କୃଷି ମନ୍ତ୍ରୀଙ୍କ ପାଟଣା ଗସ୍ତ: ବୁଲି ଦେଖିଲେ ଲେମନ୍‌ ଗ୍ରାସ ଚାଷ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଲେମନ ଗ୍ରାସ ଚାଷ, ବାଁଉଶୁଳି ପଞ୍ଚାୟତ ଗୁଡିପୋଖରୀ ଗ୍ରାମର ଧାଡି ରୁଆ ଧାନ ଚାଷକୁ ଶନିବାର ମନ୍ତ୍ରୀ ଅରୁଣ କୁମାର ସାହୁ ପରିଦର୍ଶନ କରିବା ସହ ଚାଷୀମାନଙ୍କ ଭଲମନ୍ଦ ବୁଝି ଥିଲେ। ଜିଲାର ୟୁରିୟା ସାରର ଅଭାବ ସମ୍ପର୍କରେ ପଚାରିବାରୁ କୃଷିମନ୍ତ୍ରୀ ଲକ ଡାଉନ ଯୋଗୁଁ କାରଖାନା ବନ୍ଦ ଥିଲା ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ପରିଷଦ ଅଧକ୍ଷା କମଳିନୀ ପାତ୍ର, ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଜିଲା କୃଷିଅଧିକାରୀ ଶରତ ଚନ୍ଦ୍ର ଦାଶ, ଉଦ୍ୟାନ କୃଷି ଅଧିକାରୀ ଓମ ପ୍ରକାଶ ରଥ, ଜଳବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଅରୁଣ କୁମାର ଦାସଙ୍କ ସହ ଜିଲା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ,ବିଜେଡି ନେତା କାନନ ବିହାରୀ ପୋହି, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ...

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ୨ ମୃତ

ହରଭଙ୍ଗା ,୧୬।୯ ( ଡି .ଏନ. ଏ.)- ବୌଦ୍ଧ ଜିଲା ହରଭଙ୍ଗା ଥାନା ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧୁବାର ଅପରାହ୍ନରେ ଏକ...

ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ...

ବଦଳିଲା ୧ନଂ. ପରିବା ହାଟ ନିୟମ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପରିବା ହାଟ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବାକୁ ନିୟମ ହୋଇଥିଲା। ତେବେ ହାଟରେ ଲୋକଙ୍କ ଅତ୍ୟଧିକ ଗହଳି ଦେଖିବାକୁ...

ଅକ୍ଟୋବର ୧ରୁ ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଅକ୍ଟୋବର ୧ରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଅକ୍ଟୋବର...

ଲକ୍‌ଡାଉନ୍‌ ବେଳେ ଗଞ୍ଜେଇ ଚାଲାଣ, ୪ ଗିରଫ

ଫିରିଙ୍ଗିଆ,୨୬ା୩-କରୋନା ଲାଗି ରାଜ୍ୟ ଲକ୍‌ଡାଉନରେ ଥିବା ବେଳେ ଗଞ୍ଜେଇ ଚାଲାଣକାରୀ ସକ୍ରିୟ ହୋଇଉଠିଛନ୍ତି। ପୋଲିସର ବ୍ଲକିଂକୁ ଚକମା ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଫିରିଙ୍ଗିଆ...

ଖନ୍ତାପଡ଼ା ଥାନା ଘେରାଉ ଘଟଣା: ଆଇନକୁ ହାତକୁ ନ ନେବା ପାଇଁ ପୋଲିସର ପରାମର୍ଶ

ବାହାନଗା, ୩୦ା୯(ଡି.ଏନ.ଏ.)-ମଦ ବିରୋଧୀ ମହିଳାଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଖନ୍ତାପଡା ଥାନା ଘେରାଉ ଘଟଣା ପରେ ସୋମବାର ମହିଳା ସଦସ୍ୟାମାନଙ୍କ ସହିତ ପୋଲିସ୍‌ର ବୈଠକ ଅନୁଷ୍ଠିତ...

ଥମୁନି ସଂକ୍ରମଣ: ୫ ମାସର ଶିଶୁକନ୍ୟାଙ୍କୁ କରୋନା

ବରଗଡ଼ ଅଫିସ,୧୪।୫: ବରଗଡ଼ ଜିଲାରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଜିଲାରେ ଇତିମଧ୍ୟରେ ଦୈନିକ ସଂକ୍ରମଣ ୫ଶହ ଟପି ସାରିଛି। ଶୁକ୍ରବାର ଜିଲାରୁ...

Advertisement


Archives

Model This Week