Home Left

ଇମରଜେନ୍ସି ଲାଇଟ୍‌ ଭିତରେ ସୁନାଇଟା ଚୋରା ଚାଲାଣ

ଜୟପୁର, ୪।୭: ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସୁନାଇଟା କାରବାର ଧରା ପଡ଼ିଛି। ୩୧.୯୯ କିଲୋଗ୍ରାମ୍‌ର ସୁନାଇଟା ଚୋରା ଚାଲାଣ ହେଉଥିବାବେଳେ କଷ୍ଟମ ଅଫିସର ଏହାକୁ ଜବତ କରିଛନ୍ତି। କାରବାରରେ ଲିପ୍ତଥିବା ୧୪ଜଣଙ୍କୁ ଗତରଫ କରାଯାଇଛି। ସୁନାଇଟାଗୁଡ଼ିକ ୨ଟି ଚାର୍ଟର…

କରୋନା ପରିଚାଳନା ଲାଗି ୬ ଓଏଏସ୍‌ ଗଞ୍ଜାମ ପାଇଁ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ପରିଚାଳନା ଲାଗି ୨ ଆଇଏଏସ୍‌ଙ୍କ ସହ ୬ ଓଏଏସ୍‌ ଗଞ୍ଜାମ ଜିଲା ପାଇଁ ନିଯୁକ୍ତି ହୋଇଛନ୍ତି। ସେମାନେ ଜିଲା ପ୍ରଶାସନ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ୬…

କରୋନା ସଙ୍କଟ ଯୋଗୁ ସ୍ଥଗିତ ହେଲା ଅଜୟଙ୍କ ଏହି ଫିଲ୍ମ: ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: କରୋନା ଭାଇରସ୍‌ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏଭଳି ପ୍ରଭାବ ପକାଇଛି, ଯାହା ଦୀର୍ଘ ଦିନ ଧରି ଦେଖାଯିବ। କୋଟି କୋଟି ଟଙ୍କାର କ୍ଷତି ସହିଥିବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଏବେ ପୁଣିଥରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରୁଛି। ଇତିମଧ୍ୟରେ ଏକ…

ଚାଇନାକୁ ପୁଣି ଝଟ୍‌କା: ହାତରୁ ଗଲା କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ

ଲକ୍ଷ୍ନୌ, ୪।୭: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହେବା ପରେ ଦେଶରେ ଚାଇନା ବିରୋଧୀ ଅଭିଯାନ ଜାରି ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଚାଇନାକୁ ପୁଣି ଏକ ଝଟ୍‌କା ଦିଆଯାଇଛି। କାନପୁର-ଆଗ୍ରା ମେଟ୍ରୋ…

ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ଜୀବନଗଲା: ଭଉଣୀ ଦେଲେ ଏତଲା

ଡାବୁଗାଁ,୪।୭(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ମୃତ୍ୟୁ ଘଟିଛି। ମୃତ ମାମୁ ହେଲେ ଗୌରଚନ୍ଦ୍ର ଗୌଡ(୫୦)। ସୂଚନାଯୋଗ୍ୟ, ଗୌରଚନ୍ଦ୍ର ଓ ସ୍ତ୍ରୀ ବୁଡ଼ୁଙ୍କ ମଧ୍ୟରେ କୌଣସି…

ସୀମା ପାରରୁ ଡ୍ରୋନ୍‌ ଜରିଆରେ ସ୍ନାଇପର ଗନ୍‌ ପଠାଉଛି ଏହି ଦେଶ: ଏନ୍‌ଆଇଏ କରିବ ଯାଞ୍ଚ

ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମଳୁଛି। ନିକଟରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଓ ଜମ୍ମୁ-କଶ୍ମୀର ପୋଲିସ(ଜେକେପି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ…

ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନଙ୍କ ଅବସର

ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନ୍‌ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍‌ ଡାନ୍‌ ୩୬ ବର୍ଷରେ ଖେଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୨୦୦୮ ବେଜିଂ ଅଲିମ୍ପକ୍ସ ଓ…

ଗଞ୍ଜାମ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍‌ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ୨ ଆଇଏଏସ୍‌ ଅଫିସର କରୋନା ପରିଚାଳନା ପାଇଁ ଜିଲାକୁ ଯିବେ। ସରକାର ଉକ୍ତ ଜିଲା ପାଇଁ ୨ ସ୍ପେଶାଲ ଏଡିଏମ୍‌ଙ୍କୁ ନିଯୁକ୍ତି କରିଛନ୍ତି। ସେମାନେ…

ଅପରାହ୍ନ ସାଢ଼େ ୨ଟାରେ ରାଜ୍ୟ ସରକାରଙ୍କ ଜରୁରୀ ପ୍ରେସ୍‌ମିଟ୍‌

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଜନିତ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥଳେ ପରିସ୍ଥିତିକୁ କିଭଳି ସାମ୍ନା କରିହେବ ତାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ତେବେ ଶନିବାର ଅପରାହ୍ନ ସାଢ଼େ ୨ଟାରେ ଜରୁରୀ ପ୍ରେସ୍‌ମିଟ୍‌ ହେବ।…

ଏହା ହେଉଛି ଶୀଘ୍ର ବୁଢ଼ା ହେବାର କାରଣ, ଏଡ଼ାଇବାର ସହଜ ଉପାୟ ଜାଣନ୍ତୁ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଜଣେ ସାଧାରଣ ବାଳକ ଥିଲେ। ହେଲେ ତାଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତି ଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ମଣିଷ ଜୀବନରେ ଏହି ନୀତିର ବ୍ୟବହାର ଫଳରେ ସର୍ବଦା ସୁଖ, ସ୍ବାଚ୍ଛନ୍ଦ୍ୟ, ଧନ,…

ହାତବାନ୍ଧି ବସିଛନ୍ତି ଅଟୋ ଚାଳକ: ଭଡା ପାଇଁ ବାହାରିଲେ ପୋଲିସ ପାହାରକୁ ଡର

ଗଞ୍ଜାମ,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ଜଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ, ଶଟ୍‌ଡାଉନ ସହ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ଅଟୋ ଚାଳକ। ଭଡା ପାଇଁ ବାହାରିଲେ…

ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌: ଭାରତର ଏହି ସହରରେ ହେବ ନିର୍ମାଣ

ଜୟପୁର, ୪।୭: ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌ ଭାରତରେ ନିର୍ମାଣ ହେବ। ଷ୍ଟାଡ଼ିୟମ୍‌ଟି ରାଜସ୍ଥାନର ଜୟପୁରରେ ନିର୍ମିତ ହେବ। ଏଥିଲାଗି ୩୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାର ଡିଜାଇନିଂକୁ ଇତିମଧ୍ୟରେ ମଞ୍ଜୁରୀ ମିଳିଛି। ଚୈମ୍ପ୍‌ ଗାଁ ନିକଟରେ ନିର୍ମାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri