ଛତ୍ରପୁର ବ୍ଲକ ଅଧ୍ୟକ୍ଷଙ୍କୁ କରୋନା :କଳ୍ପବାସୀ ନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଛତ୍ରପୁର,୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ଏନ୍ଏସିର ୱାର୍ଡ ନମ୍ବର ୧୨ର କଳ୍ପବାସୀ ନଗରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଓ ସଂଲଗ୍ନ…
ବିଳି ବିଳାଇଲାଣି ଚାଇନା: ବନ୍ଦ କଲା ଭାରତୀୟ ଗଣମାଧ୍ୟମ ଓ୍ବେବସାଇଟ !
ବେଜିଂ,୩୦।୬: ଭାରତ-ଚାଇନା ସୀମା ବିବାଦ ପରେ ଉଭୟ ଦେଶ ମଧ୍ୟରେ ତୁତୁ ମେମେ ବଢିବାରେ ଲାଗିଛି। ଭାରତ ଚାଇନାର ପାଖାପାଖି ୫୯ ଆପ୍ ବନ୍ଦ କରିଦେବା ପରେ ଏବେ ଚାଇନା ଏକ ପ୍ରକାର ବିଳି ବିଳାଇଲାଣି। ଏବେ ଚାଇନା ଭାରତର ନ୍ୟୁଜ…
କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ
ମୁମ୍ବାଇ,୩୦।୬: କରୋନା ଲକ୍ଡାଉନ୍ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ ନିଜ…
ଚାଇନା ଆପ୍ ବ୍ୟାନ୍: ଚିଙ୍ଗାରି ଆପ୍କୁ ଡାଉନଲୋଡ୍ କଲେଣି ଲକ୍ଷେରୁ ଅଧିକ ୟୁଜର
ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍କୁ ବ୍ୟାନ୍ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍ଟକ୍ର ଭାରତୀୟ ଭର୍ସନ ଚିଙ୍ଗାରି ଆପ୍ ଡାଉନଲୋଡ୍ କରୁଛନ୍ତି। ସୋମବାରଠାରୁ ଇତିମଧ୍ୟରେ ଲକ୍ଷେରୁ ଅଧିକ ୟୁଜର ଏହି ଆପ୍କୁ ଡାଉନଲୋଡ୍…
ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ
କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏବେ ପୋଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ରିପୋର୍ଟ ପିଜିଟିଭ ଆସିଛି। ମଙ୍ଗଳବାର କଟକ…
ଭଦ୍ରକରେ ୨୩୩ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୩୦।୬: ଭଦ୍ରକ ଜିଲାରେ ମଙ୍ଗଳବାର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୨୩୩ ଛୁଇଁଛି। ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ଗୋଟିଏ ଲୋକାଲ କେସ…
ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ
ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି ଶିଖରରେ ପହଞ୍ଚିବା ପାଇଁ ଲାଲୁଙ୍କୁ ଖବ୍ ପରିଶ୍ରମ କରିବାକୁ ପଡିଥିଲା। ୧୯୭୩ ଜୁନ୍ ୧ରେ…
ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ
ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ ନଥିଲା। ଫଳରେ ଭାଲୁଟି ଅସୁବିଧାର ସମ୍ମୁଖୀନ ହୋଉ ପାଣିରେ ଭାସୁଥିଲା। ଏହି ସମୟରେ ଏକ…
ବିବାହ ଉତ୍ସବରେ ନାଚୁଥିବା ଯୁବତୀଙ୍କୁ ଗୋଇଠା ମାଡ: ଭାଇରାଲ ହେଉଛି ଭିଡିଓ
ଇସ୍ଲାମାବାଦ,୩୦।୬: ପାକିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଦେଖାଯାଉନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଏହା ସ୍ପଷ୍ଟ ହେଉଛି। ଉକ୍ତ ଭିଡିଓରେ ଏକ ବିବାହ ଉତ୍ସବରେ ଅତିଥିଙ୍କ ମନୋରଞ୍ଜନ ପାଇଁ…
ଧାନ ବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
ସରଣ୍ଡା,୩୦।୬(ଡିଏନଏ): ରବି ଋତୁ ଯାଇ ଖରିଫ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ସେହିପରି ଧାନବିକ୍ରି ପାଇଁ…
ସାନ ଭାଇ ଠେଙ୍ଗା ମାଡ଼ରେ ମଝିଆ ଭାଇର ଜୀବନଗଲା
ନିରାକାରପୁର,୩୦।୬(ଡି.ଏନ୍.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ମଝିଆ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ ସାନ ଭାଇର ଠେଙ୍ଗା ମାଡ଼ରେ ମଝିଆ ଭାଇର ମୃତ୍ୟୁ ଘଟିଛି। ମୁତକ ହେଲେ ବିଜୟ ଅଧିକାରୀ (୩୦)।…
ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍
ମୁମ୍ବାଇ,୩୦।୬: ବଲିଉଡ୍ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କ କରୋନା ପଜିଟିଭ୍ ବାହାରିଛି। ମୁମ୍ବାଇ ବିଏମ୍ସି ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯିବା ସହ…
Archives


