Posted inUncategorized

ଏମିତି ଦେଶ, ଯେଉଁଠି ସନ୍ତାନ ଜନ୍ମ ଦେଲେ ପିଲା ପିଛା ମିଳେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସନ୍ତାନ ଜନ୍ମ ଦେଲେ ମାତାପିତାଙ୍କୁ ପୁରସ୍କାର ସ୍ବରୂପ ମିଳିଥାଏ ଲକ୍ଷାଧିକ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ଫିନ୍‌ଲ୍ୟାଣ୍ଡ। ଏଠାକାର ଲେଷ୍ଟିଜାରଓ୍ବିରେ ସନ୍ତାନ ଜନ୍ମ ହେଲେ ପ୍ରତି ପିଲା ପିଛା ୧୦ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭ ଲକ୍ଷ ୮୬ ହଜାର ଟଙ୍କା ମିଳିଥାଏ। ଏହି ଗାଁରେ ବର୍ଷକ ଭିତରେ ମାତ୍ର ଜଣେ ଶିଶୁ ଜନ୍ମ ନେଇଥିଲା। ତେଣୁ ଲେଷ୍ଟିଜାର୍‌ଓ୍ବିର ନଗରପାଳିକା ‘ବେବି ବୋନସ୍‌’ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଶିଶୁଟିଏ ଜନ୍ମ ନେଲେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୧୩ରୁ ଏହି ଯୋଜନା ଆରମ୍ଭ ହେବା ପରେ ଆଜି ପର୍ଯ୍ୟନ୍ତ ୬୦ ଶିଶୁ ଜନ୍ମ ହୋଇଛନ୍ତି। କିନ୍ତୁ ଏହାର ୭ ବର୍ଷ ପୂର୍ବରୁ ଏଠାରେ ମାତ୍ର ୩୮ ଜଣ ଶିଶୁ ଜନ୍ମ ନେଇଥିଲେ। ଯାହା ଚିନ୍ତାଜନକ ଥିଲା। ଏହି ଗାଁରେ ବର୍ତ୍ତମାନ ୮୦୦ ଲୋକ ବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଏହି ଜନସଂଖ୍ୟା ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ତାଲିକାରେ ୨୬ ବିଲ୍‌

ନୂଆଦିଲ୍ଲୀ,୨୫।୧୧: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଓ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସମେତ...

ବସୁମତୀ ସ୍ନାନ ସହ ଶେଷ ହେଲା ରଜ

ଓଡ଼ିଶାର ଗଣପର୍ବ ରଜ। ଏହାର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ।...

ପନିରସେଲ୍‌ଭାମଙ୍କ ଭାଇ ଏଆଇଏଡିଏମ୍‌କେରୁ ବହିଷ୍କୃତ

ଚେନ୍ନାଇ,୬।୩: ଶଶିକଳାଙ୍କୁ ଭେଟିଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲ୍‌ଭାମଙ୍କ ଭାଇ ଓ. ରାଜାଙ୍କ ସମେତ ଥେନି ଜିଲାର ଅନ୍ୟ ୩ ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ...

୧୬,୫୦୦ କୋଟିର ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ

ଭୁବନେଶ୍ୱର,୨୨।୧୧: ଦେଶର ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଆର୍ସଲମିତ୍ତଲ୍‌-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ଏସାର ଗ୍ରୁପଠାରୁ ୨ଟି ପୋର୍ଟସେଟ୍‌ ଏବଂ ଏକ ପାୱାର ପ୍ଲାଣ୍ଟ ଅଧିଗ୍ରହଣ...

ନିଯୁକ୍ତିରେ ବିବିଧତା

ହରିଶଙ୍କର ମିଶ୍ର ଆମ ରାଜ୍ୟର ଯେକୌଣସି କାର୍ଯ୍ୟାଳୟ, ବିଦ୍ୟାଳୟ ବା ଚିକିତ୍ସାଳୟକୁ ଗଲେ ଜଣାଯିବ ଯେ ଏକାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲିଥିବ। କିଛି ପଦବୀରେ ଚୁକ୍ତିଭିତ୍ତିକ...

Featured Video Play Icon

ଶୀତଦିନେ ତ୍ୱଚାର ଯତ୍ନ

ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବା ଠାରୁ...

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ...

ରାହୁଲ ଗାନ୍ଧୀଙ୍କୁ ସ୍କୁଲ ପଠାଯାଉ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ମଙ୍ଗଳବାର ଲୋକସଭାରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ଗିରିରାଜ ସିଂ...

Advertisement
Archives

Model This Week