Home Left

ଆକର୍ଷଣୀୟ ତ୍ୱଚା ପାଇଁ..

ବୟସ ଯାହା ବି ହୋଇଥାଉ ତ୍ୱଚାର ଦେଖାଶୁଣା କରିବା ନିହାତି ଆବଶ୍ୟକ। ଏବେ ଲକ୍‌ଡାଉନ୍‌ ପାଇଁ ଘରେ ଅଧିକାଂଶ ସମୟ ବିତାଉ ଥିବାରୁ ବିଭିନ୍ନ ପ୍ରକାରର ଘରୋଇ ଜିନିଷରେ ସୌନ୍ଦର୍ଯ୍ୟ ପରିଚର୍ଯ୍ୟା କରିପାରିବେ… – ଚାଉଳକୁ ରାତିରେ ଭିଜାଇ ସକାଳୁ ଏହାର…

ରାଜନୀତିକୁ ଆସିବାର ଯୋଜନା ନାହିଁ: ସୋନୁ ସୁଦ

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତେବେ ସୋନୁଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କୁହାଯାଉଛି ସେ କୁଆଡେ ଖୁବଶୀଘ୍ର ରାଜନୀତିରେ ଯୋଗଦେବେ। ଏହାକୁ ଖଣ୍ଡନ କରିଛନ୍ତି ସୋନୁ। ମୋର…

ଜନ୍ମ ହେବାର ୨୦ ମିନିଟ ପରେ ନାଚିଲା ହାତୀ ଛୁଆ

କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆ ଜନ୍ମର ମାତ୍ର ୨୦ ମିନିଟ୍‌ ପରେ…

କରୋନା ଲଢ଼େଇରେ ବିଜୟୀ ହେଉଛନ୍ତି ଯୋଦ୍ଧା: ଯବାନଙ୍କ ସୁସ୍ଥ ହାର ୭୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ, ୯।୬: କରୋନା ମହାମାରୀ ଯୋଗୁ ଭାରତୀୟ ସେନାରେ ମଧ୍ୟ ସଙ୍କଟ ଦେଖାଦେଇଛି। ତେବେ କରୋନା ଲଢ଼େଇରେ ଯବାନମାନେ ବିଜୟୀ ହେବାରେ ଲାଗିଛନ୍ତି। ଆକ୍ରାନ୍ତ ଯବାନଙ୍କ ସୁସ୍ଥ ହେବାର ହାରାହାରି ହାର ୭୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଉଛି। କେନ୍ଦ୍ରୀୟ ସଶସ୍ତ୍ର…

କିରଣ ବେଦି: ଆଇପିଏସ୍‌ ଅଫିସରରୁ ଲ୍ୟୁଟନାଟ୍‌ ଗଭର୍ନର

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ମଙ୍ଗଳବାର ୭୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୫ରେ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫସର ଭାବେ ସେ କାର୍ଯ୍ୟ…

୩୫ ବର୍ଷରେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ମଙ୍ଗଳବାର ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ସାବରିୟା ମାଧ୍ୟମରେ ସୋନମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ…

ନାଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

ୱେଲିଂଟନ,୯।୬: ନ୍ୟୁଜିଲାଣ୍ଡରୁ ଏକ ସୁଖଦ ଖବର ଆସିଛି। ଏହି ଦେଶ ଏବେ ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା କରାଯାଇଛି। ଏଠାରେ ଚିକିତ୍ସାଧୀନ ଥିବା ଶେଷ କରୋନା ରୋଗୀ ଏବେ ସୁସ୍ଥ ଘରକୁ ଫେରିଥିବାବେଳେ ୧୭ ଦିନ ହେବ କୌଣସି କରୋନା…

୪ ରାଜ୍ୟରେ ଖୋଲିଲାନି ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୯ା୬(ପି.ଟି.): ଅନ୍‌ଲକ୍‌ ୧ର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମନ୍ଦିର ଓ ଧର୍ମୀୟ କୀର୍ତ୍ତିରାଜି ଖୋଲିଛି। କେନ୍ଦ୍ରର ଅନୁମତି ସତ୍ତ୍ୱେ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡୁରେ ଧର୍ମୀୟ ସ୍ଥଳ ବନ୍ଦ ରହିଛି। ସେହିପରି…

ମତଭେଦ ବିବାଦରେ ପରିଣତ ନ ହେଉ: ଚାଇନା

ବେଜିଂ,୯ା୬(ପି.ଟି.): ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମାସେ ହେଲା ଲାଗି ରହିଥିବା ଉତ୍ତେଜନା ଦୂର କରିବା ଓ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଶାନ୍ତି ସ୍ଥାପନ ଦିଗରେ କାର୍ଯ୍ୟ କରିବା ପାଇଁ ଶନିବାର ଅନୁଷ୍ଠିତ କମାଣ୍ଡର…

ସୀମା ଶାନ୍ତ: ଭିତରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୬: କମାଣ୍ଡର ସ୍ତରୀୟ ଆଲୋଚନା ପରେ ଭାରତ-ଚାଇନା ସୀମା ଶାନ୍ତ ରହିଛି। ଲଦାଖ ସୀମାରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ମାସେ ହେଲା ଲାଗି ରହିଥିବା ତିକ୍ତତା ସୋମବାର ଶିଥିଳ ପଡ଼ିଛି। ଲଦାଖ ନିକଟରେ ସେନା ଗତିବିଧି ଦେଖିବାକୁ ମିଳିନାହିଁ।…

ଗୈରସୈଣ ଉତ୍ତରାଖଣ୍ଡର ଦ୍ୱିତୀୟ ରାଜଧାନୀ

ଡେରାଡୁନ୍‌,୯ା୬(ପି.ଟି.): ଚାମୋଲି ଜିଲାର ଗୈରସୈଣକୁ ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଭାବେ ସୋମବାର ଘୋଷଣା କରାଯାଇଛି। ପ୍ରଶାସନ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନ ଭାବେ ବିକଶିତ କରାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ୍‌ କହିଛନ୍ତି। ଡେରାଡୁନ୍‌ ବ୍ୟତୀତ ଏକ…

ବିକ୍ଷୋଭ ପରେ ଘୁଞ୍ଚିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ୱର, ୯।୬(ବ୍ୟୁରୋ): ଛାତ୍ରୀଙ୍କ ବିକ୍ଷୋଭ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଦାବିକୁ ଦୃଷ୍ଟିରେ ରଖି କୁଳପତିଙ୍କ ଅନୁମୋଦନକ୍ରମେ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ଆପାତତଃ ଜୁଲାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri