ପୂର୍ବ ଶତ୍ରୁତାରୁ ବୋମାମାଡ଼: ଜଣେ ମୃତ
ବାଙ୍କୀ,୨୪।୮(ଡି.ଏନ୍.ଏ.): କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଲପୁର ଆନନ୍ଦ ପାଟଣା ସାହିରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଉକ୍ତ ଗ୍ରାମର ଗୋବିନ୍ଦ ବେହେରା। ସୂଚନାଯୋଗ୍ୟ, ଗୋବିନ୍ଦ ବାଇକ୍ ଯୋଗେ…
ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪
ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ମାଲକାନଗିରି, ୨୪।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର ୭, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪, ମାଲକାନଗିରି ବ୍ଲକରୁ ୪, ମାଥିଲି ବ୍ଲକରୁ…
ନିରାଡାମ୍ବରାରେ ମା’ଙ୍କ ମହାଷ୍ଟମୀ ପୂଜା
ପାଟଣା,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ୩ ଶହ ବର୍ଷର ପ୍ରାଚୀନ ଦୁର୍ଗା ମଣ୍ଡପ ଓ ପାଟଣା ମୁଖ୍ୟାଳୟସ୍ଥିତ ମଣ୍ଡପରେ ମା’ ଦୁର୍ଗାଙ୍କ ମହାଷକଟମୀ ପୁଜା ନିରଡାମ୍ବର ଭାବେ ପାଳିତ ହେଉଛି। କୋଭିଡ କଟକଣାକୁ ଦୃଷ୍ଟିରେ…
ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ
ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍ ରଙ୍ଗର କାର ପ୍ରବଳ ବର୍ଷା ପାଣିରେ ଚାହୁଁଚାହୁଁ ବୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ୩୦…
ଛୁଟି କାଟିବାକୁ ଯାଇ ବଲିଉଡ୍ ବାଦଶାହଙ୍କର ହେଲା ଏମିତି ଅବସ୍ଥା
ବଲିଉଡ୍ର ପ୍ରସିଦ୍ଧ ରାପର ବାଦଶାହଙ୍କ ଏକ ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି। ଫଟୋଟିକୁ ବାଦ୍ଶାହ ନିଜେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ମୁହଁ ଲାଲ ଦେଖାଯାଉଥିବା ବେଳେ ଚମଡ଼ା ମଧ୍ୟ ଛାଡିଯାଇଛି। ଏହାସାଙ୍ଗକୁ ତାଙ୍କ ମୁହଁ,…
ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ
ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ଚିରାଗ କହିଛନ୍ତି ବିହାରରେ ଚୋରା ମଦ ବେପାର ଚାଲିଛି। ଏସମ୍ପର୍କରେ ନୀତିଶଙ୍କୁ ସବୁ ଜଣା। ମାତ୍ର ସେ…
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଦର୍ଶ କ’ଣ କୁହନ୍ତି ଜାଣନ୍ତୁ
ଜୁନାଗଡ଼,୨୪।୧୦(ଡି.ଏନ୍.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ କଳାହାଣ୍ଡି ଜିଲା ଜୁନାଗଡ଼ ସହରର ଆଦର୍ଶ ସେଠୀ କୃତକାର୍ଯ୍ୟ ହୋଇଛନ୍ତି। ଆଦର୍ଶ ବରଗଡ଼ର ବିକାଶ ରେସିଡେଣ୍ଟାଲରୁ ଦଶମରେ ୯୭ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ପରେ ସେ ଭୁବନେଶ୍ୱରସ୍ଥିତ ଡିଏଭିରୁ ୯୭…
ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍ କଲେ ନେପାଳର ପୁରୁଣା ମାନଚିତ୍ର
ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ ସାମନ୍ତ କୁମାର ଗୋଏଲ୍ଙ୍କୁ ଭେଟିବା ପରେ ଓଲିଙ୍କ ସ୍ବରରେ ପରିବର୍ତ୍ତନ ଆସିଛି। ଭାରତ ନେପାଳ…
ସନ୍ଦେହ ଘେରରେ ପୋଲିସ: ବଳାତ୍କାର ମାମଲାରେ ଜେଲରେ ଥିବା ନାରାୟଣ ସାଇଙ୍କ ନିକଟରୁୁ ମିଳିଲା ମୋବାଇଲ
ସୁରଟ,୨୪ ।୧୦: ବଳାତ୍କାର ମାମଲାରେ ଜେଲରେ ସଜା କାଟୁଥିବା ନାରାୟଣ ସାଇଙ୍କ ପାଖରେ ମୋବାଇଲ ଫୋନ ମିଳିବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ । ଏହାକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିଛି । ନାବାଳିକା ବଳାତ୍କାର ମାମଲାର ଅଭିଯୁକ୍ତ ତଥା…
ବରଗଡ଼ରୁ ପୁଣି ଜଣଙ୍କ କରୋନାରେ ମୃତ୍ୟୁ: ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪ରେ ପହଞ୍ଚିଲା
ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସେହିପରି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ମୁମ୍ବାଇରେ ହାଇ ପ୍ରୋଫାଇଲ ସେକ୍ସ ର଼୍ୟାକେଟ: ହୋଟେଲରୁ ୩ ଅଭିନେତ୍ରୀ ଗିରଫ
ମୁମ୍ବାଇ, ୨୪।୧୦: ମୁମ୍ବାଇ ଉପନଗର ଗୋରେଗାଓଁର ଏକ ୫ଷ୍ଟାର ହୋଟେଲରେ ଚାଲିଥିଲା ସେକ୍ସ ର଼୍ୟାକେଟ୍। ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୋଲିସ ଉକ୍ତ ହୋଟେଲ ଉପରେ ଚଢ଼ାଉ କରି ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ…

