Posted inଜାତୀୟ

ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସିଲେ ଆନ୍ଧ୍ରପ୍ରଦେଶର ଦ୍ୱାଦଶ ଶ୍ରେଣୀ ଛାତ୍ରୀ

ଅମରାବତୀ,୧୨ ।୧୦: ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ଗନ୍ଧମ ଚନ୍ଦ୍ରଦୁ ରାଜ୍ୟରେ ଏହା ପ୍ରଥମ କରି ଆରମ୍ଭ କରିଛନ୍ତି । ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନିର୍ବାଚନ ଡ୍ର ମାଧ୍ୟମରେ ଚୟନ କରାଯାଇ ଏମିତି ଭାବେ ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସାଯାଇଛି । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଏମ୍‌. ଶ୍ରାବଣିଙ୍କୁ ପ୍ରଥମ କରି ଏହି ଗୌରବ ମିଳିଛି । ତାଙ୍କ ପିତା ଜଣେ କୃଷକ ହୋଇଥିବା ବେଳେ ତାଙ୍କୁ ଗୋଟିଏ ଦିନ ପାଇର୍ଁ ହେଉ ପଛେ ଏହି ପଦବି ମିଳିଥିବାରୁ ସେ ଖୁବ୍ ଖୁସି ବୋଲି କହିଛନ୍ତି । ଗୋଟିଏ ଦିନରେ ସେ ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ଥିବା କାମ ମଧ୍ୟ କରିଛନ୍ତି । ଏହାକୁ ନେଇ ଜିଲାପାଳ ଗନ୍ଧମ ଚନ୍ଦ୍ରଦୁ କହିଛନ୍ତି ଏମିତି କଲେ ପିଲାମାନଙ୍କ ମଧ୍ୟରେ ପାଠ ପଢିବା ଓ ପାଠପଢି କିଛି ଗୁରୁତ୍ୱପୂର୍ଣ୍ଣ ଚୌକିର ଭାର ସମ୍ମାଳିବାକୁ ଇଚ୍ଛା ପ୍ରକାଶ ପାଇବ ।


Enter your email to get our daily news in your inbox.

All Right Reserved By Dharitri.Com

ଚାର୍‌ ଧାମ୍‌ ଯାତ୍ରା ପାଇଁ କରୋନା ପରୀକ୍ଷା ଜରୁରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ, ୨୭।୪ : ଉତ୍ତରାଖଣ୍ଡର ଚାର୍‌ ଧାମ୍‌ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ କରୋନା ପରୀକ୍ଷା କରାଯିବା ଜରୁରୀ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ଧନ ସିଂ...

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି...

ଆଜମଙ୍କୁ ଝଟ୍‌କା: ମାମଲା ରାଜ୍ୟ ବାହାରକୁ ସ୍ଥାନାନ୍ତରଣ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୪।୧ : ସମାଜବାଦୀ ପାର୍ଟି (ଏସପି )ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଏସପି ନେତା ତାଙ୍କ ବିରୋଧରେ ୟୁପିରେ ପଞ୍ଜୀକୃତ ହୋଇଥିବା...

କ୍ଷମା ମାଗିଲେ ପରେଶ ରାଓ୍ବଲ

ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ...

ତ୍ରିପୁରା ଲୋକଙ୍କୁ ଚାନ୍ଦାରୁ ମିଳିଲା ମୁକ୍ତି: ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ...

ଅନନ୍ତନାଗ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରେନେଡ ଆକ୍ରମଣ: ସରପଞ୍ଚ ସମେତ ୨ମୃତ

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି। ଏହି ଦୁର୍ଘଟଣାରେ ସରପଞ୍ଚ...

ମୁମ୍ବାଇରେ ଜଳପ୍ରଳୟ: ବୁଡିଗଲା ଗାଡି, ଦୁଇ ମୃତ

ମୁମ୍ବାଇ, ୩।୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଗତ ୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମୂଷଳ ଧାରାରେ...

‘ଭାଜପା ନେତାମାନେ ବିରୋଧ କରିବାକୁ ଦେଇଥିଲେ ଅନୁମତି’ ନାବାଳିକା ବୟାନ ବଦଳାଇବା ଉପରେ ସାକ୍ଷୀ ମଲିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ଗୁରୁବାର...

Advertisement
Archives

Model This Week