କେତେ କୃତଘ୍ନ ହେବା
ଭୁବନେଶ୍ୱର, ୬।୫ (ଜିତେନ୍ଦ୍ର କୁମାର ନାୟକ): କରୋନା ଭାଇରସ୍ ସଂକ୍ରମଣରୁ ଦେଶକୁ ରକ୍ଷାକରିବା ପାଇଁ ଲକ୍ଡାଉନ୍ ଅବଧିକୁ ମେ’ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିଛିଦିନ ହେବ କୁହାଯାଇଆସୁଛି ଯେ, ଚଳିତ ମାସ ଶେଷ ଆଡ଼କୁ ସଂକ୍ରମଣ ସ୍ତର ବୃଦ୍ଧି ପାଇବ।…
ଆନ୍ଧ୍ରରେ ମହଙ୍ଗା ହେଲା ମଦ
ନୂଆଦିଲ୍ଲୀ, ୬ା୫: ଲକ୍ଡାଉନ୍ ଅବଧି ତୃତୀୟ ଥର ଲାଗି ବଢ଼ିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଦ ଦର ପୁଣି ୫୦% ମହଙ୍ଗା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ୨୫% ଦର ବୃଦ୍ଧି କରାଯାଇଥିବା ବେଳେ ପୁଣି ଏହାକୁ ବଢ଼ାଯାଇଛି। ଏହା ସତ୍ତ୍ୱେ…
ସୁରଟରୁ ବସ୍ ନୁହେଁ, ଟ୍ରେନ୍ରେ ଫେରିବେ ଶ୍ରମିକ
ଭୁବନେଶ୍ୱର,୬ା୫(ବ୍ୟୁରୋ): ଗୁଜରାଟର ସୁରଟରୁ ଓଡ଼ିଶା ଫେରୁଥିବା ଶ୍ରମିକମାନେ ଆଉ ବସ୍ରେ ଆସିବେ ନାହିଁ। ଦୀର୍ଘବାଟ ହୋଇଥିବାରୁ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଦେଉଛି। ମହିଳା ଓ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ…
ବିବାଦରେ ପୁଲିଜର ପୁରସ୍କାର
ନୂଆଦିଲ୍ଲୀ,୬ା୫(ଆଇଏଏନ୍ଏସ୍): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ ‘ବିବାଦୀୟ ଭୂଖଣ୍ଡ’ ଭାବେ ଅଭିହିତ କରିଛି। ସାମ୍ବାଦିକତା, ସାହିତ୍ୟ ଓ କଳା ଭଳି ୨୧ଟି…
ଜେଇଇ, ଏନ୍ଇଇଟି ପାଇଁ ତାରିଖ ଘୋଷଣା: ହେବନି ସିବିଏସ୍ଇ ୧୦ମ ପରୀକ୍ଷା
ଭୁବନେଶ୍ୱର,୬ା୫(ବ୍ୟୁରୋ): ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ଓ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି ୟୁଜି ୨୦୨୦) ନେଇ ମଙ୍ଗଳବାର ତାରିଖ ଘୋଷଣା କରାଯାଇଛି। ଗତ ଏପ୍ରିଲ୍ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍…
ଜମ୍ମୁ-କଶ୍ମୀରର ୩ ଫଟୋଜର୍ନାଲିଷ୍ଟଙ୍କୁ ପୁଲିଜର ପୁରସ୍କାର
ନୂଆଦିଲ୍ଲୀ,୬ା୫: ବିଶ୍ୱରେ ମହାମାରୀ କରୋନା ସଂକ୍ରମିତ କରିଥିବାବେଳେ ଚଳିତବର୍ଷର ପୁଲିଜର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସୋମବାର ରାତିରେ ଅନ୍ଲାଇନ୍ରେ ଏହା ଘୋଷଣା କରାଯାଇଛି। ଫଟୋଜର୍ନାଲିଜମ୍ କ୍ଷେତ୍ରରେ ଜମ୍ମୁ-କଶ୍ମୀରର ୩ ଫଟୋଜର୍ନାଲିଷ୍ଟଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯିବା ପାଇଁ ନିଷ୍ପତ୍ତି…
ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ
ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍ଡାଉନ୍ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି। ତେଣୁ ବିଦେଶରେ ଫସିଥିବା ପ୍ରାୟ ୨ ଲକ୍ଷ ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନରେ ସ୍ବଦେଶକୁ ଫେରାଇ…
ଚାହିଦା ଫେରାଇ ଆଣିବା ଲାଗି ଅଭିଜିତଙ୍କ ମନ୍ତ୍ର
ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ଲୋକଙ୍କ ହାତକୁ ଅର୍ଥ ସିଧାସଳଖ ପ୍ରଦାନ କଲେ ଲକ୍ଡାଉନ ପରେ ଏହା ଦେଶରେ ଚାହିଦା…
ହ୍ବାଟ୍ସଆପ୍,ଇ-ମେଲ୍ରେ ମଗାଇହେବ ଔଷଧ
ନୂଆଦିଲ୍ଲୀ,୬।୫: ଲକ୍ଡାଉନ ସମୟରେ ବିଭିନ୍ନ ଜନଔଷଧି କେନ୍ଦ୍ରରୁ ଲୋକମାନେ ହ୍ବାଟ୍ସଆପ୍ ଏବଂ ଇ-ମେଲ୍ ଜରିଆରେ ଔଷଧ ମଗାଇପାରିବେ। ସରକାର ମଙ୍ଗଳବାର ଏ ନେଇ ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ଲୋକଙ୍କ ନିକଟରେ ସହଜରେ ଔଷଧ ପହଞ୍ଚାଇବା ଲାଗି ସରକାର ଏଭଳି ବ୍ୟବସ୍ଥା…
ଦିଲ୍ଲୀରେ ମହଙ୍ଗା ହେଲା ଡିଜେଲ
ନୂଆଦିଲ୍ଲୀ,୬।୫:ଦିଲ୍ଲୀ ସରକାର ଇନ୍ଧନ ଉପରେ ଭାଟ୍ ଲାଗୁ କରିବା ପରେ ସେଠାରେ ଡିଜେଲ ସବୁଠାରୁ ମହଙ୍ଗା ସ୍ତର ଛୁଇଁଛି। ଏଠାରେ ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୧.୬୭ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ଲିଟର ପିଛା ୭.୧୦ ଟଙ୍କା…
ଭିଡ଼ିଓ ଭାଇରଲ ପରେ ବନରକ୍ଷୀ ନିଳମ୍ବିତ
ଭଞ୍ଜନଗର,୫।୫(ଡି.ଏନ୍.ଏ.)- ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ବିଞ୍ଜିଗିରି ସେକ୍ସନର ବନରକ୍ଷୀ ଏମ.ଏମ୍. ରାଉଳ ଜଣେ କାଠ ଚୋରଙ୍କ ଠାରୁ ଲାଞ୍ଚ ନେବା ଭିଡ଼ିଓ କିଛିଦିନ ପୂର୍ବେ ଭାଇରଲ ହୋଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏକ ଟିମ୍…
ମୋହନା, ନୂଆଗଡକୁ କେରଳରୁ ଫେରିଲେ ୩୮ଜଣ
ଆର.ଉଦୟଗିରି,୫ା୫(ଡି.ଏନ.ଏ.)- ଗଜପତି ଜିଲା ମୋହନା ଓ ନୂଆଗଡ ବ୍ଲକକୁ କେରଳରୁ ୩୮ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସ୍ବତନ୍ତ ଟ୍ରେନ ଯୋଗେ ସୋମବାର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚତ୍ବାପରେ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ମୋହନାର ୩୭ ଓ…
Archives


