Posted inଫୁରସତ

ନିର୍ବନ୍ଧ ପରେ ବିବାହ ତାରିଖ ସ୍ଥିର ନ ହେବାରୁ ୧୫୦ ଫୁଟ ଉଚ୍ଚ ଟାଓ୍ବାରରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ରାୟପୁର, ୫।୧୦: ଛତିଶଗଡ଼ ବାଲୋଦ ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିଲାର ସୁରେଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ରାଣୀତରାଇ ଗ୍ରାମର ଜଣେ ଯୁବକ ବିବାହ ତାରିଖ ସ୍ଥିର ନ ହେବାରୁ ୧୫୦ ଫୁଟ୍‌ ଉଚ୍ଚ ଟାଓ୍ବାରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଯୁବକଙ୍କ ନାମ ହେଲା ଆଭନ ଶ୍ରୀବାସ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ ବର୍ଷୀୟ ଶ୍ରୀବାସଙ୍କ ନିର୍ବନ୍ଧ ସରି ଯାଇଥିଲେ ମଧ୍ୟ ବିବାହ ତାରିଖ ସ୍ଥିର ହୋଇପାରି ନ ଥିଲା। ଯେଉଁଥି ପାଇଁ ସେ ବେଶ୍‌ ଚିନ୍ତିତ ଥିଲେ। ଶେଷରେ ରବିବାର ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ରବିବାର ସକାଳ ୯ଟା ୩୦ରେ ଏହି ଘଟଣା ଘଟିଥିଲା। ଯୁବକଜଣଙ୍କ ୧୫୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ମୋବାଇଲ୍‌ ଟାଓ୍ବାର ଉପରକୁ ଚଢ଼ି ଯାଇଥିଲେ। ଏହାପରେ ସେଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସମଗ୍ର ଗ୍ରାମ ସ୍ତବ୍ଧ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲ ଜୀବନସାଥୀ ପାଇଁ ଲଣ୍ଡା ହୁଅନ୍ତି ଯୁବତୀ

ସାଉଥ୍‌ ଆଫ୍ରିକାର ଇଥିଓପିଆ ଓ ସୋମାଲିଆ ମଧ୍ୟରେ ରହିଛନ୍ତି ବୋରାନା ଜନଜାତି । ଏହି ଜନଜାତିଙ୍କର ପରମ୍ପରା ବିଶ୍ୱରେ କେଉଁଠି ଦେଖିବାକୁ ମିଳେ ନାହିଁ। ଏଠାକାର...

ବିବାହ ବେଦୀରୁ ଉଠି ୧୦ ମିନଟ୍‌ରେ ପହଞ୍ଚିଲେ ପରୀକ୍ଷା ହଲ୍‌ରେ

ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍‌. କମ୍‌ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର...

କୁମ୍ଭୀର ପାଟିରୁ ଖାଦ୍ୟ ଛଡାଇନେଲା ବାଘ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ସାଇକେଲରେ ୬ ଥର ଦେଶ ଭ୍ରମଣ କରିସାରିଲେଣି ଏହି ବ୍ୟକ୍ତି, ଲୋକଙ୍କୁ ଦେଉଛନ୍ତି ଏମିତି ବାର୍ତ୍ତା

ଭୋପାଳ,୧୪।୩: ଯୌତୁକ ପ୍ରଥା ରୋକିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏକ ସ୍ବତନ୍ତ୍ର ଢଙ୍ଗରେ ଯୌତୁକ ପ୍ରଥା ବନ୍ଦ ପାଇଁ ସଚେତନତା...

ସୁନାରୁପା ଅଳଙ୍କାର ନୁହେଁ, ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

ସିଟ୍‌ ପାଇଁ ଝଗଡ଼ା କରିବାକୁ ଲାଗିଲେ ମା’-ଝିଅ; ଘଣ୍ଟାଏ ଯାଏ ଉଡିପାରିଲାନି ବିମାନ; ଆଉ ତା’ ପରେ…

ବସ୍‌ ହେଉ ଅଥବା ରେଳ, ଅନେକ ସମୟରେ ସରକାରୀ ଗାଡ଼ିରେ ସିଟ୍‌ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ। ହେଲେ ଯଦି ବିମାନରେ ସେଭଳି...

ଉଡାଣ ଭରିବା ପୂର୍ବରୁ ବିମାନ ଡେଣା ଉପରକୁ ଚଢିଗଲେ ଯୁବକ: ତା ପରେ ଘଟିଲା ଏମିତି…

ବିମାନରେ ବସି ରହିଥିଲେ ଯାତ୍ରୀ। ଆଉ କିଛି ମିନିଟ୍‌ ପରେ ଉଡାଣ ଭରିଥାନ୍ତା ବିମାନ। ହେଲେ ଉଡାଣ ଭରିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ହଠାତ୍‌...

ଏହି ଗ୍ରାମରେ ପାଣି ସହିତ ନଳକୂପରୁ ବାହାରୁଛି ସାପ

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶ ଜଉନପୁର ଜିଲାର ରାମପୁର ଗ୍ରାମ ଏକ ଅଜବ ଘଟଣା ଲାଗି ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ବାସିନ୍ଦା ଚନ୍ଦ୍ରକେଶ...

Advertisement
Archives

Model This Week