ସ୍ବାମୀଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ
ଜଗତ୍ସିଂହପୁର ଅଫିସ,୨ା୭: ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନ୍ରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ଏହାକୁ ସହି ନ ପାରି ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଏରସମା ଥାନା…
ବଦଳିଲା କଟକ ମାଲଗୋଦାମ ଖୋଲିବା ସମୟ
କଟକ ଅଫିସ,୨ା୭: କଟକ ମାଲ ଗୋଦାମ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହୋଇଛି। ଏ ନେଇ କଟକ ବଣିକ ସଂଘ, ମାଲଗୋଦାମ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଗୁରୁବାର କାର୍ଯ୍ୟାଳୟ ପରିସରରେ ଚାଉଳ ବ୍ୟବସାୟୀ ସଂଘ ଏବଂ…
କରୋନା ଶୂନ୍ୟ ହେବା ପରେ ଏକାଠି ରାତ୍ରୀ ଭୋଜନକରି ଉତ୍ସବ ମନାଇଲେ ସହରବାସୀ
ଚେକ୍ ରିପବ୍ଲିକର ରାଜଧାନୀ ପ୍ରାଗ ଚାଲର୍ସ ବ୍ରିଜ୍ରେ ଏକ ସୁନ୍ଦର ରାତ୍ରୀ ଭୋଜନର ଆୟୋଜନ ହୋଇଛି। ଏପରି ଉତ୍ସବ ମନାଇବାର କାରଣ ହେଉଛି ବର୍ତ୍ତମାନ ଏହି ସହରରେ ଜଣେ ହେଲେ କରୋନା ପଜିଟିଭ ନାହାନ୍ତି। ଏହି ଖୁସିକୁ ମନାଇବା ପାଇଁ ସହରର…
କୋଚ୍ଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ, ୨।୭- ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର୍ ଗ୍ରାଣ୍ଟ ପ୍ଲାଓ୍ବାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ ଜାତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ରହିଥିଲେ। ଏହି ସମୟ ମଧ୍ୟରେ ଘଟିଯାଇଥିବା ଏମିତି ଏକ ଘଟଣାକୁ ଫ୍ଲାଓ୍ବାର ଏବେ ସାମ୍ନାକୁ ଆଣିଛନ୍ତି, ଯାହାକୁ ଶୁଣିଲେ…
୧୯୯୮ରେ ମୁକ୍ତି ଲାଭ କରିଥିବା ଏହି ୬ ଟି ଫିଲ୍ମ ହୋଇଥିଲା ସୁପରହିଟ୍
ଭାରତର ଲୋକ ବଲିଉଡ ଚଳଚ୍ଚିତ୍ରକୁ ଅଧିକ ଭଲ ପାଆନ୍ତି । ୯୦ ଦଶକରେ ଚଳଚ୍ଚିତ୍ରରେ ଅନେକ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଅନେକ ନୂତନ କଳାକାର ବଲିଉଡରେ ପ୍ରବେଶ କରିଥିଲେ। ୧୯୯୮ ବଲିଉଡ ଜଗତ ପାଇଁ ବହୁତ ଅସ୍ଥିର ଥିଲା। ଯେଉଁ…
ଜାଣନ୍ତି ଟ୍ରେନ୍ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ
ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି ସମସ୍ୟା ଖୁବ୍ ଶୀଘ୍ର ଦୂରେଇ ଯିବ। ପୁଣି ସମସ୍ତ ଟ୍ରେନ୍ ଚଳାଚଳ ସ୍ବାଭବିକ ହେବ।…
ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଏମିତିକି ବଲିଉଡ୍ର କେତେଜଣ ସେଲିବ୍ରିଟି ମଧ୍ୟ ଏହାକୁ ବିଶ୍ୱାସ କରି ପାରୁ…
ସୁଶାନ୍ତଙ୍କ ଘରେ ଥାଇ ବି ଆତ୍ମହତ୍ୟା ନେଇ ଜାଣିପାରିଲେନି ଏହି ବନ୍ଧୁ
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ। ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗୁଲ୍ରେ ନିଜ ନାମକୁ ସର୍ଚ୍ଚ କରିଥିଲେ। ଏପରିକି…
ସାନିଟାଇଜରରେ ହାତ ସଫା କରି ମ୍ୟାଚ୍ ଖେଳିଲେ ଇଂଲଣ୍ଡ କ୍ରିକେଟର୍
ଲଣ୍ଡନ, ୨।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ମଧ୍ୟରେ ୩ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ ଚଳିତ ମାସ ୮ରୁ ଖେଳାଯିବ। ମହାମାରୀ କରୋନା ଭାଇରସ ଲାଗି ଦୀର୍ଘ ୩ ମାସ ହେବ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ…
ନିଜ ସୁପରହିଟ୍ ଗୀତରେ ନାଚିଲେ ମାଧୁରୀ: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ର ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କ ଡ୍ୟାନ୍ସ ଓ ଏକ୍ସପ୍ରେଶନ ପାଇଁ ବେଶ୍ ପରିଚିତ। ‘ତେଜାବ’ ଫିଲ୍ମରୁ ହିଟ୍ ହୋଇଥିବା ଏହି ନାୟିକାଙ୍କର ଏବେବି ବଲିଉଡ୍ରେ କ୍ରେଜ୍ ରହିଛି। ଏବେ ସେ ବଡ ପରଦାରେ ଏତେଟା ନଜର…
ପୂଜାଙ୍କ ସ୍ଥାନ ନେଲେ ପରିଧି
ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ‘ଜଗତ୍ ଜନନୀ ମା’ ବୈଷ୍ଣୋ ଦେବୀ’ କାହାଣୀ ପୁଣିଥରେ ଛୋଟ ପରଦାକୁ ଫେରୁଛି। ଶୋ’ରେ ବୈଷ୍ଣୋ ଦେବୀ ଚରିତ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ବାନାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ଚରିତ୍ରରେ ପରିଧି ଶର୍ମାଙ୍କୁ ଦେଖିବାକୁ…
ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଓ୍ବିକିପିଡିଆ ହୋଇଥିଲା ଅପଡେଟ୍, ଜାଣନ୍ତୁ ଏଥିରେ କ’ଣ ରହିଛି ସତ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଦିନକୁ ଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ ତାଙ୍କ ଓ୍ବିକିପିଡିଆ ପେଜ୍କୁ ନେଇ ବେଶ୍ ଗରମାଗରମ ଖବର ଶୁଣିବାକୁ ମିଳୁଛି। ତାଙ୍କ ଓ୍ବିକିପିଡିଆ…
Archives


