୩୦ ବର୍ଷୀୟା ବିବାହିତା ମହିଳା ହଠାତ୍ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା
୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍ ଦିନେ ଜାଣିବାକୁ ପାଇଲେ ସେ ମହିଳା ନୁହଁ, ପୁରୁଷ ବୋଲି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଘଟଣା ଦେଖିବାକୁ…
୫୬ତମ ଜନ୍ମଦିବସ ପାଳନ କଲେ ଗୋଲ୍ଡେନ ଗର୍ଲ ପିଟି ଉଷା
ନୂଆଦିଲ୍ଲୀ,୨୭।୬: ଦୌଡ଼ରାଣୀ କୁହାଯାଉଥିବା ପି.ଟି. ଊଷା ତାଙ୍କର ୫୬ତମ ଜନ୍ମଦିବସ ପାଳନ କରିଛନ୍ତି। ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ କ୍ରୀଡ଼ାଜଗତର ତାରକାମାନେ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରୀଡ଼ାଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ଯୁବ ଆଥଲେଟଙ୍କୁ ଟ୍ରେନିଂ ଓ…
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟାର୍ଗେଟରେ ଏକତା କପୁର: ପ୍ରତିକ୍ରିୟା ରଖିଲେ ମିକା ସିଂ
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ କରାଯାଉଛି। ସୁଶାନ୍ତଙ୍କ ପ୍ରଶଂସକ ତଥା ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଭିଯୋଗ କରିଛନ୍ତି ଯେ, ବଲିଉଡରେ ନେପୋଟିଜିମ ଏବଂ ଦଳଗତତା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ…
ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଏବେ ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜର ଅଭିନୟ କ୍ୟାରିୟରର ଷ୍ଟ୍ରଗଲ ଲାଇଫ୍ ବିଷୟରେ…
ବିଶ୍ୱର ସବୁଠୁ ଦାମୀ ଗିଟାର: ଯାହାର ମୂଲ୍ୟ ବଦଳରେ କିଣିପାରିବେ ୩ ବିମାନ
ବିଶ୍ୱରେ ଅନେକ ଅଧିକ ଦାମି ଜିନିଷ ଅଛି, ଯାହାର ମୂଲ୍ୟ ଆଶ୍ଚର୍ଯ୍ୟଜନକ। ବିଳାସପୂର୍ଣ୍ଣ ଘର ଏବଂ କାରଗୁଡିକ ସାଧାରଣତଃ କୋଟିକୋଟି ମୂଲ୍ୟରେ ହୋଇଥାଏ। ମାତ୍ର ଗିଟାର ମୂଲ୍ୟ କୋଟି କୋଟି ଟଙ୍କା ବାସ୍ତବରେ ଏହା ଆଶ୍ଚର୍ଯ୍ୟଜନକ। ଏପରି ଏକ ଗିଟାର ବିଷୟରେ…
ବସ୍ରେ ଯାତ୍ରା କରୁଛନ୍ତି କି : ଆପଣାନ୍ତୁ ଏହି ଉପାୟ
ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଏହି ସମୟରେ ଲୋକେ…
ରାୟଗଡ଼ାରେ ୧୬ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା
ରାୟଗଡ଼ା ଅଫିସ,୨୭ା୬: ରାୟଗଡ଼ା ଜିଲାରୁ ଶନିବାର ସର୍ବାଧିକ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରି ରାୟଗଡ଼ା ରାଣୀଗୁଡ଼ା ଫାର୍ମରେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ଅନ୍ୟ ଜଣେ ଯୁବକ ତାମିଲନାଡୁରୁ ଫେରି ବାରିଝୋଲାରେ ହୋମ୍…
ସୁଶାନ୍ତଙ୍କ ନାମରେ ହେଉ ବିହାରରେ ନିର୍ମାଣ ହେଉଥିବା ଫିଲ୍ମସିଟି
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ତାଙ୍କର ନିଧନ ପ୍ରଶଂସକଙ୍କୁ ମର୍ମାହତ କରିଛି। ସବୁଦିନ ପାଇଁ ତାଙ୍କ ସ୍ମୃତିକୁ ମନେ ପକାଇବାକୁ ତାଙ୍କ ଟିମ୍ ଏକ ଓ୍ବେବ୍ସାଇଟ୍ କରିଛି। ଏପରିକି ତାଙ୍କ ଇନ୍ଷ୍ଟା ଆକାଉଣ୍ଟକୁ ମେମୋରଲାଟାଇଜ୍ଡ କରାଯାଇସାରିଛି। ଏବେ…
କ୍ରିକେଟ ବାହାରର ଜୀବନ ନେଇ ଡ୍ରାଭିଡ୍ଙ୍କଠୁ ଶିକ୍ଷା କରିଛି: ପୂଜାରା
ନୂଆଦିଲ୍ଲୀ,୨୭।୬ (ପି.ଟି.): ପେସାଦାର ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍ଙ୍କଠାରୁ ବହୁତ କିଛି ଶିକ୍ଷା କରିଛି ବୋଲି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାର କହିଛନ୍ତି। ଏ ନେଇ ଡ୍ରାଭିଡ୍ଙ୍କ ବହୁତ ଅବଦାନ ରହିଛି। କ୍ରିକେଟଠାରୁ ଦୂରେଇ…
ନା କୋହଲୀ, ନା ଧୋନୀ: ଏହି କ୍ରିକେଟରଙ୍କୁ ପସନ୍ଦ କରନ୍ତି ସପ୍ନା ଚୌଧୁରୀ
ବମ୍ବେ: ନିଜର ନୃତ୍ୟକୁ ନେଇ କେବଳ ହରିୟାଣା ନୁହେଁ ବରଂ ଦେଶ ବାହାରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସପନା ଚୌଧୁରୀ। ଦର୍ଶକଙ୍କୁ ମତୁଆଲା କରିବାର କଳା ତାଙ୍କୁ ବେଶ୍ ଭାବେ ଜଣା। ବ୍ୟକ୍ତିଗତ ଜୀବନରେ ସେ କ୍ରିକେଟ ଦେଖିବାକୁ ପସନ୍ଦ…
ଚୀନକୁ ଶିକ୍ଷା ଦେବାର ସମୟ ଆସିଛି: କଙ୍ଗନା
ବଲିଉଡରେ ପାତର ଅନ୍ତର ଅଭିଯୋଗ ଆଣି ସାରା ବଲିଉଡ ଜଗତକୁ ହଲେଇ ଦେଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବର୍ତ୍ତମାନ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଲଦାଖରେ ଭାରତୀୟ ସେନା ଉପରେ ହୋଇଥିବା ଚୀନର ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ଏଥିସହିତ…
କରୀନାଙ୍କୁ ବିବାହ ଦିନ ଏପରି ପଦକ୍ଷେପ ନେଇଥିଲେ ସୈଫ୍
କରୋନା କାରଣରୁ ବଲିଉଡ୍ କଳାକାରମାନେ ଏବେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହିପରି ସୈଫ୍ ଅଲ୍ଲୀ ଖାନ୍ଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେଉଛି।…
Archives


