Posted inଜାତୀୟ

ଭାରତକୁ ବଡ ସଫଳତା: ଚାଇନା ସୀମାରେ ୬ ପାହାଡକୁ କଲା ଦଖଲ

ନୂଆଦିଲ୍ଲୀ, ୨୦।୯: ପୂର୍ବ ଲଦାଖର ଚାଇନା ସୀମାରେ ଭାରତୀୟ ସେନା ବଡ ସଫଳତା ହାସଲ କରିଛି। ଗତ ୨୦ ଦିନ ମଧ୍ୟରେ ଭାରତୀୟ ସେନା ଚାଇନା ସୀମାରେ ୬ଟି ପାହାଡ ଦଖଲ କରି ପିପୁଲ୍ସ ଲିବରେସନ ଆର୍ମିର ଯୋଜନାକୁ ପଣ୍ଡ କରି ଦେଇଛି। ଭାରତୀୟ ସେନା ଉପରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଚାଇନା ସେନା ଏହି ପାହାଡଗୁଡ଼ିକୁ କାବୁ କରିବାକୁ ଚାହୁଁଥିଲା। ଏହ ୬ଟି ବଡ ପାହାଡ ଗୁଡିକ ମଧ୍ୟରେ ମାଗର ହିଲ, ଗୁରୁଙ୍ଗ ହିଲ, ରେଜାଙ୍ଗ ଲା ରାଖାନା ଲା, ମୋଖପାରୀ ଏବଂ ଫିଙ୍ଗର ୪ ରିଜ ଲାଇନରେ ଥିବା ଏକ ପାହାଡ ରହିଛି। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ଏବଂ ଚାଇନା ସେନାବାହିନୀ ମଧ୍ୟରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସେନାର ପାହାଡକୁ କାବୁ କରିବାକୁ ଉଦ୍ୟମକୁ ରୋକିବା ପାଇଁ ପ୍ୟାଙ୍ଗଙ୍ଗର ହ୍ରଦର ଦକ୍ଷିଣ ପଟେ ଅତି କମରେ ଭାରତୀୟ ସୈନ୍ୟ ତିନିଥର ଏୟାର ଫାୟାରିଂ କରିବାକୁ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ରାଗିବା ସ୍ଥିତିରେ ନାହିଁ’

ଲକ୍ଷ୍ନୌ,୨୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ବିଧାୟକ ନିକଟରେ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ଦଳର ସୁପ୍ରିମୋ ଅଖିଳେଶ ଯାଦବ ତଥା ଦଳ...

ରାଇସିନା ରେସ୍‌

ନୂଆଦିଲ୍ଲୀ, ୧୮।୭: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀର ଏକକ ହସ୍ତାନ୍ତରଯୋଗ୍ୟ ମତ ପଦ୍ଧତି ଜରିଆରେ କରାଯାଇଥାଏ। ପଞ୍ଚଦଶ...

ସର୍ବୋଚ୍ଚ ବଳିଦାନ ପାଇଁ ପ୍ରବର୍ତ୍ତାଉଥିଲେ ଅମ୍ରିତ୍‌ପାଲ

ଚଣ୍ଡିଗଡ଼, ୨୪ା୩: ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂ ପଞ୍ଜାବ ପୋଲିସ ହାବୁଡ଼ରୁ ଖସି ପଳାଇଯିବା ପୂର୍ବରୁ ୧୦ ଦିନରେ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ...

ଦିଲ୍ଲୀର କରୋନା ସ୍ଥିତି: ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟରେ କରୋନା ସ୍ଥିତି ନେଇ ସୁପ୍ରିମ୍‌କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କଠାରୁ...

ପାଲାନିସ୍ବାମୀଙ୍କ ନିର୍ବାଚନକୁ ଇସିଙ୍କ ସ୍ବୀକୃତି

ଚେନ୍ନାଇ,୨୧ା୪: ଏଡାପ୍ପାଡି କେ. ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବେ ଭାରତର ନିର୍ବାଚନ କମିଶନ (ଇସି) ଗୁରୁବାର ସ୍ବୀକୃତି ପ୍ରଦାନ କରିବା ସହ ତାଙ୍କ...

ଗୋଟିଏ ନାଁର ଦୁଇ ପଡ଼ୋଶୀ: ଜଣଙ୍କର ଚେକ୍‌ରେ ଅନ୍ୟଜଣେ ଉଠାଇଲେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ,୮।୬: ଦିଲ୍ଲୀ ଦ୍ୱାରିକା ଜିଲାରେ ଜଣେ ମହିଳା ଠକେଇର ଶୀକାର ହୋଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପଡ଼ୋଶୀରେ...

ଚନ୍ନିଙ୍କୁ ପରାଜିତ କରିଥିବା ଏଏପି ବିଧାୟକଙ୍କ ମା’ ସଫେଇ କର୍ମଚାରୀ ଚାକିରି ଛାଡ଼ିବେ ନାହିଁ…

ଚଣ୍ଡିଗଡ଼, ୧୩।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି( ଏଏପି) ପ୍ରାର୍ଥୀ ଲାବ ସିଂ ଉଗୋକେ ବିଦାୟୀ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କୁ...

‘ଏଭଳି ସଙ୍କଟ ସମୟରେ ରାଜନୀତି ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ କୋଭିଡ ଟିକାକରଣ ଅଭିଯାନ ଚାଲିଛି। ଏଥି ସହିତ ଟିକାକରଣ ସମ୍ବନ୍ଧରେ ଅନେକ ନେତାଙ୍କ ଦାୟିତ୍ୱହୀନ...

Advertisement
Archives

Model This Week