Home Left

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଦୋକାନ ଉପରେ ଚଢ଼ାଉ

ସୋହେଲା,୧୧ା୫(ଡି.ଏନ.ଏ.): ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିବା, ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ବରଗଡ଼ ଜିଲା ପ୍ରଶାସନ ସୋମବାର ସୋହେଲାରେ ଚଢାଉ କରିଥିଲା। ପଦ୍ମପୁର ଉପଜିଲାପାଳ ତନ୍ମୟ ଦରୱାନ ଅଚାନକ ଚଢ଼ାଉ…

କରୋନା ମୁକାବିଲାରେ ଏମ୍‌ଜିଏନ୍‌ଆରଇଜିଏ ଭରସା

ବଲାଙ୍ଗୀର ଅଫିସ, ୧୧ା୫: କରୋନା ମହାମାରୀ ସବୁଠୁ ବେଶୀ ପ୍ରଭାବିତ କରିଛି ଅର୍ଥନୈତିକ କ୍ଷେତ୍ରକୁ। କ୍ରମାଗତ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ରୋଜଗାର, ବ୍ୟବସାୟ ବନ୍ଦ ହୋଇପଡିଛି। ଏଭଳି ସମୟରେ ସରକାରୀସ୍ତରରେ ଏମ୍‌ଜିଏନ୍‌ଆରଇଜିଏ ଜରିଆରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ସବଳ କରିବା ପାଇଁ…

ଗଞ୍ଜାମରେ ବେକାବୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ଭୁବନେଶ୍ୱର,୧୧।୫(ବ୍ୟୁରୋ)-ସାରା ରାଜ୍ୟରେ ଦିନକୁଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲାରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଅଧିକାଂଶ ସୁରଟ ଫେରନ୍ତା ହୋଇଥିବାବେଳେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ସା…

ଯାନ୍ତ୍ରିକ ତ୍ରୁଟି ଯୋଗୁ ସନ୍ଧ୍ୟା ୬ଟାରେ ବି ହୋଇପାରିଲାନି ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ସେବା ମେ ୧୨ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମେ ୧୧ରେ ଅପରାହ୍ନ ୪ଟାରୁ ଟିକେଟ ବୁକିଂ ଆରମ୍ଭ ହେବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅପରାହ୍ନ…

୩୬୫ ଦିନ ଲକ୍‌ଡାଉନରେ ରୁହେ ଏହି ଗାଁ

ନଦୀୟା ,୧୧।୫: ଆଧୁନିକ ଯୁଗରେ ରହି ମଧ୍ୟ ଏଭଳି ଏକ ଗାଁ ଅଛି ଯେଉଁଠାରେ ବର୍ଷସାରା ଲକ୍‌ଡାଉନ ରହିଥାଏ। ଡରି ଡରି ରହୁଥିବା ଲୋକମାନେ ଘରୁ ଭୟରେ ବାହାରନ୍ତି ନାହିଁ। ଏଭଳିି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନଦୀୟା ଜିଲାର ଦତ୍ତପୁଲିଆ…

ସାମାଜିକ ଦୂରତା ହ୍ରାସ ପାଇଲେ ବଢ଼ିବ ସଙ୍କଟ: ମୋଦି

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ଭାଇରସ୍‌ ମହାମାରୀ ସଙ୍କଟ ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପ୍ରସଙ୍ଗରେ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…

ଘରେ ରହି ଚିକିତ୍ସିତ ହୋଇପାରିବେ ଲକ୍ଷଣ ନ ଥିବା କରୋନା ପଜିଟିଭ: ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିଲେ କରୋନା ପଜିଟିଭ ଘରେ ରହି ଚିକିତ୍ସିତ ହୋଇପାରିବେ। ଆଜିଠାରୁ ସେମାନେ ସ୍ବଇଚ୍ଛାରେ ନିଜ ଘରେ ରହି ଚିକତ୍ସିତ ହୋଇପାରିବେ। ଘରେ ରହିବାକୁ ହେଲେ ଅଲଗା ଘର, ଅଲଗା ପାଇଖାନା ଗୃହ…

ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ, ବ୍ୟାଣ୍ଡ: ଗର୍ଭବତୀ, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ଯାଇପାରିବେ ଘରକୁ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଡିସ୍‌ଜାର୍ଚ୍ଚ ପଲିସିରେ ରାଜ୍ୟ ସରକାର ଆଉ ଟିକେ କଠୋର ହୋଇଛନ୍ତି। ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଘରେ କ୍ୱାରାଣ୍ଟାଇନରେ ରହିବା ବେଳେ ଷ୍ଟାମ୍ପ ଓ ହାତରେ…

ଅପରାହ୍ନ ୪ଟାରେ ହୋଇପାରିଲା ନାହିଁ ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ଯୋଗୁ ଫସି ରହିଥିବା ଯାତ୍ରୀଙ୍କ ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ ସୋମବାର ଅପରାହ୍ନ ୪ଟାରୁ ଟିକେଟ ବୁକିଂ କରାଯିବାର ଥିଲା। ହେଲେ ସିଷ୍ଟମରେ ଡାଟା ଅପଲୋଡ ନ ହୋଇଥିବାରୁ ସନ୍ଧ୍ୟା ୬ଟାରେ ଟିକେଟ ବୁକିଂ…

ସବୁ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ କହିଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ସତ୍ତ୍ୱେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହି ସମୟରେ ସମସ୍ତ ଯାତ୍ରୀ ‘ଆରୋଗ୍ୟ ସେତୁ’ ଆପ ବ୍ୟବହାର କରିବାକୁ ଉପଦେଶ ଦେଇଛି ରେଳ ମନ୍ତ୍ରଣାଳୟ। ଆହୁରି…

ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ତଦନୁଯାୟୀ ଏଣିକି ନିବା ସ୍ପର୍ଶରେ ଯାତ୍ରୀ ବିମାନରେ ବସିପାରିବେ। ବିମାନବନ୍ଦର ଟର୍ମିନାଲ ଭିତରେ ଯାହା ସବୁ କାର୍ଯ୍ୟ ହେବ ସବୁ ‘ନନ୍‌ ଟଚ’…

କ୍ରିକେଟ ପୁଣି ଆରମ୍ଭ କରିବାକୁ ସରକାରଙ୍କ ସହ କାର୍ଯ୍ୟ କରୁଛୁ: ଇସିବି

ଲଣ୍ଡନ,୧୧।୫ (ପି.ଟି.): ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଣ୍ଟା ଭିଡିଛି। ଏଥିପାଇଁ ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ) ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛୁ ବୋଲି ଇସିବି କହିଛି। କୋଭିଡ-୧୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri