Home Left

୬୭ ବର୍ଷ ପରେ ଆମେରିକାରେ ଜଣେ ମହିଳାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ୍‌,୨୦।୧୦: ୧୯୫୩ ପରେ ପ୍ରଥମଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଘୋଷଣା କରାଯାଇଛି। ସେ ଜଣେ ମହିଳା। ତାଙ୍କ ନାମ ଲିସା ମଣ୍ଟଗୋମରୀ। ଅତ୍ୟନ୍ତ ନିଷ୍ଠୁର ଅପରାଧ ପାଇଁ ଡିସେମ୍ବର ୮ରେ ତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ…

ଦୀର୍ଘ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଗତ ପ୍ରାୟ ୨ ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରରେ ଥିବା ଶାହାରୁଖ ପୁଣିଥରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି । ତାଙ୍କ ଅପକମିଂ ଫିଲ୍ମ…

ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ !

ବେଙ୍ଗାଲୁରୁ, ୨୦।୧୦: କର୍ନାଟକରେ ଭାଜପାରେ ବିଦ୍ରୋହ ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ ରହିଛନ୍ତି। ଏନେଇ ବିଜାପୁର ବିଧାୟକ ବସନଗୌଡ଼ା ପାଟିଲ ଅତନାଲ୍‌ କହିଛନ୍ତି। ଦଳରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ ପାଇଁ ବିଧାୟକମାନେ ଚାହୁଁଥିବା ସେ ପ୍ରକାଶ କରିଛନ୍ତି।…

ଆଇପିଏଲ ସଟ୍ଟା ବେଟିଂ ଅଭିଯୋଗରେ ଜଣେ ଗିରଫ: ଟଙ୍କା, ମୋବାଇଲ ଜବତ

ଜୁନାଗଡ଼,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମରେ ଆଇପିଏଲ ସଟ୍ଟା ବେଟିଂ ଅଭିଯୋଗରେ ମଙ୍ଗଳବାର ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ନକଟିଗୁଡା ବନ୍ଦପଡ଼ାର ଅଜୟ କୁମାର ମେହେର(୪୩)। ପୋଲିସ ସୂତ୍ରରୁ ପ୍ରକାଶ ଯେ,…

ଅଡୁଆରେ କମଲନାଥ: ‘ଆଇଟମ’ ବୟାନକୁ ନେଇ ରିପୋର୍ଟ ମାଗିଲେ ମହିଳା କମିଶନ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ମନ୍ତ୍ରୀ ଇର୍ମତି ଦେବୀଙ୍କୁ ଆଇଟମ ବୋଲି କହି ଅଡୁଆରେ ପଡି ଯାଇଛନ୍ତି । ଯଦିଓ ସେ ଏକ ପ୍ରକାର ଏଥିପାଇଁ କ୍ଷମା…

୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା ଲେଖିଛନ୍ତି। ସ୍ବାରିକା ତାଙ୍କ ନୂତନ ମାଇକ୍ରୋ ଆର୍ଟ ପ୍ରୋଜେକ୍ଟ ଅଧୀନରେ ଏହି କାର୍ଯ୍ୟ କରିଛନ୍ତି।…

ବିସ୍କୁଟ ଖାଇଲେ ୪୦ ଲକ୍ଷ ଟଙ୍କା ଦରମା ଦେବ ଏହି କମ୍ପାନୀ: ଏମିତି କରିପାରିବେ ଆବେଦନ

ଚାକିରିରେ କେବଳ ବିସ୍କୁଟ ଖାଇଲେ ମିଳିବ ମୋଟା ଅଙ୍କର ଅର୍ଥ ରାଶି। ଲକ୍ଷେ କି ୨ ଲକ୍ଷ ନୁହେଁ ମିଳିବ ୪୦ ଲକ୍ଷ ଟଙ୍କା। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ। ସ୍କଟଲାଣ୍ଡର ଏକ କମ୍ପାନୀ ଏହି ଅଫର…

କମଳନାଥଙ୍କ ମନ୍ତବ୍ୟକୁ ନେଇ ରାହୁଲ ଅସନ୍ତୁଷ୍ଟ

ଓ୍ବାୟନାଡ଼, ୨୦।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଇମର୍ତି ଦେବୀଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାହୁଲ କହିଛନ୍ତି। ଏଭଳି ମନ୍ତବ୍ୟ ପ୍ରୟୋଗକୁ ସେ ବ୍ୟକ୍ତିଗତ…

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମଙ୍ଗଳବାର ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ଦେଶବାସୀଙ୍କୁ ଯୋଡି ହୋଇ ରହିବାକୁ ଅପିଲ କରିଛନ୍ତି…

ସ୍ତ୍ରୀ ଗୌରୀଙ୍କୁ ଭାଉଜ ଡାକିଥାନ୍ତି ଶାହାରୁଖ୍‌: କାରଣ କହିଲେ ଏପରି…

ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହାରୁଖ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କର କ୍ରିକେଟ ଦଳ ‘କୋଲକାତା ନାଇଟ୍‌ ରାଇଡର୍ସ’କୁ ନେଇ ସବୁ ସମୟରେ ସେ କିଛି ନା କିଛି ଟୁଇଟ୍‌ କରିଥାନ୍ତି। ତାଙ୍କର ସମଗ୍ର ବିଶ୍ୱରେ ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ…

ଟିକା ନେଲେ ବି କରୋନା ସଂକ୍ରମଣଠାରୁ ରହି ହେବନି ଦୂରେଇ

ଲଣ୍ଡନ, ୨୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବ୍ରିଟେନ୍‌ର ବରିଷ୍ଠ ବୈଜ୍ଞାନିକ ପାଟ୍ରିକ୍‌ ଓ୍ବାଲେସ୍‌ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଟ୍ରିକ୍‌ କହିଛନ୍ତି ଯେ, ପ୍ରତିଷେଧକ ଟିକା ନେଲେ ବି କରୋନା ମହାମାରୀ…

ଏହି ୩ ଲୋକ ପୃଥିବୀ ପାଇଁ ବୋଝ: ଏଭଳି ଲୋକଙ୍କର ନାହିଁ ବଞ୍ଚିବାର ଅଧିକାର

ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି ବ୍ୟକ୍ତି ପୃଥିବୀ ଉପରେ ବୋଝ ସଦୃସ । ଏଭଳି ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?