ଡିକକ୍ଙ୍କ ସମେତ ୪୪ ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଟ୍ରେନିଂକୁ ଫେରିଲେ
ଜୋହାନ୍ସବର୍ଗ,୩୦।୬(ପି.ଟି.): କୋଭିଡ୍-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ୪୪ ଜଣ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। ହାଇପରଫର୍ମାନ୍ସ ସ୍କ୍ବାଡରେ ସାମିଲ ଥିବା ଏହି ଖେଳାଳିମାନେ ଦେଶର କ୍ରୀଡ଼ା ମନ୍ତ୍ରଣାଳୟରୁ ଅନୁମତି…
ଓଟିଟି ନୁହେଁ ସିନେମା ହଲ୍ରେ ରିଲିଜ ହେବ ଅକ୍ଷୟ, ରଣବୀରଙ୍କ ଅଭିନୀତ ଫିଲ୍ମ
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ବଲିଉଡ୍ରେ ସବୁ ଯେମିତି ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ପରେ କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି। କେବଳ ସିନେମା ନୁହେଁ କିଛି…
ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା
ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ ଷ୍ଟାଇଲିଷ୍ଟ। ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ…
ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍ ପରିବାର ଲୋକେ
କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୁଃଖ ଦେବା ସହିତ ତାଙ୍କୁ କ୍ଷତି ପହଞ୍ଚାଇଥାଏ। ଆଉ ଯେତେବେଳେ ଏହି କାର୍ଯ୍ୟକୁ ନେଇ…
ପବଜୀ ମୋବାଇଲ ଗେମ୍ କାହିଁକି ହେଲାନି ବ୍ୟାନ୍ ଜାଣନ୍ତୁ
ସୋମବାର ଭାରତରେ ୫୯ଟି ଲୋକପ୍ରିୟ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଟିକ୍ଟକ୍, ୟୁସି ବ୍ରାଉଜର, ହେଲୋ ଆପ ଏବଂ ଶେୟାରଇଟ ସହିତ ଅନେକ ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ଭାରତରେ କୋଟି କୋଟି ଉପଭୋକ୍ତା ଥିଲେ। ତେବେ,…
ଭାରତ-ଚାଇନା ଡିଜିଟାଲ ଯୁଦ୍ଧ ଆରମ୍ଭ
ନୂଆଦିଲ୍ଲୀ/ବେଜିଂ, ୩୦।୬: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହେବାପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହାର ଫଳ ସ୍ବରୂପ ଭାରତ ଚାଇନା ମଧ୍ୟରେ ଡିଜିଟାଲ ଯୁଦ୍ଧ ଆରମ୍ଭ ହୋଇଛି। ପୂର୍ବରୁ ଚାଇନା ଉତ୍ପାଦ ବହିଷ୍କାର…
ଏସବୁ ଘରୋଇ ଉପଚାର ଶିଶୁଙ୍କୁ କାଶ ସମସ୍ୟାରୁ ଦିଏ ମୁକ୍ତି
ଛୋଟ ପିଲାମାଙ୍କୁ କାଶ ହେବା ଫଳରେ ଅନେକ ଯନ୍ତ୍ରଣା ହୋଇଥାଏ। ମା’ ବାପା ଏନେଇ ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। ସବୁଠୁ ବଡ ସମସ୍ୟା ହେଉଛି ଦୁଇ ବର୍ଷରୁ କମ ପିଲାମାନଙ୍କୁ ବିନା ପ୍ରେସକ୍ରିପଶନରେ ଔଷଧ ଦିଆଯାଇ ନ ଥାଏ। କାରଣ ଡାକ୍ତରଙ୍କ…
୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି
ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ କାମ…
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କିସ୍ତିରେ ପଇଠ କରିହେବ ବିଲ୍
ମୁମ୍ବାଇ,୩୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସେଠାରେ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ଏମିତିକି କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟରେ ଜୁଲାଇ ଶେଷ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଏହା ସାଧାରଣ…
୫ଜି ରେସ୍ରୁ ବାଦ୍ ପଡ଼ିପାରେ ଚାଇନାର ଏହି କମ୍ପାନୀ
ନୂଆଦିଲ୍ଲୀ,୩୦।୬: ଗତ କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦେଖାଦେଇଛି। ଲଦାଖ ଘାଟିରେ ଜାରି ରହିଥିବା ଉତ୍ତେଜନା ପରେ ଦୁଇ ଦେଶର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବ୍ୟବସାୟିକ କୁଟନୀତି ଜରିଆରେ ଭାରତ ସରକାର ଚାଇନାକୁ…
ପ୍ରତିଦିନ ୧୬ କିଲୋମିଟର ଦୌଡୁ୍ଛନ୍ତି ଏହି ଅଭିନେତ୍ରୀ
କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଅଭିନେତ୍ରୀ ଏବଂ ଅଭିନେତାମାନେ ଲକ୍ଡାଉନରେ ଶରୀରୁ ଫିଟ୍ ରଖିବା ପାଇଁ ବିଭିିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ଜିମ୍ରେ ଝାଳ ବୁହାଉଛନ୍ତି ତ ଆଉ କିଏ ଯୋଗ କରୁଛନ୍ତି। ଏହି…
ଶିିକୁଳା ଗ୍ରାମକୁ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲାପାଳ
ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମରେ ମଙ୍ଗଳବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ଚିହ୍ନଟ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ…
Archives


