କରୋନାକୁ ହରାଇବା ପରେ ଫିଟ୍‌ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କରୋନା ତାଙ୍କୁ ସମ୍ପୂର୍ଣ୍ଣ ରୂପ ଭାଙ୍ଗଦେଇଛି। ନିଜକୁ ପୁଣିଥରେ ଫିଟ୍‌ ରଖିବା ପାଇଁ ତମନ୍ନା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜର ଷ୍ଟାମିନା ବଢ଼ାଇବା ପାଇଁ କସରତ କରିବାରେ ଲାଗିପଡ଼ିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ଜଣାଇବା ସହ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଫିଟନେସକୁ ଫେରୁଛି। ପ୍ରଥମ ଦିନ ନିଜର ଷ୍ଟେମିନା ଫେରାଇ ଆଣିବା ପାଇଁ ବେବି ପଦକ୍ଷେପ ନେଇଥିବା କହିଛନ୍ତି। କରୋନାରୁ ସୁସ୍ଥ ହେବା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କୁହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍‌ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର...

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ...

ଏହି ଦିଅର-ଭାଉଜ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଛନ୍ତି ଦର୍ଶକ, ରୋମାଣ୍ଟିକ୍‌ ସିନ୍‌ ଆଜିବି ଚର୍ଚ୍ଚାରେ

ବଲିଉଡ୍‌ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳିଥାଏ। ସେହି ସିନ୍‌ ମଧ୍ୟରୁ କେତେଗୁଡିଏ ହିଟ୍‌ ସିନ୍‌ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ।...

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ରାଣାଓ୍ବତ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ...

ନୂଆ ଇନିଂସ ଆରମ୍ଭ କରିବେ ଶାହରୁଖଙ୍କ ପୁଅ

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବଲିଉଡ୍‌ରେ କେବେ ଡେବ୍ୟୁ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ...

ସ୍ମୃତି ଇରାନୀଙ୍କ ଝିଅ ରିସେପ୍‌ଶନ ପାର୍ଟିରେ ପହଞ୍ଚିଲେ ବଲିଉଡର ଏହି ସେଲିବ୍ରିଟି

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା...

ନଓ୍ବାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପତ୍ନୀ, କହିଲେ…

ବମ୍ବେ: ଅଭିନୟରେ ଯେତିକି ସଫଳ, ବ୍ୟକ୍ତିଗତ ଜୀବନରେ ସେତିକି ଅସଫଳ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ଦୀର୍ଘଦିନ ଧରି ତାଙ୍କର ପାରିବାରିକ ବିବାଦ ଚର୍ଚ୍ଚାରେ ରହି ଆସୁଛି।...

୭୫ ବର୍ଷରେ ପାଦ ଥାପିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୯।୧୨-ବଲିଉଡର ଭେଟରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ବୁଧବାର ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ସମେତ ବହୁ ବଲିଉଡ...

Advertisement
Archives

Model This Week