ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଏହି ଲୋକପ୍ରିୟ ଅଭିନେତା

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତାଠାରୁ ଅଧିକ ପରିଚିତ ହୋଇଛନ୍ତିି ତାଙ୍କର ବଦାନ୍ୟତା ପାଇଁ। ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବାଠାରୁ ଆରମ୍ଭକରି ସେମାନଙ୍କୁ ଚାକିରି ଯୋଗାଇ ଦେବା ପର୍ଯ୍ୟସ୍ତ ସୋନୁ ଅନେକ ସାହାଯ୍ୟ କରିଛନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ସେ ପାଲଟିଯାଇଛନ୍ତି ରିୟଲ ଲାଇଫ୍‌ ହିରୋ। ଏସବୁ ମଧ୍ୟରେ ଏବେ ଜଣେ ଜଣାଶୁଣା ଅଭିନେତା ବିଦ୍ୟୁତ ଜାମଓ୍ବାଲ ମଧ୍ୟ ସୋନୁଙ୍କ ସାହାଯ୍ୟ ଲୋଡିଛନ୍ତି। ବିଦ୍ୟୁତ୍‌ ତାଙ୍କର ନର୍ଗିସ ଖୋଜୁଛନ୍ତି, ଏଥିପାଇଁ ସେ ସୋନୁଙ୍କ ସହାୟତା ଲୋଡିଛନ୍ତି। ବିଦ୍ୟୁତ୍‌ଙ୍କ ଏହି ଆବେଦନ ଉପରେ ସୋନୁ ମଧ୍ୟ ଏହାର ଉତ୍ତର ଦେଇଛନ୍ତି।
ସୋନୁଙ୍କୁ ସୋସିଆଲ ମିଡିଆଲେ ଟ୍ୟାଗ୍‌କରି ବିଦ୍ୟୁତ୍‌ ଲେଖିଛନ୍ତି, ମୋତେ ମୋର ନର୍ଗିସ ଦରକାର। ଏବେ ପର୍ଯ୍ୟନ୍ତ କେହି ନାହାନ୍ତି। ମୁଁ ଶୁଣିଛି, ସୋନୁ ଅଲଗା ହୋଇଥିବା ଲୋକଙ୍କୁ ତାଙ୍କ ପରିବାର ସହ ମିଶାଇ ଦେଉଛନ୍ତି। ମୋତେ ସାହାଯ୍ୟ କର। # ଫାଇଣ୍ଡନର୍ଗିସ # ଖୁଦା ହାଫିଜ୍‌ ବୋଲି ସେ ଲେଖିଛନ୍ତି।


ସୋନୁ ଏହାର ଉତ୍ତର ଦେଇ ବିଦ୍ୟୁତ୍‌ଙ୍କୁ ଟ୍ୟାଗ୍‌କରି ଲେଖିଛନ୍ତି, ଭାଇ ବିଦ୍ୟୁତ୍‌, ଏଥିପାଇଁ ଆପଣଙ୍କୁ ନୋମାନ ଯିବାକୁ ପଡ଼ିବ ଏବଂ କେବେଳ ଆପଣ ହିଁ ଏହି କାମ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା....

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଜବରଦସ୍ତ ଡ୍ୟାନ୍ସ କୌଶଳ ପାଇଁ ବେଶ୍‌ ଜଣାଶୁଣା। ଏବେ ସୋସିଆଲ ମିଡିଆରେ ମାଧୁରୀଙ୍କ ଫିଲ୍ମ ‘ତେଜାବ୍‌’ର ଏକ...

ସ୍କୁଲ ଦିନର ବନ୍ଧୁଙ୍କ ହାତ ଧରିବା ପରେ ଅଭିନେତ୍ରୀରୁ ପାଲଟିଥିଲେ ଗୃହିଣୀ, କହିଲେ ‘ପରିବାର ଆଗ’

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ...

ସା ରେ ଗା ମା ପା ଲିଟିଲ ଚ୍ୟାମ୍ପସ୍‌ରେ ଏକତ୍ର ନଜର ଆସିବେ ସଙ୍ଗୀତର ‘ତ୍ରିଦେବ’

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ବିଜେତାଙ୍କ ନାମ ଆସନ୍ତା ରବିବାର ଘୋଷଣା କରାଯିବ। ଏହା ପରେ ଆଉ ଏକ ସଙ୍ଗୀତ...

ବ୍ରହ୍ମାସ୍ତ୍ର ପାଇଁ ଫିଜ ନେଇ ନାହାନ୍ତି ରଣବୀର-ଆଲିଆ!

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ସବୁଆଡେ ଚର୍ଚ୍ଚା । ଏହା ବକ୍ସ ଅଫିସରେ ଭଲ ବିଜନେସ କରିଛି । ହେଲେ ଏହି ଫିଲ୍ମ...

ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍‌ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା...

ଫିଲ୍ମ ଛାଡି ସାବୁନ ତିଆରି କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

୧୭ ବର୍ଷ ପୂର୍ବେ ୨୦୦୩ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘କଲ ହୋ ନା ହୋ’ ରେ ପ୍ରିତି ଜିଣ୍ଟାଙ୍କ ସାନ ଭଉଣୀ ଜିୟା ଚରିତ୍ରରେ...

କ୍ୟାଟ୍ରିନାଙ୍କ ବିଷୟରେ ଏମିତି କହିଲେ ଦିଅର

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ କୌଶଲ ପରିବାରର ବୋହୂ। କୌଶଲ ପରିବାରକୁ ଆସିବା ପରେ କେବଳ କ୍ୟାଟ ନୁହେଁ, ତାଙ୍କ ଶାଶୁ, ଶ୍ୱଶୂର ଏବଂ...

Advertisement
Archives

Model This Week