ମଧୁମେହ ସହ ଅନେକ ରୋଗରୁ ମୁକ୍ତିଦିଏ ବ୍ରୋକଲି
ବଜାରରେ ଅନ୍ୟ ଏକ କୋବି ମିଳିଥାଏ। ଯାହା ଫୁଲକୋବି ପରି ଦେଖାଯାଏ। ଏହା ସବୁଜ ରଙ୍ଗର ହୋଇଥାଏ। ଏହାକୁ ବ୍ରୋକୋଲି କୁହାଯାଏ। ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରୋକୋଲି ମଧ୍ୟ କୋବି ପ୍ରଜାତିର ଏକ ପରିବା। କେବଳ ପାର୍ଥକ୍ୟ ହେଉଛି ବ୍ରୋକୋଲିରେ କୋବି ଅପେକ୍ଷା…
ନିଆଁ ଭିତରେ ଯୋଗ କଲେ ଭାଜପା ଏମ୍ପି
ଜୟପୁର,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସରେ ଅବସରରେ ସାରା ଦେଶରେ ଯୋଗର ଆସର ଜମିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତାଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ଯୋଗ କରୁ୍ଥିବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଭାରତୀୟ ଜନତା ପାର୍ଟି ଏମ୍ପି ସୁଖବୀର ସିଂ ଜୌନପୁରିଆ ଅନ୍ତର୍ଜାତୀୟ…
ଭକ୍ତଶୂନ୍ୟ ରଥଯାତ୍ରା ପାଇଁ କୋର୍ଟଙ୍କ ଆଗରେ ଯୁକ୍ତି ରଖନ୍ତୁ ସରକାର: ପୁରୀ ବିଧାୟକ
ପୁରୀ ଅଫିସ୍,୨୧।୬: ଭକ୍ତଶୂନ୍ୟ ରଥଯାତ୍ରା କିପରି ହୋଇପାରିବ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଦ୍ୱାରା କୋଟି…
ଆମମାନଙ୍କ ପ୍ରାର୍ଥନା ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ଶୁଣିବେ: ସମ୍ବିତ ପାତ୍ର
ଭୁବନେଶ୍ୱର,୨୧।୬: ଏବର୍ଷ ପୁରୀ ସମେତ ସାରା ଓଡିଆରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ଆସନ୍ତା ଜୁନ୍ ୨୩ରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ପୁରୀ…
ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟକୁ ନେଇ ଏପରି କିଛି କହିଥିଲେ ଦୀପିକା ପାଦୁକୋନ୍
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଶଂସକମାନେ ସେମାନଙ୍କର ପୁରୁଣା ସ୍ମୃତି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହି ସମୟରେ ଦୀପିକା ପାଦୁକୋନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି,…
ସେନାକୁ ମିଳିବ ଅଧିକ କ୍ଷମତା: ଚାଇନାକୁ ଦିଆଯିବ କଡ଼ା ଜବାବ
ନୂଆଦିଲ୍ଲୀ, ୨୧।୬: ଭାରତ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଏଡିଏସ୍ ବିପି ରାଓ୍ବତଙ୍କ ସମେତ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରାଓ୍ବଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆର୍.କେ.ଏସ୍. ଭଦୋରିଆ ଏବଂ…
ଓଡ଼ିଶାରେ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବ ନିର୍ଦ୍ଧାରିତ ସମୟରେ ପରାଗ ସ୍ପର୍ଶ କରିଥିଲା। ରାଜ୍ୟରେ ଆଂଶିକ ଉପରାଗ ରହିଥିଲେ ହେଁ ଆକାଶ ମେଘାଚ୍ଛନ୍ନ ରହିଥିବା ଯୋଗୁ ଅନେକ ସ୍ଥାନରେ ଲୋକେ ଏହାକୁ ଦେଖିବାକୁ…
ଗଞ୍ଜାମରେ ୨୬ ଖବରଦାତାଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ: ଲକ୍ଷଣ ଥିବା ୨ ଜଣଙ୍କ କୋଭିଡ୍ ଟେଷ୍ଟ
ଛତ୍ରପୁର,୨୧ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖବରଦାତାମାନେ ମଧ୍ୟ ଖବର ସଂଗ୍ରହ ପାଇଁ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କୁ ଭେଟୁଛନ୍ତି ଏହି ପରିପ୍ରେକ୍ଷୀରେ ରବିବାରଠାରୁ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲରେ ଗଞ୍ଜାମ ଜିଲାର ଖବରଦାତାମାନଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ…
ବିନ୍ଦୁସାଗର ପାଣିରେ ଯୋଗ
ଭୁବନେଶ୍ୱର,୨୧।୬(ବ୍ୟୁରୋ): କିଛି ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ପାଣିରେ ରହିପାରନ୍ତି ସେ। ଏହା କେବଳ ଯୋଗ ପାଇଁ। ରବିବାର ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିନ୍ଦୁସାଗରରେ। ଖ୍ୟାତନାମା ଯୋଗ ସାଧକ ଅଶୋକ ବରାଳ…
ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍ ଜାଣି ହେବେ ଆଶ୍ଚର୍ଯ୍ୟ
ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ ତେବେ ତାହା ବହୁତ ମୂଲ୍ୟ ବୋଲି ଅନୁଭୂତ ହୋଇଥାଏ। ତେବେ ଏପରି କିଛି ଫଳ…
ସଚିନ କ୍ରିକେଟ୍ରୁ ସନ୍ୟାସ ନେବା ଦିନ କାନ୍ଦି ପକାଇଥିଲେ ଏହି ଦୁଇ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି
ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବା ସମଗ୍ର ବିଶ୍ୱ ଖେଳ ଜଗତକୁ ଚକିତ କରିଥିଲା। ଏହି ଦିନ ସଚିନ୍ଙ୍କ କଥା ଶୁଣି କାନ୍ଦି ପକାଇଥିଲେ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳୀ କିର୍କ ଏଡଓ୍ବାର୍ଡସ୍ ଓ କ୍ରିସ୍ ଗେଲ୍। ନିକଟରେ କିର୍କ ଇନ୍ଷ୍ଟା ଲାଇଭ୍ରେ ଏହା…
୧୮,୮୦୦ ଫୁଟ ଉଚ୍ଚରେ ଯୋଗକଲେ ଯବାନ
ଚାମୋଲି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି। ଉତ୍ତରାଖଣ୍ଡ ଚାମୋଲି ଜିଲାର ଭାରତ ଚାଇନା ସୀମାରେ ମୁତୟନ ଥିବା ଆଇଟିବିପି ଯବାନମାନେ ସମୁଦ୍ରପତ୍ତନଠାରୁ ୧୪ ହଜାର ଫୁଟ ଉଚ୍ଚରେ ବରଫରେ ବସି ଯୋଗ କରିଛନ୍ତି। ଏହାର…
Archives


