Home Left

ପାଗଳ କୁକୁର ଆତଙ୍କ: ବୁଲି ବୁଲି ୮ ଜଣଙ୍କୁ କାମୁଡ଼ିଲା, ଆଉ ତା’ପରେ..

ବଣାଇ,୨୫।୯(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇ ଶୁଣ୍ଢୀକୋଣ ଅଞ୍ଚଳରେ ଏକ ପାଗଳ କୁକୁର ବୁଲି ବୁଲି ଅଞ୍ଚଳରେ ପ୍ରାୟ ୮ ଜଣଙ୍କୁ କାମୁଡିଥିବାବେଳେ ସମସ୍ତେ ଖଣ୍ଡିଆଖାବରା ହୋଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରେ ସମସ୍ତଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆଯାଇଥିବା…

ଭାରତର ଲଜ୍ଜାଜନକ ରେକର୍ଡ: ପାକିସ୍ତାନଠାରୁ ବି ପଛରେ ପଡ଼ିଗଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୯: ଭାରତ ଏସିଆ କପର ଫାଇନାଲରେ ସ୍ଥାନ ପକ୍କା କରିଛି। ବାଂଲାଦେଶକୁ ୪୧ ରନରେ ପରାସ୍ତ କରି, ଟିମ ଇଣ୍ଡିଆ ୧୨ତମ ଥର ପାଇଁ ଫାଇନାଲରେ ପହଞ୍ଚିଛି, କିନ୍ତୁ ଏହି ବିଜୟ ସତ୍ତ୍ୱେ, ଏହା ଗୋଟିଏ କ୍ଷେତ୍ରରେ ବହୁତ ପଛରେ ପଡ଼ିଯାଇଛି।…

ନଦୀକୂଳରେ ୨ ବିଶାଳକାୟ କୁମ୍ଭୀର, ଲୋକେ ଛାନିଆ

ବଲାଙ୍ଗୀର,୨୫ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଟିଟିଲାଗଡ଼ର ଉନ୍ଦେର ନଦୀକୂଳରେ ୨ଟି କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁଗନାଭଟା ଓ ସିଲୁଆ ଗାଁ ମଝି ନିକଟ ନଦୀକୂଳରେ ଏହି ୨ଟି କୁମ୍ଭୀର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହା ପରେ…

ଇତିହାସ ରଚିଲେ ଅଭିଷେକ ଶର୍ମା: ଏସିଆ କପ୍‌ରେ କଲେ ବଡ଼ କାରନାମା

ଦୁବାଇ,୨୫।୯: ଯୁବ ଭାରତୀୟ କ୍ରିକେଟ ତାରକା ଅଭିଷେକ ଶର୍ମା ଏସିଆ କପ ୨୦୨୫ରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଇତିହାସ ରଚିଛନ୍ତି। ବାଂଲାଦେଶ ବିପକ୍ଷରେ ସୁପର ଫୋର୍‌ ମ୍ୟାଚରେ ଛକା ମାରି ୨୫ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ ପୂର୍ବରୁ କେବଳ ବିରାଟ…

ଅମ୍ବାନୀ ପରିବାରରେ ଧୂମ୍‌ଧାମରେ ପାଳିତ ହେଲା ନବରାତ୍ରି, ଦୁଇ ବୋହୂଙ୍କ ସହ ଏମିତି ନଜର ଆସିଲେ ନୀତା ଅମ୍ବାନୀ

ନବରାତ୍ରିରେ ଭକ୍ତିରେ ବୁଡ଼ି ରହିଥିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର। ଆଣ୍ଟିଲିଆକୁ ସୁନ୍ଦର ଭାବରେ ସଜା ଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଦାଣ୍ଡିଆ ଖେଳିଥିଲେ। ନୀତା ଅମ୍ବାନୀ ଦୁଇ ବୋହୂ ରାଧିକା ଏବଂ ଶ୍ଲୋକାଙ୍କ ସହ ନଜର…

ହଠାତ୍‌ ହରଭଙ୍ଗୀ ଡ୍ୟାମ ଭିତରକୁ ପଶିଗଲା କଣ୍ଟେନର: ଆଉ ତା’ପରେ..

ମୋହନା,୨୫।୯୨୫(ମନ୍ମଥ ମିଶ୍ର): ରାୟଗଡାରୁ ବ୍ରହ୍ମପୁର ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ଗ୍ରାମ ନିକଟରେ l ଗତ ବିଳମ୍ବିତ ରାତିରେ ଡ୍ରାଇଭର…

ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମଲାରବାହାଳ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଜିଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ବାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶାଶୁ ଏବଂ…

ଭିବ୍‌ଗ୍ୟୋର ଚିଟ୍‌ଫଣ୍ଡ ଓଡ଼ିଶା ମୁଖ୍ୟଙ୍କୁ ୧୦ବର୍ଷ ଜେଲ

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ): ବହୁଗୁଣ ଲାଭ ଦେବା ଆଳରେ ଜମାକାରୀଙ୍କଠାରୁ ୧୪ କୋଟି ଟଙ୍କା ଠକେଇ ମାମଲାରେ ‘ଭିବ୍‌ଗ୍ୟୋର ଆଲାଏଡ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥାର ଓଡ଼ିଶା ମୁଖ୍ୟ ପବିତ୍ର କୁମାର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ…

ଆଜି ଟ୍ରମ୍ପ୍‌ଙ୍କୁ ଭେଟିବାକୁ ଓ୍ବାଶିଂଟନ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଓ୍ବାଶିଂଟନ୍‌,୨୫ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିବା ପାଇଁ ଓ୍ବାଶିଂଟନ୍‌ ଗସ୍ତ କରିବେ। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଶେହବାଜ ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା…

୨ ଭାରତୀୟଙ୍କ ଉପରେ ଆମେରିକାର କଟକଣା

ଓ୍ବାଶିଂଟନ୍‌,୨୫ା୯: ଆମେରିକା ସାରା ନକଲି ଫେଣ୍ଟାସିଲ ଯୋଗାଣ ଅଭିଯୋଗରେ ୟୁଏସ୍‌ ଟ୍ରେଜେରିର ଓଏଫ୍‌ଏସି ୨ ଜଣ ଭାରତୀୟ ନାଗରିକଙ୍କ ଉପରେ କଟକଣା ଜାରି କରିଛି। ଏହି ୨ ଜଣ ହେଲେ ସାଦିକ୍‌ ଅବ୍ବାସ ହବିବ ସୟେଦ ଓ ଖିଜାର ମହମ୍ମଦ ଇକ୍‌ବାଲ…

ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍‌ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍‌-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍‌ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍‌ କରିବା: ଭଲ୍ୟୁମ୍‌ରୁ ଭିଜନକୁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଳ୍ପ…

ଲଘୁଚାପ ବର୍ଷା, ବରଗଡ଼ରେ ଅବସ୍ଥା ବେହାଲ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଏହି ଲଘୁଚାପଜନିତ ବର୍ଷାରେ ଜିଲାର ଗାଁଠୁ ସହର ସବୁଆଡେ ଜଳମଗ୍ନ ହୋଇ ପଡିଥିଲା। ଏଥିରେ ଜିଲାର ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଥିଲା। ବରଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri