୩୬ ଘଣ୍ଟା ଆମ୍ବୁଲାନ୍ସ୍ରେ ବୁଲିବୁଲି ହସ୍ପିଟାଲ ଦ୍ୱାରରେ ଜୀବନ ହାରିଲେ ୫୨ ବର୍ଷ ବୟସ୍କ ବ୍ୟକ୍ତି
ବେଙ୍ଗାଲୁର, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ବହୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ନ ଥିବାବେଳେ କେତେକ ହସ୍ପିଟାଲ କରୋନା ସଂକ୍ରମଣ ଭୟରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ଭୟ କରୁଛନ୍ତି। ଏହାର ଏକ ସଦସ୍ୟତମ…
ଦିବ୍ୟ କୃପା ଲାଭରୁ ବଞ୍ଚିିତ ହେବେ ଶ୍ରଦ୍ଧାଳୁ
ପୁରୀ ଅଫିସ,୩୦।୬: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସ ତଥା ନବମୀ ତିଥିରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଦିନ ଓ ଆସିବା ଦିନକୁ ଛାଡ଼ି ଏକ ସପ୍ତାହ ପର୍ଯ୍ୟନ୍ତ…
ବିବାହର ୨ ଦିନ ପରେ ବର ମୃତ: ୯୫ ଅତିଥି କରୋନା ପଜିଟିଭ
ପାଟନା,୩୦।୬: ବିହାରର ରାଜଧାନୀ ପାଟନାରେ ଥିବା ଏକ ଗାଁରେ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୫ ଜଣ ଅତିଥି କରୋନା ମହାମାରୀରେ ପୀଡ଼ିତ ହୋଇଥିବା ଜଣାପଡିଛି। ସବୁଠାରୁ ବଡ ଦୁଃଖର କଥା ହେଲା ବିବାହର ଠିକ୍ ୨ ଦିନ ପରେ…
ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼
ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର ମଜା ଦେବା ପାଇଁ ଛାତ ଉପରେ ଏକ ଟିଭି ଆଣ୍ଟିନା ଉପରେ ଆରାମ ଚେୟାର…
ସୁଶାନ୍ତଙ୍କ ପାଇଁ ଭଉଣୀ ଲେଖିଲେ ଭାବପ୍ରବଣ ବାର୍ତ୍ତା: ଯେଉଁଠି ଅଛ, ଖୁସିରେ ରୁହ
ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଛି। ଏବେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଦୁନିଆ ଛାଡିବା ପରେ ସେ ତାଙ୍କ ସହ ଅନେକ ପ୍ରଶ୍ନ ଛାଡିଯାଇଛନ୍ତି। ପରିବାରର ଏକମାତ୍ର ପୁଅକୁ ହରାଇ ପିତାଙ୍କ ଆଖିରେ…
ଥାନାରେ ନାବାଳିକାଙ୍କୁ ରଖି ବଳାତ୍କାର ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
କଟକ ଅଫିସ,୩୦।୬: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ନାବାଳିକାଙ୍କୁ ରଖି ଥାନା ଅଧିକାରୀ ବଳାତ୍କାର କରିବା ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ମଙ୍ଗଳବାର ଏନେଇ ଡିଜିପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାକୁ ନେଇ…
ଯୌତୁକରେ ବାଇକ୍ ନ ମିଳିବାରୁ ମଣ୍ଡପରୁ ଉଠି ପଳାଇଲେ ବର, କନ୍ୟା କହିଲେ ଏମିତି
ପାଟନା,୩୦।୬: ବିହାରରେ ନାଳନ୍ଦା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନାଚ ଗୀତ ସହ ବର ଜବରଦସ୍ତ ରୋଷଣୀରେ କନ୍ୟା ଘରେ ପହଞ୍ଚିଥିଲେ ବର କିନ୍ତୁ ଯୌତୁକରେ ବାଇନ ଦିଆଯିବା ଶୁଣିବା ପରେ ସେଠୁ ଉଠି ପଳାଇଥିଲେ ବର। ଏହା…
ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଭିଡିଓରେ ଜଣେ ଯବାନ ଯବାନଙ୍କ ଜନ୍ମଦିନ ପାଳନ କରାଯାଉଥିବା ଦେଖାଯାଇଛି। ପାଖରେ କେକ୍ ନ…
ପୁଣି ଏକ ମହାମାରୀ ଆଶଙ୍କା: ଚାଇନାରେ ଚିହ୍ନଟ ହେଲା ନୂଆ ସ୍ବାଇନ ଫ୍ଲୁ ଜି-୪ ଭୂତାଣୁ
ବେଜିଂ, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ପୁଣି ଏକ ମହାମାରୀର ଆଶଙ୍କା କରାଯାଉଛି। ଚାଇନାରେ ସମ୍ପ୍ରତି ନୂଆ ପ୍ରକାର ସ୍ବାଇନ୍ ଫ୍ଲୁ ଚିହ୍ନଟ ହୋଇଛି। ଚାଇନାର ଗବେଷକ ଏହି ନୂଆ ମହାମାରୀ ଭୂତାଣୁକୁ ଚିହ୍ନଟ…
ମୌସୁମୀ ସକ୍ରିୟ: ୫ ଦିନ ସାରା ରାଜ୍ୟରେ ବର୍ଷା
ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ମଧ୍ୟ ପ୍ରଦେଶରୁ ଉପକୂଳ ଓଡିଶା ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା…
ଦେଶର ୨ ବୈଜ୍ଞାନିକ ପ୍ରସ୍ତୁତ କଲେ ଖାସ୍ ମାସ୍କ, ମୂଲ୍ୟ ମାତ୍ର ୧୦ ଟଙ୍କା
ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ-୧୯ ପାଇଁ କୌଣସି ଔଷଧ ଏବଂ ଟିକା ଉପଲବ୍ଧ ନହେବା କାରଣରୁ ମୃତ୍ୟୁ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଏଡାଇବା ପାଇଁ ଫେସ ମାସ୍କ ଏବଂ ସାମାଜିକ ଦୂରତା ଅନୁସରଣ…
ହଟିବନି ଜଳବନ୍ଦୀ, ହଟହଟା କରିବ ବର୍ଷା
ଭୁବନେଶ୍ୱର,୩୦।୬(ବ୍ୟୁରୋ): କରୋନା ପାଇଁ ୩ ମାସ ବିଏମ୍ସି କର୍ମଚାରୀ ଠିକ୍ ଭାବେ କାମ କରିପାରିଲେ ନାହିଁ। ଠିକାଦାର ଓ ଶ୍ରମିକମାନେ ମଧ୍ୟ ହାତବାନ୍ଧି ବସିଲେ। ଫଳରେ ଭୁବନେଶ୍ୱରର ୩୭ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଡ୍ରେନ୍ର ନିର୍ମାଣ ହୋଇପାରିଲା ନାହିଁ। ଲକ୍ଡାଉନ୍ ଓ…
Archives


