାସ୍ତା ବନ୍ଦ, ଚାଲି ଚାଲି ଫେରିଲେ ଫ୍ରାନ୍ସ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୩।୯: ଜାତିସଂଘ ସାଧାରଣ ପରିଷଦରେ ଲମ୍ବା ଭାଷଣ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦୂତାବାସ ଫେରୁଥିବା ବେଳେ ନ୍ୟୁୟର୍କ ପୋଲିସ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍କେଡ ପାଇଁ ଅଟକାଇଥିଲା। ରାସ୍ତା ଅବରୋଧ ହେତୁ ମାକ୍ରନ ଗାଡ଼ିରୁ…
ଲୋକପ୍ରିୟ ଅମ୍ପାୟାର ଡିକି ବର୍ଡଙ୍କର ପରଲୋକ, କ୍ରିକେଟଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୨୩।୯: କ୍ରିକେଟ ଇତିହାସର ଅନ୍ୟତମ ଲୋକପ୍ରିୟ ଓ ଚମତ୍କାର ଅମ୍ପାୟାର ଇଂଲଣ୍ଡର ଡିକି ବର୍ଡଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଇଂଲଣ୍ଡର କାଉଣ୍ଟି କ୍ଲବ ୟର୍କଶାୟାର ଏକ ବୟାନ ଜାରି କରି ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଛି। ପ୍ରାୟ…
ରେଳଟ୍ରାକ ଉପରେ କେହି ଆତ୍ମହତ୍ୟା ଉଦ୍ୟମ କଲେ, କ’ଣ କଥା ହୁଅନ୍ତି ଲୋକୋ ପାଇଲଟ? ତାଜୁବ ହୋଇଯିବେ…
ବିଭିନ୍ନ କାରଣ ଯୋଗୁଁ ଲୋକମାନେ ଜୀବନ ହାରବାକୁ ସମସ୍ୟାର ସବୁ ସମାଧାନ ବୋଲି ଧରିନିଅନ୍ତି । ପାଣିକୁ ଡେଇଁ ହାତ କାଟି ନିଜ ଜୀବନ ଶେଷ କରିଦିଅନ୍ତି । କେହି କେହି ଟ୍ରେନ ଟ୍ରାକ ଉପରେ ଶୋଇ ରହି ନିଜ ମୃତ୍ୟୁ…
Paracetamol ଯୋଗୁ ବଢୁଛି Autismର ଆଶଙ୍କା, ଟ୍ରମ୍ପଙ୍କ ଏଭଳି ଦାବି ନେଇ କ’ଣ କହିଲେ WHO ଏକ୍ସପର୍ଟ?
ନୂଆଦିଲ୍ଲୀ,୨୩।୯: ବିଶ୍ୱର ସବୁଠାରୁ ଲୋକପ୍ରିୟ ଔଷଧ ମଧ୍ୟରୁ ଗୋଟିଏ ପାରାସିଟାମଲ୍ ନିକଟରେ ଏକ ବଡ଼ ବିବାଦରେ ଫସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭବତୀ ମହିଳାମାନେ ଟାଇଲେନଲ୍(ପାରାସିଟାମଲର ବ୍ରାଣ୍ଡ ନାମ, ଯାହା ଆମେରିକାରେ ଏହି ନାମରେ ଜଣାଶୁଣା)…
ତେଜିଲା ଆମପାଣି ବ୍ଲକ ଘୋଷଣା ଦାବି
କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା ଦାବି ଜୋର ଧରିଛି। ଏ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବରୁ ଧର୍ମଗଡ଼ ଉପଜିଲାପାଳ ଓ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ସୋମବାର…
କୋରା ପ୍ରସାଦଙ୍କୁ ଝୁରୁଛି ଖେମୁଣ୍ଡି ଓକିଲ ସଂଘ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ସାନଖେମୁଣ୍ଡି ବ୍ଲକ ପି ରାମଚନ୍ଦ୍ରପୁର ଗ୍ରାମର ଓକିଲ କୋରା ପ୍ରସାଦ ବିଷୋୟୀ(୫୪)ଙ୍କ ପରଲୋକ ଘଟିଛି। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ କୋରାଙ୍କ ଅକାଳ ବିୟୋଗରେ ଓକିଲ ସଂଘର ସଭାଗୃହରେ…
Archives


