ହାତୀକୁ କେହି ବିସ୍ଫୋରକ ଥିବା ସପୁରି ଖାଇବାକୁ ଦେଇ ନାହାଁନ୍ତି: ପରିବେଶ ମନ୍ତ୍ରଣାଳୟ
ପାଟନା,୮।୬: କେରଳରେ ବିସ୍ଫୋରକ ଥିବା ସପୁରି ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁ ଘଟିଥିଲା। ଏନେଇ ତଦନ୍ତ କରିବା ପରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, କେହି ହାତୀକୁ ଏଭଳି ସପୁରି ଜାଣିଶୁଣି ଖାଇବାକୁ ଦେଇ ନାହାଁନ୍ତି। ଜଙ୍ଗଲୀ…
କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକଙ୍କର ହରିୟାଣାରେ ମୃତ୍ୟୁ
ଉଦଳା,୮।୬(ଡି.ଏନ୍.ଏ.): ହରିୟାଣାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୩୨ ବର୍ଷୀୟ ସୁଶାନ୍ତ ସେନାପତି। ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ। ଦୀର୍ଘଦିନ ହେବ ସୁଶାନ୍ତ ହରିୟାଶାର…
ମାତ୍ରାଧିକ ଫଳ ଖାଇଲେ…
ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର ଆଶଙ୍କା ରହିଛି। ନିକଟରେ ବୋଷ୍ଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ରୋମାଞ୍ଚକର ତଥ୍ୟ ଲୋକଲୋଚନକୁ ଆଣିଛନ୍ତି।…
ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ
ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଜିଲାରେ ଚର୍ଚ୍ଚା ଜୋର୍ ଧରିଛି। ସହରର ବିଭିନ୍ନ ଛକ ଓ ଦୋକାନରେ…
ରତ୍ନଗର୍ଭା ସାଗର
ପୃଥିବୀର ଜୀବଜଗତରେ ଉଦ୍ଭବ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ମହାସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି। ଏବେ ବିହାରରେ ଏକ କ୍ୱରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମନୋରଞ୍ଜନ ପାଇଁ ନାଚୁ…
ପଙ୍ଗପାଳ ଦମନ କରିବାକୁ ମୁତୟନ ହେବ ବାୟୁସେନା ହେଲିକପ୍ଟର
ନୁଆଦିଲ୍ଲୀ,୮।୬: ପାକିସ୍ତାନରୁ ଭାରତ ଆସିଥିବା ପଙ୍ଗପାଳ ଏବେ ଚିନ୍ତା ବଢାଇ ଚାଲିଛନ୍ତି। ଏହାକୁ ଦମନ କରିବାକୁ ଏବେ ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ମୁତୟନ କରାଯିବ। କୃଷି ବିଭାଗ ପଙ୍ଗପାଳଙ୍କ ମୁକାବିଲା ପାଇଁ ୟୁରୋପୀୟ ସଂଘରୁ କେମିକାଲ ଓ ଉପକରଣ ମଗାଇଛନ୍ତି।…
ଶ୍ରମ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି। ସ୍ବାସ୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଏବେ ଶ୍ରମ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଶ୍ରମ ମନ୍ତ୍ରଣାଳୟର ୧୧ କର୍ମଚାରୀ କରୋନାରେ…
୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ
କଟକ ଅଫିସ,୮।୬: କଟକ ଜଗତପୁରସ୍ଥିତ ପୀରବଜାରଠାରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପଦ୍ମପୁର ଅଞ୍ଚଳର କର୍ଣ୍ଣଚନ୍ଦ୍ର ଦାସ। ଅଭିଯୁକ୍ତ…
ବିଶ୍ୱର ସବୁଠୁ ରାଗ ଲଙ୍କା
ଅଧିକାଂଶ ଲୋକ ରାଗଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସେଥିମଧ୍ୟରୁ କିଛି କିସମର ଲଙ୍କା ଆଦୌ ରାଗ ନ ଥିବା ବେଳେ ଆଉ କିଛି ଲଙ୍କା ବହୁତ ରାଗ ହୋଇଥାଏ। ଏମିତି ଏକ କିସମର ଲଙ୍କା ରହିଛି, ଯାହା ବିଶ୍ୱର ସବୁଠୁ…
ଲକ୍ଡାଉନ୍ରେ ଯୌଥ ପରିବାରରେ କମ୍ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା
ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଅନ୍ଲକ୍ ଆରମ୍ଭ ହୋଇଛି। ଲକ୍ଡାଉନ୍ ଯୋଗୁ ଏକୁଟିଆ ରହୁଥିବା ପରିବାର ସଦସ୍ୟ ଅଧିକ…
ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଜନା: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ
ପୁରୀ ଅଫିସ, ୭ା୬: କରୋନା(କୋଭିଡ-୧୯)କୁ ନଜରରେ ରଖି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ହୋମିଓପାଥି ଔଷଧ ଦିଆଯିବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ପୁରୀସ୍ଥିତ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ହୋମିଓପାଥି)ର ଭାରପ୍ରାପ୍ତ ଅଧିକାରୀଙ୍କୁ…
Archives


