Home Left

ବାଉଣ୍ଡ୍ରି ବାହାରେ ପଡ଼ିଲା ବଲ୍‌, କିନ୍ତୁ ହେଲାନି ଛକା: Asia Cupରେ ରୋଚକ ଦୃଶ୍ୟ

ଦୁବାଇ,୨୭।୯: ଏସିଆ କପ ୨୦୨୫ର ଶେଷ ସୁପର ଫୋର୍‌ ମ୍ୟାଚରେ, ଏକ ଘଟଣା ଘଟିଥିଲା ଯାହା ପଡ଼ିଆରେ ଏବଂ ଟିଭିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଶ୍ରୀଲଙ୍କା ଟାର୍ଗେଟ ପିଛା କରୁଥିବା ସମୟରେ ପଥୁମ ନିସାଙ୍କାଙ୍କ ଶକ୍ତିଶାଳୀ ସଟ ସିଧା ଲଙ୍ଗ-ଅନରେ ଅକ୍ଷର…

ରାତିରେ ଗାଁ ଶ୍ମଶାନକୁ ଦାଦାଙ୍କ ପାଇଁ ନେଇଥିଲେ ଖାଇବା,  ସକାଳେ ସ୍ତ୍ରୀ ଯାହା ଦେଖିଲେ…

ବନ୍ତଳା,୨୭।୯(ମାନସ ବିଶ୍ୱାଳ): ପୁତୁରାଙ୍କୁ  ପିଟିପିଟି ମାରିଲେ ଦାଦା। ଏଭଳି ଘଟଣା ଘଟିଛି ଅନୁଗୋଳ ବ୍ଲକ ଇଙ୍କର ବନ୍ଧ ପଞ୍ଚାୟତ ବଡ଼କଞ୍ଜନୀ ଗାଁରେ। ସବୁଦିନ ଭଳି ଶୁକ୍ରବାର ପୁତୁରା ଭାତ ମାଂସ ନେଇ ଖାଇବାକୁ ଦାଦାକୁ ଦେଇଥିବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ…

୪ ଜିଲା ପରିଷଦମାନଙ୍କ ସମୀକ୍ଷା ବୈଠକ: ପଡିରହିଥିବା ପ୍ରକଳ୍ପ ନଭେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ

ଅନୁଗୋଳ, ୨୭।୯(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପ୍ରଦକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶ କ୍ରମେ ଚାରି ଗୋଟି ଜିଲା ଯଥା କଟକ, ଢେଙ୍କାନାଳ ଦେବଗଡ଼, ଅନୁଗୋଳର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ଦୀପାବଳିରେ ଏହି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର, କରନ୍ତୁ ଗୋଟିଏ କାମ, ନଚେତ୍‌…

ନୂଆଦିଲ୍ଲୀ,୨୭।୯: ଆଗାମୀ ମାସରେ ଦୀପାବଳି। ସାରା ଦେଶର ଲୋକମାନେ ଉତ୍ସାହର ସହିତ ଦୀପାବଳିକୁ ଅପେକ୍ଷା କରିଛନ୍ତି। ସାରା ଦେଶରେ ଆନନ୍ଦର ପରିବେଶ ରହିଛି। ଦୀପାବଳି ସମୟରେ, କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟର ସରକାର ନାଗରିକମାନଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ…

ଦୃଢ଼ ଇଚ୍ଛାଶକ୍ତି ଦେଲା ସଫଳତା: ସ୍ବାଗତିକା ହେଲେ ମିସେସ୍‌ ଇଣ୍ଡିଆ

ଯାଜପୁରରୋଡ୍‌,୨୭ା୯(ପବିତ୍ର ରଞ୍ଜନ ମହାନ୍ତି): ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତା ଆଣିଦେଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନ ନହକା ଅଞ୍ଚଳର ସ୍ବାଗତିକା ସାମଲ। ନୂଆଦିଲ୍ଲୀର ଡିକେ ପିଜାଣ୍ଟ ସଂସ୍ଥା ପକ୍ଷରୁ ରେଡିସନ ବ୍ଲ୍ୟୁ ହୋଟେଲଠାରେ…

ମିଳିଲା ପରିଶ୍ରମ ଫଳ: ଓସିଏସ୍‌ ପରୀକ୍ଷାରେ ହାଟଡ଼ିହୀରୁ ୨ କୃତକାର୍ଯ୍ୟ

ବଉଳା/ ହାଟଡିହୀ,୨୭ା୯(ଦୁର୍ଗା ପ୍ରସାଦ ଆୟଚ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ୨ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ନୂଆରମ୍ପାସ ଗ୍ରାମର ବୀତିହୋତ୍ର ନାୟକ ଓ ଶାଲଣୀଆଁ ଗ୍ରାମର ଜଗନ୍ନାଥ ସା ସଫଳତା ଅର୍ଜନ କରିଥିବା…

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଯାଉଥିବାବେଳେ ହଠାତ୍‌ ପଶିଆସିଲା ଅଜଣା ଗାଡି

ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ବାଚନ ପାଇଁ ବିହାର ଗସ୍ତରେ ଅଛନ୍ତି। ଏହି ସମୟରେ ଶାହାଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଘଟିଛି। ହଠାତ୍‌ ତାଙ୍କ ରାଲିରେ ଏକ ଅଜଣା କାର୍‌ ପଶିଗଲା। ଚାରିଚକିଆ ଗାଡିଟିକୁ ଶୀଘ୍ର…

ମାଡି ଆସୁଛି କରୋନା ଭାଇରସର ପୁଣି ଏକ ନୂଆ ଭାରିଆଣ୍ଟ! ଦେଖାଯାଉଛି ଏହି ଲକ୍ଷଣ

ନୂଆଦିଲ୍ଲୀ,୨୭।୯: ଗତ କିଛି ବର୍ଷ ଧରି କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଯଦିଓ ଟୀକା ଏବଂ ଚିକିତ୍ସା ସମୟ ସହିତ ଆଶ୍ୱସ୍ତି ପ୍ରଦାନ କରିଛି, କିନ୍ତୁ ଏହି ଭାଇରସର ବିକଶିତ ପ୍ରକୃତି ଚିନ୍ତାର କାରଣ ରହିଛି। କୋଭିଡ-୧୯ର ନିକଟରେ…

ପୋଷ୍ଟାଲକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଅକ୍ଟୋବର ୧ରୁ କୋରିଅର୍‌ବେଳେ ମିଳିବ…

ନୂଆଦିଲ୍ଲୀ,୨୭।୯:ଡାକ ବିଭାଗ ଇନଲ୍ୟାଣ୍ଡ ସ୍ପିଡ ପୋଷ୍ଟ (ଡକ୍ୟୁମେଣ୍ଟ) ପାଇଁ ଟାରିଫ ପରିବର୍ତ୍ତନ ଏବଂ ନୂତନ ବୈଶିଷ୍ଟ୍ୟ ଘୋଷଣା କରିଛି। ଏହି ପରିବର୍ତ୍ତନଗୁଡ଼ିକ ଅକ୍ଟୋବର ୧, ୨୦୨୫ ରୁ କାର୍ଯ୍ୟକାରୀ ହେବ। ୧୯୮୬ ଅଗଷ୍ଟ ୧ ରେ କାର୍ଯ୍ୟ ଆରମ୍ଭ କରିଥିବା ସ୍ପିଡ…

ରୋଷେଇ କରୁଥିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର

ଖୋର୍ଦ୍ଧା,୨୭।୯(ପ୍ରଭାତ ପାଣିଗ୍ରାହୀ): ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘରେ ଥିବା ସାମଗ୍ରୀ। ପରିବାର ଲୋକେ ସୁରକ୍ଷିତ ଥିବା ସୂଚନା ମିଳିଛି। ବେଗୁନିଆ ଥାନା ଅଧୀନ ପିଚୁକୁଳି ପଞ୍ଚାୟତ ପିଚୁକୁଳି ପାଟଣା ସାହିର କୁପାସିନ୍ଧୁ ପଟ୍ଟନାୟକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ…

ମୋଦିଙ୍କ ଗସ୍ତକୁ ନେଇ କାନ୍ଦିଲେ ବିଧାୟକ: କୋହଭରା କଣ୍ଠରେ କହିଲେ..

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତକୁ ନେଇ ଅମରାପାଲି ପଡିଆରେ ଭାଷଣ ରଖୁଥିବାବେଳେ ବିଧାୟକ ଟଙ୍କଧର ତ୍ରିପାଠୀ କୋହଭରା ହୋଇ କାନ୍ଦି ପକାଇଥିଲେ। ବିଜେଡି ଦଳର ଅଭେଦ୍ୟ ଗଡ଼ ହୋଇଥିବା ଝାରସୁଗୁଡା ଆଜି ଝାରସୁଗୁଡା ଜନସାଧାରଣଙ୍କ…

ଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟକା! ମ୍ୟାଚରୁ ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ,୨୭।୯: ଗତକାଲି ରାତିରେ ଯେତେବେଳେ ଭାରତ ଏସିଆ କପରେ ଶ୍ରୀଲଙ୍କାଠାରୁ ହାରିବାର ଆଶଙ୍କାର ସମ୍ମୁଖୀନ ହେଉଥିଲା, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। ସେହି ସମୟରେ ସମସ୍ତ ଖେଳାଳି ପଡ଼ିଆରେ ଟେନସନ୍‌ରେ ଥିଲେ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri