ଖଣି ଭୁଶୁଡ଼ି ୧୧୩ ମୃତ
ୟାଙ୍ଗୁନ୍,୩।୭:ଉତ୍ତର ମ୍ୟାନ୍ମାରରେ ଥିବା ଏକ ମୂଲ୍ୟବାନ୍ ରତ୍ନପଥର (ମଣି) ଖଣି ଗୁରୁବାର ଭୁଶୁଡ଼ି ପଡ଼ିବାରୁ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେଜଣ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। କଚିନ ରାଜ୍ୟର ହାପାକାଣ୍ଟ ଅଞ୍ଚଳରେ ଥିବା ଉକ୍ତ ଖଣିରୁ ଶ୍ରମିକମାନେ…
ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ
ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ବିସ୍ଥାପିତମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ…
ସହରବାସୀଙ୍କୁ ଆପ୍ରେ ମିଳିବ ସୂଚନା
ଅନୁଗୋଳ ଅଫିସ୍, ୩।୭ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସ ଜରିଆରେ କରୋନା ମୁକାବିଲା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାସୱାନ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର…
ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗଦେଲେ ସିମନ୍ସ
ମାଞ୍ଚେଷ୍ଟର, ୩।୭(ପି.ଟି.): ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗ ଦେଇଛନ୍ତି କୋଚ୍ ଫିଲ୍ ସିମନ୍ସ। ସମ୍ପର୍କିୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାପରେ ସେ କ୍ୱାରାଣ୍ଟାଇନରେ ରହିଥିଲେ। କୋଭିଡ-୧୯ ଟେଷ୍ଟ ନେଗେଟିଭ୍ ଆସିବାପରେ ସେ ଗୁରୁବାର ଦଳରେ…
କରୋନାରୁ ଆରୋଗ୍ୟ ହେଲେ ଜୋକୋଭିଚ୍
ବେଲଗ୍ରେଡ୍, ୨ା୭ (ଏପି)-ଦଶ ଦିନ ପୂର୍ବେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଷ୍ଟାର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଏବଂ ତାଙ୍କ ସ୍ତ୍ରୀ ଜେଲେନା ରୋଗମୁକ୍ତ ହୋଇଛନ୍ତି। କୋଭିଡ୍-୧୯ ଟେଷ୍ଟରେ ସେମାନଙ୍କର ନେଗେଟିଭ୍ ଆସିଥିବା ଜୋକୋଭିଚ୍ଙ୍କ ମିଡିଆ ଟିମ୍ କହିିଛି। ସର୍ବିୟା…
ବର ସହ ଆସିଥିବା ଯୁବକକୁ ବିବାହ କରିବାକୁ ଜିଦି କଲେ କନ୍ୟା; ଏହାପରେ କ’ଣ ହେଲା ଜାଣନ୍ତୁ…
ବାହାଘର ଲାଗି ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। ଆଉ କିଛି ସମୟ ପରେ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ପରସ୍ପରର ସାଥୀ ହୋଇଥାନ୍ତେ ବରକନ୍ୟା। କିନ୍ତୁ ହଠାତ୍ ବଦଳି ଗଲା ପରିସ୍ଥିତି। ବରକୁ…
ରାଜଧାନୀରେ ଖୋଲିବ ମଲ
ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଆଗକୁ ଖୋଲିପାରେ ଶପିଂ ମଲ ଓ ମଲ୍ଟିପ୍ଲେକ୍ସ। ଏନେଇ ସମ୍ପୃକ୍ତ ମାଲିକଙ୍କ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ଆଲୋଚନା କରୁଥିବା ଜଣାପଡିଛି। ମଲ୍ଟି ବ୍ରାଣ୍ଡ୍ ମଲ ଖୋଲିବା ନେଇ ସ୍ବତନ୍ତ୍ର ଗାଇଡ୍ଲାଇନ ପ୍ରସ୍ତୁତ କରାଯିବ।…
ରକ୍ତ ହେଲା ପର: ପ୍ରତିଶୋଧରୁ ଗୁଳିମାଡ
ଖୋର୍ଦ୍ଧା ଅଫିସ, ୨ା୭:ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଗୁଳି ଫୁଟିଛି। ସାନଭାଇ ଗୁଳିମାଡ଼ରେ ବଡଭାଇ ଗୁରତର ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ କାହ୍ନୁ ପରିିଡ଼ା (୩୭)। ଗୁଳି ନାକ ପାଖରେ ବାଜି ଭିିତରେ ରହିଥିବା…
ଏଟିଏମ ଚୋରି ପାଇଁ ମାଟିତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ ଖୋଳିଥିଲେ ଲୁଟେରା
ପାଟନା, ୨।୭- ଚୋରି ପାଇଁ ଲୁଟେରାମାନେ କେଉଁଭଳି ଅଭିନବ ଉପାୟ ଅବଲମ୍ବନ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର ନାଓ୍ବାଡା ଜିଲାରେ ଦେଖିବାକୁ ମିଳିଛି। ଏଟିଏମ୍ ଚୋରି କରିବା ପାଇଁ ଲୁଟେରାମାନେ ମାଟି ତଳେ ୮ ଫୁଟ ଲମ୍ବାର ସୁଡ଼ଙ୍ଗ…
୭୦ ବର୍ଷରେ ବିଶ୍ୱରେ ଡ୍ରାଭିଡ୍ ହିଁ ଏହି ବିରଳ ରେକର୍ଡର ହୋଇଥିଲେ ନିକଟତର
ନୂଆଦିଲ୍ଲୀ, ୨।୭- ବିଶ୍ୱ କ୍ରିକେଟ୍ରେ ଗତ ୭୦ ବର୍ଷ ମଧ୍ୟରେ ଭିଭିଆନ ରିଚାଡର୍ସଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ପରି ଅନେକ ମହାନ କ୍ରିକେଟର୍ ସୃଷ୍ଟି ହୋଇଛନ୍ତି। କିନ୍ତୁ ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍ ଓ୍ବେଷ୍ଟଇଣ୍ଡିଜର…
କୁମ୍ଭୀର ମାରି ମାଂସ ଖାଇବା ଘଟଣା: ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ
ମାଲକାନଗିରି,୨ା୭(ଡି.ଏନ୍.ଏ.)-ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଅଞ୍ଚଳରେ ଏକ କୁମ୍ଭୀରକୁ ସାବେରୀ ନଦୀରୁ ଧରି କେତେକ ଲୋକ ତାକୁ ଗଛରେ ବାନ୍ଧି ମାଂସ କାଟି ନେଇଥିବା ଘଟଣାରେ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି। କାଲିମେଳା ବନାଞ୍ଚଳ ଅଧିକାରୀ…
ଛୁଟିରେ ଘରକୁ ଆସିଥିଲେ: କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ
ମାଲକାନଗିରି,୨ା୭(ସ୍ବ.ପ୍ର.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ମାଓବାଦୀ ମାନେ ସକ୍ରିୟ ହୋଇଛନ୍ତି। ଜଣେ ସହକାରୀ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ସୋମାର ପୋୟାମ। ସେ ନିକଟରେ ଛୁଟିରେ ମାଥାବାଡା ଗ୍ରାମସ୍ଥିତ ନିଜ ଘରକୁ ଆସିଥିଲେ। ବୁଧବାର ରାତି…
Archives


