Home Left

ସରପଞ୍ଚଙ୍କ ସଟ୍‌ଡାଉନ୍‌ ନିଷ୍ପତ୍ତିକୁ ବ୍ଲକ ପ୍ରଶାସନର ନାଁ; କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ

ଚଣ୍ଡିଖୋଲ୧୪।୫ (ଡି.ଏନ୍‌.ଏ.): ବଡଚଣା ବ୍ଲକ ଅଧୀନ ସୁଙ୍ଗୁଡା ପଞ୍ଚାୟତକୁ ୧୩ ତାରିଖ ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ସଟ୍‌ଡାଉନ୍‌ କରିବାକୁ ସରପଞ୍ଚ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିଡିଓ ସେହିଦିନ ଖାରଜ କରିଦେଇଥିଲେ। ହେଲେ ସରପଞ୍ଚ ଜିଲାପାଳ କ୍ଷମତାର ସୁରୁପଯୋଗ କରୁଥିବା…

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ ଚାଷୀ ଓ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ବିଗତ ଦୁଇ ମାସ ମଧ୍ୟରେ…

୧୦ ଲକ୍ଷ ପ୍ରବାସୀ ଘରକୁ ଗଲେଣି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୫: ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ପ୍ରବାସୀ ଟ୍ରେନ୍‌ ଯୋଗେ ନିଜ ନିଜ ଘରକୁ ଫେରିଛନ୍ତି। ଏଯାବତ୍‌ ରେଲଓ୍ବେ ୮୦୬ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଲାଣି। ୟୁପିକୁ ସର୍ବାଧିକ ୩୮୭ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାଇଥିବା ବେଳେ ବିହାରକୁ ୨୦୪…

ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ମାସ ମାଗଣା ଖାଦ୍ୟ, ଭଡ଼ା ଘର ଯୋଜନା

ନୂଆଦିଲ୍ଲୀ, ୧୪।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା…

‘ଇଂଲଣ୍ଡ ଗସ୍ତ ପାଇଁ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବାଧ୍ୟ କରାଯିବନି’

ଲଣ୍ଡନ,୧୪।୫(ଏଏଫ୍‌ପି): ଇଂଲଣ୍ଡ ଗସ୍ତ କରିବାକୁ ଯଦି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ କୁଣ୍ଠିତ ହୁଅନ୍ତି, ତା’ହେଲେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ ଗ୍ରେଭ୍‌ କହିଛନ୍ତି। ଏକ ୩ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଓ୍ବେଷ୍ଟଇଣ୍ଡିଜ ଇଂଲଣ୍ଡ ଗସ୍ତ…

ଟି୨୦ ବିଶ୍ୱକପ୍‌: ଖେଳାଳିଙ୍କୁ ୨ ସପ୍ତାହ ଆସୋଲେଶନ ପାଇଁ ଡୁପ୍ଲେସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୪।୫ (ପି.ଟି.):ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଅଷ୍ଟ୍ରେଲିଆରେ ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଓ ପରେ ଖେଳାଳିମାନଙ୍କୁ ୨ ସପ୍ତାହ ଆଇସୋଲେଶନରେ ରଖିବାକୁ ସେ ମତ…

କୋଭିଡ୍‌-୧୯: ଟୁର୍‌ ଅଫ୍‌ ବ୍ରିଟେନ ବାତିଲ

ଲଣ୍ଡନ,୧୪।୫(ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ବାତିଲ କରାଯାଇଛି। ବ୍ରିଟେନର ବହୁ ପର୍ଯ୍ୟାୟ ବିଶିଷ୍ଟ ସାଇକ୍ଲିଂ ରେସ୍‌ ‘ଟୁର୍‌ ଅଫ୍‌ ବ୍ରିଟେନ’ କରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ କରାଯାଇଛି। ସାରା ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟ…

ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପାଇଁ ଅଞ୍ଜୁମ, ଜଶପାଲଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୧୪।୫(ପି.ଟି.): ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମହିଳା ଶୁଟର ଅଞ୍ଜୁମ ମୋଦ୍‌ଗିଲ୍‌ଙ୍କ ନାମ ସୁପାରିସ କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି…

ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜରେ ଲାଭବାନ ହେବେ ଚାଷୀ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଏହାଦ୍ୱାରା ଚାଷୀମାନେ ଲାଭବାନ ହେବେ ବୋଲି ଜଣାପଡିଛି। ନାବାର୍ଡ ସାହାଯ୍ୟରେ ଚାଷୀଙ୍କୁ ୩୦,୦୦୦ କୋଟିର ଅତିରିକ୍ତ ସହାୟତା ପ୍ରଦାନ କରାଯାଉଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା…

ଖୋର୍ଦ୍ଧା ନୂଆ ଆକ୍ରାନ୍ତଙ୍କ ତଥ୍ୟ: ଅଛନ୍ତି ଟାଙ୍ଗିର ୨, ବାଣପୁରର ଜଣେ; ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବିଶୋଧନ

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ ଗୁରୁବାର ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଟାଙ୍ଗି ବ୍ଲକର ୨ଏବଂ ବାଣପୁର ବ୍ଲକର ଜଣେ ରହିଛନ୍ତି। ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ କ୍ବାରେଣ୍ଟାଇନ ସେଣ୍ଟର ରହୁଥିଲେ…

ଆସନ୍ତା ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ ପରୀକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୪।୫- ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

ଲକ୍‌ଡାଉନ ଯୋଗୁ ରାତିରେ ଶୋଇ ପାରୁ ନାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ ୩.୦ ମେ’ ୧୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ ଅଧିକାଂଶ ଲୋକେ ଘରେ ବନ୍ଦ ହୋଇ ରହିଥିବା ବେଳେ ବଲିଉଡ୍‌ ସେଲବ୍ରିଟିମାନେ ମଧ୍ୟ ଏଥିରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri