ବରଗଡ଼ରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ: ପଦ୍ମପୁର ପୌରାଞ୍ଚଳକୁ ବୁଧବାର ଯାଏ ସଟ୍ଡାଉନ୍ ଘୋଷଣା
ବରଗଡ଼ ଅଫିସ,୨୧।୬- ବରଗଡ଼ ଜିଲାରେ ଘାତକ କରୋନା (କୋଭିଡ-୧୯) ସଂକ୍ରମଣ ବଢିବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲାର ପଦ୍ମପୁର ପୌରାଞ୍ଚଳକୁ ରବିବାର ଦିନ ୧ଟାରୁ ସଟ୍ଡାଉନ ଘୋଷଣା ଘୋଷଣା କରାଯାଇଛି। ଆସନ୍ତା ୨୪ ତାରିଖ…
ଫାଦର୍ସ ଡେ’ରେ ବାପାଙ୍କ ମାର୍ଗଦର୍ଶନକୁ ମନେପକାଇଲେ ଗଞ୍ଜାମ ଜ଼ିଲାପାଳ
ଛତ୍ରପୁର, ୨୧।୬(ଡି.ଏନ୍.ଏ.)- ରବିବାର ଫାଦର୍ସ ଡେ’ ଅର୍ଥାତ୍ ପିତୃ ଦିବସ। ଏହି ଦିବସରେ ବାପା ଦେଇଥିବା ମାର୍ଗ ଦର୍ଶନ ଓ ଉପଦେଶକୁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମନେ ପକାଇ ଟୁଇଟ କରିଛନ୍ତି। ଆନା ସବୁବେଳେ ଆବଶ୍ୟକୀୟ ଓ ଅଣ…
୫ ଭଉଣୀ ସିଏସ୍ଏସ୍ ପରୀକ୍ଷାରେ ସଫଳତା ହାସଲ କରି ରଚିଛନ୍ତି ଇତିହାସ
ଇସଲାମାବାଦ, ୨୧।୬: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା। ଏଭଳି ଘଟଣା ପାକିସ୍ତାନରେ ଘଟିଛି। ରାଓ୍ବଲପିଣ୍ଡିରେ ବାସ କରୁଥିବା ମଲିକ୍ ରଫିକ୍ ଅଓ୍ବାନଙ୍କ ୫ ଝିଅ ଏଭଳି କରି…
ଗଞ୍ଜାମରେ ୧୦ କରୋନା ଯୋଦ୍ଧା ସମେତ ୩୮ ପଜିଟିଭ୍
ଛତ୍ରପୁର,୨୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ରବିବାର ପୁଣି ୩୮ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏଥିରେ ୧୦ ଜଣ କରୋନା ଯୋଦ୍ଧା, ୮ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୨୦ ଜଣ ପୂର୍ବ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଫଳରେ…
ନିଜ ପ୍ରଶଂସକଙ୍କୁ ସଲମାନଙ୍କ ଅପିଲ୍: ଦୁଃଖ ସମୟରେ ସୁଶାନ୍ତଙ୍କ ପରିବାର-ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କୌଣସି ଥ୍ରିଲର ଫିଲ୍ମଠାରୁ କମ୍ ନୁହେଁ। କ’ଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ହୋଇ ଆସୁଛି। ‘ନେପୋଟିଜିମ୍’ ଅଥବା ବଂଶବାଦ କାରଣରୁ ସେ ଭାଙ୍ଗି…
ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ: ଯୋଗ, ଧ୍ୟାନ, ଆଧ୍ୟାତ୍ମିକ ଉପାୟରେ କରାଯିବ ଚିକିତ୍ସା
ମୁମ୍ବାଇ,୨୧।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଙ୍ଘାତିକ ହେବାରେ ଲାଗିଛି। ତେବେ କରୋନାର ଚିକିତ୍ସା କରିବାକୁ ମହାରାଷ୍ଟ୍ର ସରକାର ୧ ହଜାର ଶଯ୍ୟା ବିଶିଷ୍ଟ ଏକ ନୂଆ ହସ୍ପିଟାଲ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ରୋଗୀଙ୍କ ଚିକିତ୍ସା କରିବାକୁ ଏବେ ଯୋଗ…
ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା
ଗଞ୍ଜାମ,୨୧।୬(ଡି.ଏନ୍.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍ଡାଉନ୍ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା ପଡ଼ିଥିଲେ ହେଁ ମାଲିକମାନେ ଭିତରେ ଭିତରେ ବିଭିନ୍ନ ଜିନିଷ ଚଢ଼ା ଦରରେ ବିକ୍ରି କରି…
ଜାଣନ୍ତୁ ଏହି ସ୍ଥାନରେ କାହିଁକି ଦୋହଲିଥାଏ ପୃଥିବୀ
ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଅବିଶ୍ୱସନୀୟ ଲାଗିବ। ମାତ୍ର ଏପରି ଏକ ଚମତ୍କାରୀ ସ୍ଥାନ ରହିଛି ଛତିଶଗଡ଼ରେ। ଏଠାରେ ଛତିଶଗଡ଼ର ଏକ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଯେଉଁଥିରେ ଲେଖା ହୋଇଛି, ଏଠାରେ ଧରିତ୍ରୀ ବା…
ସୁଶାନ୍ତଙ୍କୁ ଜୀବନ ଅପେକ୍ଷା ମୃତ୍ୟୁ ଲାଗିଲା ସହଜ: ବଲିଉଡ୍ର ୧୦ କ୍ୟାମ୍ପ୍ ସ୍ଥିର କରୁଥିଲେ କିଏ ହେବ ହିରୋ ଅବା ଜିରୋ
ମୁମ୍ବାଇ, ୨୧।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଫିଲ୍ମ ଦୁନିଆରେ ଚାଲିଥିବା ବଂଶବାଦର ଖିଅ ଖୋଲିବାରେ ଲାଗିଛି। କିଭଳି ବଲିଉଡ୍ର ୧୦ ପ୍ରମୁଖ କ୍ୟାମ୍ପ୍ କିଏ ହିରୋ ଅବା ଜିରୋ ହେବ ତାହା ସ୍ଥିର କରିଥାନ୍ତି ଏନେଇ ଏବେ…
ଶ୍ୱାସ ପ୍ରଶ୍ୱାସ ପ୍ରଣାଳୀକୁ ମଜଭୁତ କରେ ଯୋଗ: ମୋଦି
ନୂଆଦିଲ୍ଲୀ,୨୧।୪: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଆଜି ସାରା ବିଶ୍ୱ ଯୋଗର ଆବଶ୍ୟକତାକୁ ବୁଝି ପାରିଥିବାରୁ ଖୁସି ଲାଗୁଛି। ଏମିତିକି ଏବେ କାୟା ବିସ୍ତାର କରିଥିବା କୋଭିଡ-୧୯ ସମୟରେ ପ୍ରାଣାୟାମ…
୩ ଫୁଟ ବରକୁ ୩ ଫୁଟ କନ୍ୟା
ଲକ୍ଷ୍ନୌ: କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ। ଯିଏ ଯାହା ପାଇଁ ତାକୁ ଭଗବାନ ସ୍ଥିର କରିଥାନ୍ତି। ଉତ୍ତରପ୍ରଦେଶର ମିରଟରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଲାକେ ଚିନ୍ତାରେ ପଡ଼ିଥିବା ବେଳେ ୩…
ସୂର୍ଯ୍ୟର ୯୮.୬ ପ୍ରତିଶତ ହୋଇଯିବ ଢ଼ାଙ୍କି: ସୁନା କଙ୍କଣ ଭଳି ହେବ ଦୃଶ୍ୟମାନ
ନୂଆଦିଲ୍ଲୀ, ୨୧।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ୧୦ଟା ୩୮ ମିନିଟ୍ ୧୭ ସେକେଣ୍ଡରେ ଆରମ୍ଭ ହେବ। ସୂର୍ଯ୍ୟର ୯୮.୬ ପ୍ରତିଶତ ଢ଼ାଙ୍କି ହୋଇଯିବ। ଫଳରେ ଆକାଶ ସୁନାର ଏକ ଉଜ୍ଜଳ କଙ୍କଣ ସଦୃଶ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଆକୃତି…
Archives


