ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ ରାକେଟ: ପର୍ଦ୍ଦାଫାଶ୍ କଲା ବିଏସ୍ଏଫ୍
କୋଲକାତା,୮।୬: ଭାରତରୁ ବାଂଲାଦେଶକୁ କଖାରୁ ଭିତରେ ମାଛ ଜାଆଁଳ ଚୋରା ଚାଲାଣ କାରବାରର ପର୍ଦ୍ଦାଫାଶ୍ ହୋଇଛି। ବିଏସ୍ଏଫ୍ ପକ୍ଷରୁ ଦକ୍ଷିଣ ପଶ୍ଚିମବଙ୍ଗ କରିଡୋରରେ ଚଢ଼ାଉ କରି ଏଥିରେ ସଫଳତା ପାଇଛନ୍ତି। ରାକେଟ ଦ୍ୱାରା ଇଛାମତୀ ନଦୀ ବାଟେ ଏଭଳି ଚୋରା ଚାଲାଣ…
ଲକ୍ଡାଉନ୍ରେ ନିଜକୁ କେମିତି ରଖିବେ ଫିଟ୍: ସଚିନ୍ ଦେଲେ ମନ୍ତ୍ର
ଲକ୍ଡାଉନ୍ ଯୋଗୁ ଏବେ ପ୍ରାୟ ଲୋକ ଘରେ ରହୁଛନ୍ତି। ମର୍ନିଂ ଓ୍ବାର୍କ କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏସବୁ ଭିତରେ ମାମଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଶରୀରକୁ ଫିଟ୍ ରଖିବାର ମନ୍ତ୍ର ଦେଇଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କହିଛନ୍ତି,…
ପାକିସ୍ତାନ ରେଳମନ୍ତ୍ରୀଙ୍କୁ କରୋନା
ଇସ୍ଲାମାବାଦ୍,୮।୬: ସାରା ବିଶ୍ୱ କରୋନା କବଳରୁ ବର୍ତ୍ତି ପାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସୋମବାର ଏନେଇ ରେଲଓ୍ବେ ମନ୍ତ୍ରଣାଳୟ…
ସର୍ପ୍ରାଇଜ୍ ଦେବେ ସଲମାନ !
ମୁମ୍ବାଇ: ବଲିଉଡ୍ ଦବଙ୍ଗ ସଲମାନ ଖାଁ ଲକ୍ଡାଉନ ସମୟରେ ବି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରି ଚାଲିଛନ୍ତି। ଏବେ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ସଲମାନ ବ୍ୟସ୍ତ ରହିଲେ ବି ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକମାନଙ୍କ ସହ…
ମନରେଗାର ଗୁରୁତ୍ୱ ଉପଲବ୍ଧି କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣ ସମୟରେ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ମନରେଗା ଦ୍ୱାରା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଖରେ ସରକାରଙ୍କ ଆର୍ଥିକ ସହାୟତା ପହଞ୍ଚି ପାରିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମନରେଗାର ଗୁରୁତ୍ୱ ଉପଲବ୍ଧି କରିବା…
କରୋନା ହଟସ୍ପଟ୍ ଧରାବିରେ ୭ ଦିନ ମଧ୍ୟରେ ଘଟିନି କୌଣସି ମୃତ୍ୟୁ
ମୁମ୍ବାଇ,୮।୬: କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ମୁମ୍ବାଇର ଧରାବିରେ ଗତ ୭ ଦିନ ମଧ୍ୟରେ କୌଣସି ମୃତ୍ୟୁ ଘଟି ନ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩୦ଠାରୁ ଜୁନ୍ ୭ ମଧ୍ୟରେ ଏଠାରେ କରୋନା ସଂକ୍ରମଣ ଯୋଗୁ…
କଂଗ୍ରେସ ସମର୍ଥନରେ ରାଜ୍ୟସଭା ଯିବାକୁ ପ୍ରସ୍ତୁତ ହେଉଛନ୍ତି ଦେବେଗୌଡା
ବେଙ୍ଗାଲୁରୁ,୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏଓ୍)ର ସୁପ୍ରିମୋ ଏଚ୍ଡି ଦେବେଗୌଡା ରାଜ୍ୟ ସଭା ଯିବେ। ଦଳର ବିଧାୟକ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଆଉ କେତେଜଣ ନେତାଙ୍କ ଅନୁରୋଧ କ୍ରମେ ରାଜ୍ୟ ସଭା ନିର୍ବାଚନ ଲଢିବାକୁ ସେ…
କୋଟାୟମରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୧୯୧ପ୍ରବାସୀ
ଖୋର୍ଦ୍ଧା ଅଫିସ,୮।୬: କୋଟାୟମରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ସୋମବାର ଖୋର୍ଦ୍ଧା ରୋଡ ଷ୍ଟେଶନରେ ପହଞ୍ଚିଛି। ଏଥିରେ ୫ଟି ଜିଲାରୁ ୧୯୧ଜଣ ପ୍ରବାସୀ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ୧୪, ବୌଦ୍ଧ ୩, ଖୋର୍ଦ୍ଧା ୪୨, ନୟାଗଡ଼ ୧୦୭ ଏବଂ ପୁରୀର…
ପ୍ରଥମ ସନ୍ତାନର ମୁହଁ ଦେଖିପାରିଲେନି ଚିରଞ୍ଜୀବୀ
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଦକ୍ଷ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଘଟିଛି। ତାଙ୍କ ପରଲୋକରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି। ସବୁଠୁ ଦୁଃଖଦ କଥା ହେଉଛି ତାଙ୍କ ସ୍ତ୍ରୀ ମେଘନା ରାଜ ଗର୍ଭବତୀ ଥିଲେ। ପ୍ରଥମ ସନ୍ତାନର…
ବୟସ୍କଙ୍କ ଯତ୍ନ ନେବ ରୋବୋ
ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଇ ଅପରେସନ ପରି କାମକୁ ମଧ୍ୟ ସମ୍ପାଦନ କରାଯାଇପାରୁଛି। ତେବେ ନିକଟରେ ନ୍ୟୁଜିଲାଣ୍ଡର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା…
କରୋନା ସହ ଲଢ଼ୁଥିବା ରଓ୍ବୋ ରାଜକୁମାରୀ ବଖାଣିଲେ ହସ୍ପିଟାଲର ଅନୁଭୂତି
ମୁମ୍ବାଇ,୮।୬: ଟେଲି ଅଭିନେତ୍ରୀ ତଥା ମଧ୍ୟପ୍ରଦେଶର ରଓ୍ବୋ ରାଜକୁମାରୀ ମୋହେନା କୁମାରୀ ସିଂହ ଓ ତାଙ୍କ ପୁରା ପରିବାର ଏବେ କରୋନା କବଳରେ। ମୋହେନାଙ୍କ ସହ ପରିବାରର ୨୧ଜଣ ସଦସ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଉତ୍ତରାଖଣ୍ଡର…
କୋଭିଡ୍ ସାମଗ୍ରୀ କ୍ରୟ ପ୍ରସଙ୍ଗ: ହାଇକୋର୍ଟରେ ମାମଲା
କଟକ ଅଫିସ,୮।୬: କୋଭିଡ-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀ ଯଥା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ଏହାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅନ୍ୟପଟେ ଏ ନେଇ ସୋମବାର…
Archives


