Home Left

ମଧ୍ୟପ୍ରଦେଶରେ ଜନ୍ମ ନେଲା ହାତ, ଗୋଡ଼ ନ ଥିବା ଝିଅ

ଭୋପାଳ, ୨୭।୬- ମଧ୍ୟପ୍ରଦେଶର ଭିଦିଶା ଜିଲାରେ ଜନ୍ମ ନେଇଥିବା ଏକ ଶିଶୁ କନ୍ୟାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜନ୍ମ ନେଇଥିବା ଏହି ଶିଶୁ କନ୍ୟାଟିର ହାତ ଓ ଗୋଡ଼ ନ ଥିବା ଜଣାପଡ଼ିଛି। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ଖବର…

ଜାଣନ୍ତି ରାତିରେ ଶୋଇବା ପୂର୍ବରୁ କାହିଁକି ପିଆଯାଏ କ୍ଷୀର

ଆମେ ସମସ୍ତେ ଜାଣୁ କ୍ଷୀର ଅତ୍ୟଧିକ ପୁଷ୍ଟିକର। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍‌, ଫସ୍‌ଫରସ୍‌ ଏବଂ ପୋଟାସିୟମ ପ୍ରଚୁରମାତ୍ରାରେ ଭରିରହିଛି। ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଯୋଗୁ ଥଣ୍ଡା ଚିକିତ୍ସା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଘରୋଇ ଉପଚାର…

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ା, ପରିସ୍ରା ହେବାରେ ସମସ୍ୟା ରହଛି। ତେବେ…

ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ଚାପରେ ଥିଲେ କରନ। କରନ…

ଧରାପଡ଼ିଲା ପ୍ରିନ୍ସପାଲଙ୍କ କାରସାଦି: ନିୟମ ଉଲ୍ଲଘଂନ କରି ସ୍ତ୍ରୀଙ୍କୁ ରଖିଥିଲେ ଅତିଥି ଅଧ୍ୟାପିକା

ସିର୍ସା, ୨୭।୬- ହରିୟାଣାର ସିର୍ସାରେ ଜଣେ ପ୍ରିନ୍ସପାଲ ନିୟମକୁ ଉଲ୍ଲଘଂନ କରି ନିଜ ସ୍ତ୍ରୀଙ୍କୁ ସ୍କୁଲରେ ଅତିଥି ଅଧ୍ୟାପିକା ନିଯୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ପ୍ରିନ୍ସପାଲଙ୍କ ଏହି କାରସାଦି ଏବେ ଲୋକଲୋଚନକୁ ଆସିଛି। ସେହିଭଳି ପ୍ରିନ୍ସପାଲଙ୍କ ସ୍ତ୍ରୀଙ୍କୁ…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭।୬(ବ୍ୟୁରୋ)- ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଳଦ କରିଛନ୍ତି। ୨୦୧୭ ବ୍ୟାଚର ୫ ଜଣ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି। ରବିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓମଫେଡ…

ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍‌ କନ୍ୟାର ଜୀବନ ଚାଲିଯିବାରୁ ବରକୁ ଶେଷରେ ଖାଲି ହାତରେ ଫେରିବାକୁ ପଡ଼ିଛି। ଶୁକ୍ରବାର କାନପୁର ନିବାସୀ ସନ୍ତୋଷ ଓ…

ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କଲେ ୯୦ କମ୍ପାନୀ, ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ କ୍ଷତିଗ୍ରସ୍ତ…

ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ ଷ୍ଟାରମାନେ ସବୁବେଳେ କିଛି ନା କିଛି ଭିନ୍ନ ଧରଣର ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି।…

କରୋନାକୁ ହରାଇଲେ ବେଙ୍ଗାଲୁରୁର ୯୯ ବର୍ଷୀୟା ବୃଦ୍ଧା

ବେଙ୍ଗାଲୁରୁ, ୨୭।୬- ଭାରତରେ କରୋନା ଭାଇରସସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହିଭଳି ଏକ ସମୟରେ ବେଙ୍ଗାଲୁରୁର ଜଣେ ୯୯ ବର୍ଷୀୟା ବୃଦ୍ଧା ପ୍ରାଣଘାତୀ କରୋନା ଭାଇରସ୍‌ ଯୁଦ୍ଧରେ ବିଜୟ ଲାଭ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।…

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା

କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ ମାସ ପାଇଁ ସର୍ତ୍ତମୂଳକ ଜାମିନ ଆଦେଶ ପରେ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ…

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରୋହିତ୍‌ ଶର୍ମା ପ୍ରମୁଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri