Posted inଫୁରସତ

ଦେବଦୂତ ସାଜିଲା ଜେସିବି ମେଶିନ: ବଞ୍ଚାଇଲା ୩ ଜୀବନ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଜେସିବି ମେଶିନ ଦେବଦୂତ ସାଜି ୩ ଜଣ ଯୁବକଙ୍କ ଜୀବନକୁ ବଞ୍ଚାଇଛି।
ଭିଡିଓରେ ଦେଖାଯାଇଛି, ଗୋଟିଏ କାର ଗଭୀର ପାଣି ଭିତରେ ଫସି ରହିଛି। ଏହି କାର ଉପରେ ତିନି ଜଣ ବ୍ୟକ୍ତି ରହିଛନ୍ତି। ପାଣିର ସ୍ରୋତ ଏତେ ପ୍ରଖର ରହିଛି ଯେ କାରଟି କେଉଁ ମୂହୁର୍ତ୍ତରେ ଭାସିଯିବ ତାହା କେହି କହିପାରିବେ ନାହିଁ। କାର ଉପରେ ଫସି ରହିଥିହା ଏହି ୩ ବ୍ୟକ୍ତି ବଞ୍ଚିବା ପାଇଁ ଜୀବନ ସହ ସଂଗ୍ରାମ କରୁଛନ୍ତି। ଠିକ ସେହି ସମୟରେ ଏକ ଜେସିବି ମେଶିନ ଆସି ଫସି ରହିଥିବା ୩ ଯୁବକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଉଛି। ଏହି ଭିଡିଓ କେବେର ଏବଂ କେଉଁଠିକାର ଜଣାପଡିନାହିଁ। ମାତ୍ର ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ ୨୦ ହଜାର ଲୋକ: ୩ ଘଣ୍ଟାରେ ନିର୍ମାଣ ହେଲା ୪୦ ହଜାର କୁଣ୍ଡ

ଝାବୁଆ,୧।୩: ଜଳ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ରବିବାର ୨୦ ହଜାର ଲୋକ ମିଳିତ ଭାବେ କାମ କରିଛନ୍ତି। ସେମାନେ ସକାଳ ୬ଟା ପୂର୍ବାହ୍ନ...

୩୬ ବର୍ଷରୁ ୫୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ବାବା

ତାମିଲନାଡୁ, ରାମେଶ୍ୱରମ୍‌ର ୭୦ ବର୍ଷୀୟ ବାବା ସୀତାରାମ ଦାସ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମାନବିକତାର ଜୀବନ୍ତ ପ୍ରତିମା ବୋଲି କୁହାଯାଏ। କାରଣ ୩୬ ବର୍ଷ ହେବ...

ମଣିଷ ହାତରୁ ଫୋନ୍‌ ଛଡ଼ାଇ ଏମିତି ଚଳାଇଲା ଶିମ୍ପାଞ୍ଜି; ଭିଡିଓ ଦେଖିଲେ କହିବେ…

ମଣିଷମାନଙ୍କ ସହ ଆଜିକାଲି ପଶୁମାନେ ମଧ୍ୟ ହାଇଟେକ୍‌ ହୋଇଯାଉଛନ୍ତି। ସେହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ସେଥିରୁ କିଛି ଦେଖି ଚକିତ କରିଥାଏ।...

ପାଣି ବଦଳରେ ଟ୍ୟାପ୍‌ରୁ ବାହାରୁଛି ଗରମ ଚା’, ଭିଡିଓ ଦେଖିଲେ ହିଁ କରିବେ ବିଶ୍ୱାସ

ଉତ୍ତର ପ୍ରଦେଶରେ ବର୍ତ୍ତମାନ ପ୍ରବଳ ଥଣ୍ଡା ପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାବେଳେ ସବୁ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି। ଏପରିକି ମୁମ୍ବାଇରେ ତାପମାତ୍ରା ଯଥେଷ୍ଟ...

ନଜର ନ ଲାଗିବା ପାଇଁ ଘରେ କଳାରଙ୍ଗ

ରାୟପୁର: ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ...

ଆମେରିକା ହ୍ବାଇଟ୍‌ ହାଉସ୍‌ କିଚେନ୍‌: ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ

ଓ୍ବାଶିଂଟନ୍‌: ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ବାଜି ମାରିଛନ୍ତି ଡେମୋକ୍ରାଟିକ୍‌ ପାର୍ଟିର ନେତା ଜୋ ବାଇଡେନ୍‌। ନବନିଯୁକ୍ତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ...

ହ୍ରଦରେ କମୁଛି ଅମ୍ଳଜାନ

ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି। ନୂଆଦିଲ୍ଲୀ:...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ...

Advertisement
Archives

Model This Week