କୋଭିଡ୍ ଯୋଗୁ ଫ୍ୟୁଚର ଗ୍ରୁପ୍କୁ ୭ ହଜାର କୋଟି କ୍ଷତି
ନୂଆଦିଲ୍ଲୀ: କରୋନା ମହାମାରୀ ଲକଡାଉନ ଯୋଗୁ ଘରୋଇ ବଜାରରେ ବିଭିନ୍ନ ଷ୍ଟୋର ବନ୍ଦ କରାଯାଇଥିଲା। ଲକଡାଉନର ପ୍ରାୟ ୪ ମାସରେ କଟକଣା ଯୋଗୁ ଫ୍ୟୁଚର ଗ୍ରୁପ ପ୍ରାୟ ୭ ହଜାର କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି। କୋଭିଡ ଫାସରେ ଫସିବା…
ଓଡ଼ିଶା ବଜାରରେ ନୂଆ ମହିନ୍ଦ୍ରା ଥାର୍
ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ‘ଥାର୍’ ମଡେଲ ପ୍ରବେଶ କରାଯାଇଛି। ସ୍ଥାନୀୟ ଉତ୍କଳ ଅଟୋମୋବାଇଲ ଶୋ’ରୁମ୍ଠାରେ ନିର୍ଦ୍ଦେଶକ ସୌନକ ପାରେକ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଏସ୍ଏମ୍ ମନୋଜ ମହାପାତ୍ର ନୂଆ ଯାନଟିକୁ ଉନ୍ମୋଚନ…
ଜ୍ୟୋତ୍ସ୍ନା କ୍ୱାର୍ଟର ଫାଇନାଲରେ
କାଇରୋ, ୧୫।୧୦- ଭାରତର ଆଗଧାଡ଼ିର ସ୍କ୍ବାଶ୍ ତାରକା ଜ୍ୟୋତ୍ସ୍ନା ଚିନ୍ନାପ୍ପା ଇଜିପ୍ଟିଆନ ଓପନ ସ୍କ୍ବାଶ୍ ଚାମ୍ପିୟନଶିପ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୬ ମାସ ମଧ୍ୟରେ ପ୍ରଥମ ଟୁର୍ନାମେଣ୍ଟ ଖେଳୁଥିବା ଜ୍ୟୋତ୍ସ୍ନା ସ୍ଥାନୀୟ ଖେଳାଳି ଫରିଦା ମହମ୍ମଦଙ୍କଠାରୁ କଡ଼ା ଚ୍ୟାଲେଞ୍ଜର…
ବିଶ୍ୱ ହାତଧୁଆ ଦିବସ: ଜାଣନ୍ତୁ ଏହାକୁ ପାଳନ କରିବାର ଉଦ୍ଦେଶ୍ୟ
ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳନ କରାଯାଉଛି ବିଶ୍ୱ ହାତଧୁଆ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ଦୈନନ୍ଦିନ କାର୍ଯ୍ୟ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବା ବିଷୟରେ ଲୋକଙ୍କୁ ଅବଗତ ବା ସଚେତନ କରାଇବା। ବାସ୍ତବରେ ପିଲାଦିନରୁ ଆମକୁ…
ପଞ୍ଜାବ ପାଇଁ କର ଅବା ମର
ଶାରଜା, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପଞ୍ଜାବ ଏପର୍ଯ୍ୟନ୍ତ ଖେଳିଥିବା ୭ ମ୍ୟାଚରୁ ୬ ପରାଜୟଲାଭ କରି ମାତ୍ର ୨ ପଏଣ୍ଟ ପାଇଛି।…
ଦିଲ୍ଲୀ କ୍ୟାପିଟାଲ୍ସର ୬ଷ୍ଠ ବିଜୟ
ଦୁବାଇ, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮…
ହୋଣ୍ଡାର ସ୍ପେଶାଲ ଏଡିଶନ ଆମେଜ୍
ଭୁବନେଶ୍ୱର: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍) ପକ୍ଷରୁ ସ୍ପେଶାଲ ଏଡିଶନ ଆମେଜ୍ ମଡେଲ ବଜାରକୁ ଆସିଛି। ପାର୍ବଣ ଉପଲକ୍ଷେ ଏହି ଫ୍ୟାମିଲ ସେଡାନକୁ କମ୍ପାନୀ ଉନ୍ମୋଚନ କରିଛି। ଏଥିରେ କମ୍ପାନୀ ଅନେକ ଆକର୍ଷଣୀୟ ଫିଚର ଯୋଡିଛି। ଏହାର ଲୋକପ୍ରିୟ ଏସ୍…
ଚାଲାଣ କାଟିଲାବେଳେ ‘ସାର୍, ମ୍ୟାଡାମ୍’ ସମ୍ବୋଧନ କରିବେ ଟ୍ରାଫିକ କର୍ମଚାରୀ
ମୁମ୍ବାଇ, ୧୪।୧୦: କେବେ ଅଟକି ଯାଉ ନ ଥିବା କିମ୍ବା କେତେବେଳେ ମଧ୍ୟ ଥକି ପଡ଼ୁ ନ ଥିବା ମୁମ୍ବାଇ ରାସ୍ତାକୁ ଓହ୍ଲାଇ ଟ୍ରାଫିକର ଦାୟିତ୍ୱ ଭାର ସମ୍ଭାଳୁଥିବା ମୁମ୍ବାଇ ଟ୍ରାଫିକ ବିଭାଗର କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି…
କେନାଲରେ ବୁଡ଼ିଲା ହାଇସ୍ପିଡ୍ କାର; ଗୋଟିଏ ପରିବାରର ୫ ମୃତ
ପ୍ରୟାଗରାଜ, ୧୪।୧୦: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଗୋଟିଏ କେନାଲ ମଧ୍ୟକୁ ଖସି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ…
ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶକୀୟ ତଥା ଜରୁରୀକାଳୀନ ସେବା ବ୍ୟତୀତ ଡିଜେଲ୍, ପେଟ୍ରୋଲ ଓ…
ସରକାରୀ ନିଯୁକ୍ତିରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ
ଚଣ୍ଡିଗଡ଼, ୧୪।୧୦: ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପଞ୍ଜାବର କଗ୍ରେସ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟ କ୍ୟାବିନେଟ୍ ପଞ୍ଜାବ…
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ
ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍ର ୩୦ତମ ମ୍ୟାଚ୍ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

