ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ କରିବାସହ କରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି। ହସ୍ପିଟାଲକୁ ସେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ନେଇ ଯାଇଥିବା ବେଳେ ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଥିବା ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ନାହାନ୍ତି ଜଣେ ବି କରୋନା ରୋଗୀ: ନିର୍ମାଣ ହେଲାଣି ଆଇସୋଲେଶନ ସେଣ୍ଟର

ଗୁଆହାଟୀ,୨୬।୭: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ଭାରତରେ ସବୁ ରାଜ୍ୟରେ...

ଅହମ୍ମଦାଦରେ ଭୁଶୁଡିଲା ୩ମହଲା କୋଠା

ଅହମ୍ମଦାବାଦ,୫।୯: ଗୁଜରାଟ ଅହମ୍ମଦାବାଦ ଅମରାଇଓ୍ବାଡିରେ ଗୁରୁବାର ଦ୍ୱିପହରରେ ଏକ ୩ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡ଼ିଛି। ଘରର କାନ୍ଥ ପଡ଼ିବାରୁ ଏହାର ଭଗ୍ନାବଶେଷ ତଳେ ବହୁ...

ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ସିଲମପୁର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଟ କୋଠା ଘର ସୋମବାର ବିଳମ୍ବିତ ରାତିରେ ଭୁଶୁଡ଼ିପଡ଼ିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ପୃ୍‌ଥିବୀର ୫୦ ପ୍ରତିଶତ ଆକ୍ରାନ୍ତ ପ୍ରତିଦିନ ଭାରତରେ ହେଉଛନ୍ତି ଚିହ୍ନଟ: ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

ଇନ୍ଦୋରରେ କରୋନା ସୁସ୍ଥ ହାର ୬୪ ପ୍ରତିଶତରୁ ଅଧିକ: ଶିବରାଜ

ଇନ୍ଦୋର,୮।୬: ମଧ୍ୟ ପ୍ରଦେଶର ଇନ୍ଦୋର ଜିଲାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଏକ ବୈଠକର ଆୟୋଜନ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ...

ରିସର୍ଟ ଭାଙ୍ଗି ପ୍ରମାଣ ନଷ୍ଟ

ଋଷିକେଶ, ୨୬ା୯: ଉତ୍ତରାଖଣ୍ଡର ପୌଡ଼ି ଜିଲା ଋଷିକେଶ ନିକଟରେ ୧୯ ବର୍ଷୀୟା ରିସେପ୍‌ସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଗୁମର ଫିଟିବା ପରେ ଅନେକ ନୂଆ ତଥ୍ୟ...

ମୁଲାୟମଙ୍କ ସହ କଥା ହୋଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସହ କଥା...

ଏମ୍‌ପି ପଦ ହରାଇପାରନ୍ତି ରାହୁଲ

ନୂଆଦିଲ୍ଲୀ,୨୪ା୩:କଂଗ୍ରେସ ନେତା ରହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ...

Advertisement
Archives

Model This Week