ଚଢାଦରରେ ଖାଦ୍ୟ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ
ଶଙ୍କରାଖୋଲ,୫ା୨୦(ଡି.ଏନ୍.ଏ.)- ଲକ୍ଡାଉନର ସୁଯୋଗ ନେଇ ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ରାଶନ ଦୋକାନ ଗୁଡିକରେ ପ୍ରିଣ୍ଟ ଦାମ ଠାରୁ ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏନେଇ ସମିତିସଭ୍ୟ ବିଷ୍ଣୁ ଚରଣ ଦିଗାଳ, ମଣ୍ଟୁ ବେହେରା, ସୂର୍ଯ୍ୟକାନ୍ତ ପାତ୍ର, ସାମନ୍ତ…
୬ କରୋନା ପଜିଟିଭ୍ଙ୍କ ସମ୍ପର୍କରେ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୧୦୩ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୪ ଜଣ
ଭୁବନେଶ୍ୱର,୫।୫(ବ୍ୟୁରୋ)-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ୧୦୩, ୧୧୨, ୧୧୩, ୧୧୪, ୧୧୫, ୧୬୩ ନଂ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି। ୬ ଜଣଙ୍କ ଘର ସୁନ୍ଦରଗଡ଼ ଜିଲା ରାଉରକେଲାରେ ବୋଲି କୁହାଯାଇଛି। ୧୦୩…
ବିଦେଶରୁ ଫେରିବେ ଓଡ଼ିଆ: ଜାରି ହେଲା ନୂଆ ଗାଇଡ୍ଲାଇନ୍; ରେଜିଷ୍ଟ୍ରେଶନ୍ ସହ ଟେଷ୍ଟିଂ ବାଧ୍ୟତାମୂଳକ
ଭୁବନେଶ୍ୱର,୫।୫(ବ୍ୟୁରୋ): ଆଗାମୀ ଦିନରେ ବିଦେଶରୁ ବହୁ ଓଡ଼ିଆ ଫେରିବାର ସମ୍ଭାବନା ରହିଛି। ଏହାକୁ ନେଇ ନୂଆ ଗାଇଡ୍ଲାଇନ୍ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ଏଥିସହ ଟେଷ୍ଟିଂ ଓ ସଂଗରୋଧ ବାଧ୍ୟତାମୂଳକ…
ମିଶନ ଶକ୍ତି ମହିଳାଙ୍କୁ ମିଳିବ ମିଲ୍ ପିଛା ୨ ଟଙ୍କା ପ୍ରୋତ୍ସାହନ ରାଶି
ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆ ଘୋଷଣା କରିଛନ୍ତି। ପ୍ରବାସୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଗକୁ ଦୈନିକ ୧୫ହଜାର ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତିି। ସେହିଭଳି ଗ୍ରୀନ୍ ଜୋନ୍ରେ…
ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ, କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟତିତ ସବୁଠି ଚାଲିବ ଅର୍ଥନୈତିକ କାର୍ଯ୍ୟ: ଏସ୍ଆର୍ସି
ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏବେ ଏହାର ତୃତୀୟ ପର୍ଯ୍ୟାୟରେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟରେ ବିଭିନ୍ନ କଟକଣାକୁ କୋହଳ କରାଯାଇଥିବା ବେଳେ ନୂତନ ଗାଇଡ୍ଲାଇନ୍ ନେଇ…
ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ନିୟମ: ଫେରିବା ପୂର୍ବରୁ ସରପଞ୍ଚଙ୍କୁ ସମସ୍ତ ତଥ୍ୟ ଦେବା ଜରୁରୀ
ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ(ଶ୍ରମିକ)ମାନେ ଚିନ୍ତାର କାରଣ ପାଲଟିଛନ୍ତି। ସମ୍ପ୍ରତି ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ…
ପ୍ରତ୍ୟାବର୍ତ୍ତନ ପାଇଁ ଘରୋଇ କ୍ରିକେଟରେ ରାଇନାଙ୍କ ପ୍ରଦର୍ଶନ ପର୍ଯ୍ୟାପ୍ତ ନ ଥିଲା: ଏମ୍ଏସ୍କେ ପ୍ରସାଦ
ନୂଆଦିଲ୍ଲୀ,୫।୫ (ପି.ଟି.): ଭାରତୀୟ ପୂର୍ବତନ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ପୂର୍ପତନ ମୁଖ୍ୟ ଚୟନକର୍ତ୍ତା ଏମ୍.ଏସ୍.କେ. ପ୍ରସାଦ। ଚୟନକର୍ତ୍ତାମାନେ ରାଇନାଙ୍କୁ ଅଣଦେଖା କରିଛନ୍ତ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ପ୍ରସାଦ ଖଣ୍ଡନ କରିଛନ୍ତି। ଜାତୀୟ…
ଟିମ୍ ଇଣ୍ଡିଆ ବୋଲିଂ କୋଚ୍ ହେବାକୁ ଚାହାନ୍ତି ଅଖତାର
ନୂଆଦିଲ୍ଲୀ,୫।୫ (ପି.ଟି.): ଶେଷରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍ ହେବାକୁ ଇଛାପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର। ଯଦି ପ୍ରସ୍ତାବ ମିଳେ ତାହାଲେ ଭାରତର ବୋଲିଂ କୋଚ୍ ବୋକୁ ପିଛାଇବି ନାହିଁ ବୋଲି ସେ କହିଛନ୍ତି।…
ଭୁଲରେ ଇନ୍ଷ୍ଟାଗ୍ରାମ୍ରେ ଲାଇଭ୍ ଆସିଗଲେ କଟ୍ରିନା
ଲକ୍ଡାଉନ୍ ଯୋଗୁ ବଲିଉଡ୍ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ ବାଦ୍ ପଡ଼ି ନାହାନ୍ତି ଅଭିନେତ୍ରୀ କଟ୍ରିନା କୈଫ୍। ସେ ଘରେ ରହି ଭଉଣୀ ଇସାବେଲଙ୍କ…
ଡରାଇଲା କରୋନା: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ
ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ବେଳକୁ ବେଳ ଦେଶରେ ଭୟଙ୍କର ରୂପ ନେବାକୁ ଯାଉଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଜୁନ୍ ମାସ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଯାଇପାରେ। ତେବେ ଗତ ୨୪ ଘଣ୍ଟା…
ବାଲେଶ୍ୱରରେ ଆଉ ୨ ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି
ଭୁବନେଶ୍ୱର, ୫।୫(ବ୍ୟୁରୋ): ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ୫୦ ବର୍ଷର ମହିଳା ଓ ୨୬ ବର୍ଷର ଯୁବକ। ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା। ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି…
ଦେଶୀ ଗର୍ଲଙ୍କ କୁନି ମେକ୍ଅପ୍ ଆର୍ଟିଷ୍ଟ!
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯାହା…
Archives


