ମନ୍ଦିରରେ ଟଙ୍କା ଦାନ କରୁଥିବା ଲୋକଙ୍କ ଘରେ ରହେ ନାହିଁ ଦାରିଦ୍ର୍ୟ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ଅର୍ଥ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ଟଙ୍କା ରୋଜଗାର କରିବା କଷ୍ଟକର, ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବା କଷ୍ଟକର। ସଚେତନ ସହକାରେ ଖର୍ଚ୍ଚ କରିବା ଦ୍ୱାରା ଟଙ୍କା ନଷ୍ଟ ହେବା ସମ୍ଭାବନା କମ୍ଥାଏ।…
ବିଶ୍ୱର ସବୁଠୁ ଦାମୀ ଭ୍ୟାନିଟି, ଜାଣନ୍ତୁ ଏତିକି ଟଙ୍କାରେ ହୋଇଥିଲା ନିଲାମ
ବିଶ୍ୱରେ ଆଜିକାଲି ପ୍ରତ୍ୟେକ ଜିନିଷ ନିଲାମ ହେଉଛି। ସେଥିମଧ୍ୟରୁ ଏମିତି କିଛି ଜିନିଷ ନିଲାମ ହୁଏ, ଯାହାର ଦାମ୍କୁ ନେଇ ପୂରା ଦୁନିଆରେ ଚର୍ଚ୍ଚା ହୋଇଥାଏ। ସେମିତି ଏକ ଜିନିଷ ଲଣ୍ଡନରେ ନିଲାମ ହୋଇଥିଲା। ଯାହା ୧ କୋଟିରୁ ଅଧିକ ଟଙ୍କାରେ…
ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା
ଜୁନାଗଡ଼,୧୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ୨ ଦିନ…
ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ
ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ. ନୂଆଗାଁ ଥାନା ଘେରାଉ କରାଯାଇଛି। ଭାଜପା ଗଞ୍ଜାମ…
ରାତାରାତି ଲକ୍ଷପତି ହୋଇଗଲେ ୪ ଭିକାରି, ଜାଣନ୍ତୁ କିପରି
ପ୍ୟାରିସ,୧୦ା୧୦: ଫ୍ରାନ୍ସର ଲଟେରି ସଂଚାଳକ ଏଫ୍ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି କରିଦେଇଛି। ପ୍ରତ୍ୟେକ ଭିକାରିଙ୍କୁ ୫୦ ହଜାର ୟୁରୋ ଅର୍ଥାତ୍ ୪୩ ଲକ୍ଷରୁ ଅଧିକ ଜ୍ୟାକ୍ପଟ ଲଟେରି ଲାଗିଛି। ୩୦ ବର୍ଷୀୟ ୪…
‘ପୃଥ୍ୱିରାଜ’ରେ ଡେବ୍ୟୁ କରିବେ ମାନୁଷି
ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲଡ ମାନୁଷି ଛିଲର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚନ୍ଦ୍ରପ୍ରକାଶ ଦ୍ୱିବେଦିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୃଥ୍ୱିରାଜଙ୍କ…
୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା
ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ବୋହୂଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୋହୂ ସୁମିତ୍ରା ମାଣ୍ଡାଙ୍ଗି (୨୪) ରୋଷଇ…
ବିବାହ ବାର୍ଷିକୀ ପାଳନ କରିବେନି ସାୟରା-ଦିଲ୍ଲିପ
ମୁମ୍ବାଇ: ବଲିଉଡ୍ର ବରିଷ୍ଠ କଳାକାର ଦିଲ୍ଲିପ କୁମାର ଓ ତାଙ୍କ ପତ୍ନୀ ସାୟରା ବାନୋ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୧୧ରେ ଏମାନଙ୍କର ବିବାହ ବାର୍ଷିକୀ ଥିବା ବେଳେ ଚଳିତ ବର୍ଷ ଏମାନେ ଏହାକୁ ପାଳନ କରିବେ ନାହିଁ…
ରେଖାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏଥିରେ ଜଡ଼ିତ ଥିବା ଆଉ କିଛି ରହସ୍ୟ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ଆଜି ବି ଲୋକେ ତାଙ୍କ ରହସ୍ୟମୟ ଜୀବନୀ ବିଷୟରେ ଜାଣିବାକୁ ଇଚ୍ଛୁକ। ରେଖା ହେଉଛନ୍ତି ବଲିଉଡ୍ର ଜଣେ ଦକ୍ଷ ଅଭିନେତ୍ରୀ। ଏକଥା କେହି ବି ଅସ୍ବୀକାର…
ମଣିଷଙ୍କଠାରୁ ମିଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି କରୋନା ଭାଇରସ
ଉଟାହ,୧୦ ।୧୦: କରୋନା ଭାଇରସ ଏବେ ଆମେରିକାରେ ତା’ର କାୟା ବିସ୍ତାର କରିଥିବା ବେଳେ ଏହା ମଣିଷଠାରୁ ପଶୁଙ୍କୁ ବ୍ୟାପିବା ଚିନ୍ତାର କାରଣ ପାଲଟି ଯାଇଛି । ଆମେରିକାର ଉଟାହ ଓ ୱିସକନସିନରେ ପାଖାପାଖି ୧୦ ହଜାର ମିଙ୍କ(ନେଉଳ ପ୍ରଜାତିର ପ୍ରାଣୀ)ଙ୍କ…
କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ
ଭୋପାଳ,୧୦ ।୧୦: ମଧ୍ୟପ୍ରଦେଶରେ ଆଗକୁ ବାକି ଅଛି ଉପ ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଗଲାଣି । ଶନିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂର୍ବତନ…
ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ
ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ ଅବଧି ପୂରଣ ହେବା ପରେ ମଧ୍ୟ ଧରା ଛୁଆଁ ଦେଉ ନ ଥିଲେ ।…

