କୃଷି ମନ୍ତ୍ରୀଙ୍କ ପାଟଣା ଗସ୍ତ: ବୁଲି ଦେଖିଲେ ଲେମନ୍‌ ଗ୍ରାସ ଚାଷ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଲେମନ ଗ୍ରାସ ଚାଷ, ବାଁଉଶୁଳି ପଞ୍ଚାୟତ ଗୁଡିପୋଖରୀ ଗ୍ରାମର ଧାଡି ରୁଆ ଧାନ ଚାଷକୁ ଶନିବାର ମନ୍ତ୍ରୀ ଅରୁଣ କୁମାର ସାହୁ ପରିଦର୍ଶନ କରିବା ସହ ଚାଷୀମାନଙ୍କ ଭଲମନ୍ଦ ବୁଝି ଥିଲେ। ଜିଲାର ୟୁରିୟା ସାରର ଅଭାବ ସମ୍ପର୍କରେ ପଚାରିବାରୁ କୃଷିମନ୍ତ୍ରୀ ଲକ ଡାଉନ ଯୋଗୁଁ କାରଖାନା ବନ୍ଦ ଥିଲା ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ପରିଷଦ ଅଧକ୍ଷା କମଳିନୀ ପାତ୍ର, ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଜିଲା କୃଷିଅଧିକାରୀ ଶରତ ଚନ୍ଦ୍ର ଦାଶ, ଉଦ୍ୟାନ କୃଷି ଅଧିକାରୀ ଓମ ପ୍ରକାଶ ରଥ, ଜଳବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଅରୁଣ କୁମାର ଦାସଙ୍କ ସହ ଜିଲା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ,ବିଜେଡି ନେତା କାନନ ବିହାରୀ ପୋହି, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଟୋପି ପିନ୍ଧି ହଟହଟା ହେଲେ ଯନ୍ତ୍ରୀ

ମାଲକାନଗିରି,୨ା୪: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର...

ବସ୍ତାରୁ ମଣିଷ ଖପୁରି, ହାଡ଼ ମିଳିବା ଘଟଣା: ତଦନ୍ତ କଲା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା/ରେମୁଣା, ୧୯।୭(ଡି.ଏନ.ଏ.)-ରେମୁଣା ବ୍ଲକ ଗାଞ୍ଜିଆ ମଙ୍ଗଳା ଛକ ନିକଟରେ ଗତ ଗୁରୁବାର ଅପରାହ୍ନରେ ଏକ ପରିତ୍ୟକ୍ତ ଅମରିବୁଦା ସ୍ଥାନରୁ ଏକ ଛିଣ୍ଡା ବସ୍ତାରୁ ମଣିଷର ଖପୁରୀ...

ବୁଗୁଡ଼ା ବନାଞ୍ଚଳରେ ୧୩ ହାତୀ, ଚିନ୍ତାରେ ଚାଷୀ

ବୁଗୁଡା,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍‌ ନିକଟସ୍ଥ କରସିଙ୍ଗି ଗ୍ରାମରେ ଶନିବାର ରାତିରେ ବଣୁଆ...

ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶ ଭଦ୍ରଙ୍କୁ ହାଇକୋର୍ଟରୁ ଜାମିନ

କଟକ ଅଫିସ୍‌/ଧର୍ମଶାଳା, ୨।୬(ଡି.ଏନ୍‌.ଏ.): ଯାଜପୁର ହରିଦାଶପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କୁ ସୋମବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ...

ବାତ୍ୟା ପୀଡ଼ିତଙ୍କ ଗୁହାରି: ‘ରିଲିଫ ନୁହେଁ, ମୋ କାଠ କିଣ’

ଭୁବନେଶ୍ୱର, ୯ା୬ (ବ୍ୟୁରୋ): ରିଲିଫ୍‌ରେ ପେଟ ପୂରୁନାହିଁ, ଘରେ ମୋର ୭ ପ୍ରାଣୀ କୁଟୁମ୍ବ। ମାସେ ହେବ କାମ ଧନ୍ଦା ନାହିଁ, ପାଖରେ ଟଙ୍କାଟିଏ ମଧ୍ୟ...

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ...

ଲିଜ୍‌ଧାରୀ ପୈଠ କରିବେ ୧କୋଟି

ବାଲେଶ୍ୱର ଅଫିସ, ୧୫।୧୦: ବାଲେଶ୍ୱର ଜିଲା ବସ୍ତା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନ ଲିଜ୍‌ରୁ ବେଆଇନ ଭାବେ ଅଧିକ ବାଲି ଉତ୍ତୋଳନ ମାମଲାର ଏନଜିଟି...

ଭରା ନଦୀ ପାରି ହେଲେ ଗର୍ଭବତୀ

ଉଦଳା,୨୧ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ବାଲ୍‌ମା ଗ୍ରାମର ଜଣେ ଗର୍ଭବତୀ ବିପଦସଙ୍କୁଳ ଭାବେ ଭରାନଦୀ ପାରି ହୋଇ ଆମ୍ବୁଲାନ୍ସ ପାଖକୁ ଯିବା ଘଟଣା...

Advertisement
Archives

Model This Week