ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ଚାଇନା ଦେଇଛି ଦାନ: ଭାଜପା
ନୂଆଦିଲ୍ଲୀ,୨୫।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ଦାବି କରିଛନ୍ତି ଯେ ଚାଇନା ରାଜୀବ ଗାନ୍ଧୀ ଫାଉଣ୍ଡେଶନ ପାଇଁ ଫଣ୍ଡିଂ କରିଛି। ଆଇନ ଅନୁଯାୟୀ କୌଣସି ଦଳ ସରକାରଙ୍କ ବିନା ଅନୁମତିରେ ବିଦେଶରୁ…
ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଥିଲେ ଟିକ୍ଟକ୍ ଗର୍ଲ ସିୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍ଠାରୁ ଆରମ୍ଭକରି ସାରା ଦେଶର ଲୋକଙ୍କୁ ଥରାଇ ଦେଇଛି। ତାଙ୍କ ମୃତ୍ୟୁକୁ ସପ୍ତାହେ ପରେ ହୋଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାର ୧୦ ଦିନ ପରେ…
ଲକ୍ ଡାଉନ୍ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ
ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍ ଡାଉନ୍ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସୂଚନା ମିଳିଛି। ଲକ୍ ଡାଉନ ସମୟରେ କୋଚିଂ ସେଣ୍ଟର…
ଲମ୍ବା ବିରତି ପରେ ଟ୍ରେନିଂ ଆରମ୍ଭ କଲେ ରୋହିତ୍
ମୁମ୍ବାଇ, ୨୫।୬- ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ୍ ଶର୍ମା ଦୀର୍ଘ ଦିନର ବିରତି ପରେ ଶେଷରେ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ଭାଇରସ ଲାଗି ୩ ମାସ ହେବ ଭାରତରେ କୌଣସି ପ୍ରତିଦ୍ୱନ୍ଦିତାମୂଳକ ପ୍ରତିଯୋଗିତା ଆୟୋଜିତ ହେଉ…
ଜ୍ୟାକ୍ ମାଙ୍କୁ କାଟି ପୋନି ମା ହେଲେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ: ଚାଇନାରୁ ଆରମ୍ଭ ହୋଇଥିଲା ମହାମାରୀ କରୋନା ସଂକ୍ରମଣ। ଏହାର ପ୍ରଭାବରେ ଦେଶର ଧନୀ ତାଲିକାରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଲିବାବାର ଜ୍ୟାକ୍ ମା ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ଏବେ ତାଙ୍କୁ କାଟିଛନ୍ତି ଟେନ୍ସେଣ୍ଟର ସଂସ୍ଥାପକ ମା ହୁଆତେଙ୍ଗ ଓରଫ…
ଗୋଟିଏ ସପ୍ତାହ ମଧ୍ୟରେ ଖୋଲିବ ଜିମ୍-ସେଲୁନ !
ମୁମ୍ବାଇ,୨୫।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ଲକ୍ଡାଉନ ଜାରି କରାଯିବା ସହ ଜିମ୍, ସେଲୁନ୍, ମଲ୍, ସିନେମା ହଲ୍, ଧାର୍ମିକ ଅନୁଷ୍ଠାନ ଆଦିକୁ ବନ୍ଦ କରି ଦିଆଯାଇଥିଲା। ଏବେ ଲକ୍ଡାଉନ ନିୟମରେ କୋହଳ ହୋଇଥିଲେ ମଧ୍ୟ ଅଧିକାଂଶ ରାଜ୍ୟରେ ମଲ୍,…
ଗଜଲ ଗାଇ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ସୁଶାନ୍ତ
ବଲିଉଡ୍ର ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୁଶାନ୍ତଙ୍କୁ ଗଜଲ ଗାଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କର ଏହି ଭିଡିଓକୁ ଭୋମ୍ପଲା ତାର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛି।…
କରନଙ୍କ ଷ୍ଟାର କିଡ୍ସ !
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଖୁବ୍ ଆଲୋଚନା ହେଉଛି। ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଏହାକୁ ନେଇ ଖୋଲା ଖୋଲି କଥା ହେଉଥିବା ବେଳେ ନେପୋଟିଜିମ୍ ବା…
ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର
ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍ ଜିତିବାର ୩୭ ବର୍ଷ ପୂର୍ତ୍ତି ପାଳନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କପିଳ…
ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ତାଙ୍କ ସ୍କୁଲ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଶେଷକରି ତାଙ୍କ ପ୍ରଶଂସକ ଏବଂ କିଛି ଫିଲ୍ମ କଳାକାର ଆଦୌ ବିଶ୍ୱାସ କରୁନାହାନ୍ତି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ସୋସିଆଲ ମିଡିଆରେ ଲଗାତର ଫଟୋ, ଭିଡିଓ…
ଭିଡିଓ ଶେୟାର କରି ଧନ୍ୟବାଦ ଦେଲେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଦରିୟା ଦିଲ୍ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏଥର ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ବିଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ଭିଡିଓ…
ଏହି କାରଣରୁ ବଲିଉଡ୍ରୁ ଦୂରେଇ ଯାଇଥିଲେ ରିୟା ସେନ୍
ବଲିଉଡ୍ ଅଭିନେତ୍ରୀ ରିୟା ସେନ୍ ‘ଚୁଡି ଯୋ ଖନ୍କେ ହାଥୋ ମୈ…’ ମ୍ୟୁଜିକ୍ ଭିଡିଓରୁ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଥିଲେ। ଏମିତିରେ ବି ଅଭିନୟ ତାଙ୍କ ରକ୍ତରେ ରହିଛି। ରିୟା ଲୋକପ୍ରିୟ…
Archives


