ପୋଲିସର ବଡ଼ ଖୁଲାସା: ଥରେ ନୁହେଁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଶାନ୍ତ
ବମ୍ବେ: ପ୍ରଥମେ ଧାରାବାହିକରୁ ସଫଳ ନାୟକର ପରିଚୟ ପାଇବା ପରେ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ‘କାଇ ପୋ ଚେ’ ଜରିଆରେ ସେ ବଲିଉଡ୍ରେ ପାଦ ଥାପିଥିଲେ। ପରେ ସେ ଭାରତୀୟ…
ଗୋଟିଏ ଦିନରେ ୨୦ ହଜାର ଛୁଇଁବାକୁ ଯାଉଛି କରୋନା
ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ହୋଇଥିବା ବେଳେ ଏବେ ଦେଶ ମୋଟ କରୋନା…
ବିସ୍ମୟ ବାଳକ: ରାୟଗଡ଼ାର ବିଭୁନନ୍ଦନଙ୍କ ମୁହଁରେ ମହାକାଶ
ରାୟଗଡ଼ା ଅଫିସ,୨୮ା୬: ବୟସ ମାତ୍ର ୭ ବର୍ଷ। ହେଲେ ମହାକାଶ, ସୌରମଣ୍ଡଳ ବିଷୟରେ ରହିଛି ଗଭୀର ଜ୍ଞାନ। ମହାକାଶର ସୃଷ୍ଟି, ଏହାର ସ୍ଥିତି ଏବଂ ପୃଥିବୀ ଧ୍ୱଂସ ଆଦି ବିଷୟରେ ଏହି ବାଳକଙ୍କ ଜ୍ଞାନ ଅବିଶ୍ୱସନୀୟ। ଉକ୍ତ ବିସ୍ମୟ ବାଳକ ହେଲେ…
ସଂକ୍ରମଣ ଭୟ: ଟ୍ରେନ୍ରେ ଯାତ୍ରୀଙ୍କ ସଂଖ୍ୟା କମିଛି
ଭୁବନେଶ୍ୱର,୨୮ା୬(ବ୍ୟୁରୋ): କରୋନା ସଂକ୍ରମଣ ଭୟ ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି। ଦେଶରେ ସର୍ବାଧିକ ଯାତ୍ରୀ ପରିବହନ ମାଧ୍ୟମ ରେଳଯାତ୍ରା ସର୍ବାଧିକ ପ୍ରଭାବିତ ହୋଇଛି। ସଂକ୍ରମଣ ଭୟ ଯୋଗୁ ଲୋକେ ଜରୁରୀ ନ ଥିଲେ ଟ୍ରେନ୍ରେ ଯାତ୍ରା କରିବାକୁ…
ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ
ପୁରୀ ଅଫିସ,୨୮ା୬: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ନୀତିକାନ୍ତି। ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଶନିବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି…
ଶୁଆ ପାଳିଲେ ଜେଲଦଣ୍ଡ
ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ ବି ଭୋଗିବାକୁ ହେବ। ଏମିତି ଏକ ଆଇନ ହୋଇଛି ଉତ୍ତରପ୍ରଦେଶର କାନପୁରରେ। ଏଠାରେ ବନବିଭାଗ…
ମହାକାଶରେ ହଜିଗଲା ଦର୍ପଣ
ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍ ଷ୍ଟେଶନ (ଆଇଏସ୍ଏସ୍)ରେ ସ୍ପେସ୍ ଓ୍ବାକ୍ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା, ତେବେ…
ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ
ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରାଯାଉ। ଏନେଇ ଦାବି ଜୋର୍ ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି ଉପସ୍ଥାପନ କରିଛି ଓଡ଼ିଶା କଲଚରାଲ୍ ସର୍କଲ। ଏହାର ଅଧ୍ୟକ୍ଷ ତଥା ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ…
ଚୁକ୍ତି ରଦ୍ଦ କରିପାରେ ପ୍ରସାର ଭାରତୀ
ନୂଆଦିଲ୍ଲୀ,୨୮ା୬: ଚାଇନା ରାଷ୍ଟ୍ରଦୂତ ସହିତ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)ର ବିବାଦୀୟ ସାକ୍ଷାତ୍କାର ପରିପ୍ରେକ୍ଷୀରେ ଉକ୍ତ ନ୍ୟୁଜ୍ ଏଜେନ୍ସି ସହ ଚୁକ୍ତିନାମାର ସମୀକ୍ଷା କରୁଛି ପ୍ରସାର ଭାରତୀ। ଭାରତର ଅନ୍ୟତମ ସର୍ବପୁରାତନ ତଥା ସର୍ବବୃହତ୍ ଖବର ସଂଗ୍ରହ ସଂସ୍ଥା ପିଟିଆଇ…
ଚାଇନା ନୁହେଁ, ଭାରତ ଦାୟୀ: ଚାଇନା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୨୮ା୬(ପି.ଟି.): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚାଇନା ରାଷ୍ଟ୍ରଦୂତ ସନ୍ ଓ୍ବିଡୋଙ୍ଗ ନ୍ୟୁଜ୍ ଏଜେନ୍ସି ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ପିଟିଆଇ)କୁ ଏକ ସାକ୍ଷାତକାର ଦେଇଛନ୍ତି। ଦୁଇ ପଡ଼ୋଶୀ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ…
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର
ଗୁଆହାଟୀ,୨୮ା୬(ପି.ଟି.): ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ୧୬ଟି ଜିଲାରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ୨.୫୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଲାଣି। ଢେମାଜି ଜିଲା ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ…
ସାଧାରଣ ଶୈଶବ ଟିକା କୋଭିଡ୍ ଜଟିଳତାକୁ ରୋକିପାରିବ
ଓ୍ବାଶିଂଟନ,୨୮ା୬(ପି.ଟି.): ମିଳିମିଳା ପ୍ରତିକାର ପାଇଁ ବ୍ୟବହାର ହେଉଥିବା ଟିକା କୋଭିଡ୍-୧୯ ଜନିତ ଗୁରୁତର ଫୁସ୍ଫୁସ୍ ପ୍ରଦାହକୁ ରୋକିପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ କରୋନା ମହାମାରୀର ବିପଦରୁ ମୁକୁଳିବା ଲାଗି ଏକ ନୂଆ ସୂତ୍ର ବାହାରିବାକୁ ଯାଉଛି। ଏମ୍ବାୟୋ ପତ୍ରିକାରେ…
Archives


