Home Left

୨୪ ଘଣ୍ଟାରେ ୩୦୬ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣରେ ୩୦୬ ଜଣଙ୍କ ମୃତ୍ୟୁ ହେବା ସହ ରେକର୍ଡ ଭାଙ୍ଗିଛି ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ…

ପାକ୍‌ର ଅସ୍ତ୍ରଭର୍ତ୍ତି ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ଜମ୍ମୁ,୨୧ା୬(ପି.ଟି.): ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜମ୍ମୁ-କଶ୍ମୀରର କଠୁଆ ଜିଲା ଉପରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନ୍‌କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଖସାଇଦେଇଛି। ଉକ୍ତ ଡ୍ରୋନ୍‌ରେ ଅତ୍ୟାଧୁନିକ ରାଇଫଲ, ଗ୍ରେନେଡ ଆଦି ଭର୍ତ୍ତି ହୋଇଥିଲା। ଆତଙ୍କବାଦୀଙ୍କ ବ୍ୟବହାର ଲାଗି…

ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ ଶାନ୍ତ ରଖିଥାଏ ଏହା କହିଛନ୍ତି ରାଷ୍ଟ୍ରପତି। ଆଧୁନିକ ଯୁଗରେ ବି ଲୋକେ ଯୋଗକୁ ଆପଣେଇ…

ରାଜ୍ୟ ସଭାରେ ଭାଜପା ସ୍ଥିତି କଂଗ୍ରେସର ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୧ା୬: ରାଜ୍ୟ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଆସନ ବ୍ୟବଧାନ ବୃଦ୍ଧି ପାଇଛି। ଭାଜପାର ସଦସ୍ୟ ସଂଖ୍ୟା ୮୬କୁ ବୃଦ୍ଧି ପାଇଥିବାବେଳେ ବିରୋଧୀ କଂଗ୍ରେସ…

ସୀମା ବିବାଦର ଲମ୍ବା ତାଲିକାରେ ଚାଇନା

ନୂଆଦିଲ୍ଲୀ, ୨୧ା୬: ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମ୍ପର୍କରେ କାହାକୁ ଅଛପା ନାହିଁ। ବିଭିନ୍ନ ଚୁକ୍ତିକୁ ପାଦତଳେ ଚାପି ଷଡ଼ଯନ୍ତ୍ର ସହି ନିଜର ଆଭିମୁଖ୍ୟକୁ ପୂରଣକରିବା ଲାଗି ଚାଇନା ପ୍ରୟାସ କରିଚାଲିଛି। କେବଳ ଭାରତର ଗଲଓ୍ବାନ୍‌ ଉପତ୍ୟକା ନୁହେଁ, ବିଭିନ୍ନ ପଡ଼ୋଶୀ ଦେଶର…

ଆମେରିକା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ମୁଖ୍ୟ ହେଲେ ଭାରତୀୟ

ଓ୍ବାଶିଂଟନ,୨୧ା୬(ପି.ଟି.): ଖ୍ୟାତନାମା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସେଥୁରମନ ପଞ୍ଚନାଥନ୍‌ ଆମେରିକାର ଶୀର୍ଷ ବିଜ୍ଞାନ ଗବେଷଣା ସହାୟକ ସଂସ୍ଥା ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ଫାଉଣ୍ଡେଶନର ବାର୍ଷିକ ବଜେଟ ୭.୪ ବିଲିୟନ ଡଲାର। ଆମେରିକା ସିନେଟ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ…

ବାଂଲାଦେଶକୁ ହାତେଇବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ,୨୧ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ସବୁଠୁ ଖରାପ ସ୍ଥିତିକୁ ଆସିଯାଇଛି। ଏବେ ଚାଇନା ଭାରତକୁ ଚାରିପଟୁ ଘେରିବା ପାଇଁ ଉଦ୍ୟମ ଚଳାଇଛି। ପାକିସ୍ତାନ ଚାଇନାର ସବୁଦିନିଆ ବନ୍ଧୁ…

ଗଲ୍‌ଓ୍ବାନକୁ ନେଇ ଟଣାଓଟରା

ନୂଆଦିଲ୍ଲୀ, ୨୧ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଚାଇନା ଏହାକୁ ନିଜ ଅଞ୍ଚଳ କହି ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଛି ବୋଲି ଦୋଷ ଲଦୁଥିବା ବେଳେ ଭାରତ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।…

ବିଶ୍ୱରେ ୮କୋଟି ବିସ୍ଥାପିତ

ନୂଆଦିଲ୍ଲୀ, ୨୧ା୬: ଯୁଦ୍ଧ, ସଂଘର୍ଷ, ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ସମସ୍ୟା ଲୋକଙ୍କୁ ବିସ୍ଥାପିତ କରିଚାଲିଛି। ଏସବୁର ପ୍ରଭାବରେ ୨୦୧୯ରେ ସାରା ବିଶ୍ୱର ୭ କୋଟି ୯୫ ଲକ୍ଷ ଲୋକ ବାଧ୍ୟ ହୋଇ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୦୧୮ ତୁଳନାରେ…

ଭୁବନେଶ୍ୱରରେ ଖୁନ୍ଦି ହୋଇଗଲେଣି ପଶ୍ଚିମବଙ୍ଗ ଶ୍ରମିକ: ସୀମାରେ ନାହିଁ ଯାଞ୍ଚ, ଜଟିଳ କରିବ କରୋନା ସ୍ଥିତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଲକ୍‌ଡାଉନ୍‌ ହଟିବା ପରେ ଭୁବନେଶ୍ୱରକୁ ସମସ୍ତଙ୍କର ଅବାଧ ପ୍ରବେଶ ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଶ୍ରମିକଙ୍କ ଧାଡ଼ି ଛୁଟୁଛି। ଏବେ ସହରରେ ନିର୍ମାଣ ଓ ଅନ୍ୟ କାମଧନ୍ଦା ଆରମ୍ଭ ହୋଇଥିବାରୁ କଣ୍ଟ୍ରାକ୍ଟରମାନେ ପଶ୍ଚିମବଙ୍ଗରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ସବୁଆଡେ…

ବସ୍ତି ପାଇଁ ଅଣାୟତ୍ତ ଆଡ଼କୁ ଭୁବନେଶ୍ୱର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରକୁ ବସ୍ତି ଆଣିବ ବଡ଼ ବିପଦ। ଏଠାରୁ ହିଁ ଆରମ୍ଭ ହେବ ଗୋଷ୍ଠୀସଂକ୍ରମଣ। ସହରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏଭଳି ଆଶଙ୍କା ଧୀରେ ଧୀରେ ବାସ୍ତବ ରୂପ ନେବାରେ ଲାଗିଛି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ…

କନ୍ଧମାଳର ଗୌରବ: ପ୍ରଥମ ଫ୍ଲାଇଂ ଅଫିସର ହେଲେ ସାଇପ୍ରଣିତା

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଭଳି ପଛୁଆ ଜିଲାକୁ ସାରା ଦେଶରେ ପରିଚିତ କରାଇଛନ୍ତି ଅଞ୍ଚଳର ଜଣେ ଝିଅ। ଏହି ଜିଲାର ଝିଅ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଜିଲାରୁ ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri