ବିନା ମାସ୍କଧାରୀଙ୍କଠାରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ କଲା ଗଞ୍ଜାମ ପୋଲିସ
ଛତ୍ରପୁର,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ବୁଧବାରଠାରୁ ଏନ୍ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ନ ପିନ୍ଧି ଥିବା ଲେକଙ୍କଠାରୁ ୧ ଲକ୍ଷ ୨୯ ହଜାର ୯…
ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ ହାଣିଲେ ଦୁର୍ବୁତ୍ତ
ଯାଜପୁର ଅଫିସ, ୯।୭- ଯାଜପୁର ରୋଡ ଥାନା ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି। ଏହାସହ ତାଙ୍କ ସହିତ ଯାଉଥିବା ଅନ୍ୟଜଣେ ଶିକ୍ଷକ ଗୁରୁତର ଆହତ…
ଜ୍ୱାଇଁଙ୍କୁ ୬୭ ପ୍ରକାର ଖାଦ୍ୟ ପରଷିଲେ ଶାଶୁ ମା’
ହାଇଦ୍ରାବାଦ୍, ୯।୭: ଜ୍ୱାଇଁଙ୍କୁ ଘରେ କୁଣିଆ କରିବା ଲାଗି ଶାଶୁ ମା’ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି। କିଭଳି ଜ୍ୱାଇଁ ପୁଅଙ୍କ ୬ ତିଅଣ ୯ ଭଜାରେ ଖାଇବାକୁ ଦିଆଯିବ ଏଥିଲାଗି ଝିଅ ଘର ପକ୍ଷରୁ ପ୍ରୟାସ କରାଯାଇଥାଏ। ଆନ୍ଧ୍ରପ୍ରଦେଶରେ ଏଭଳି…
ଅଷ୍ଟ୍ରେଲିଆରେ ଟିକ୍ଟକ୍ ମନା
ସିଡ୍ନୀ,୯।୭: ସାଇଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏବେ ଭାରତ ପରେ ଅଷ୍ଟ୍ରେଲିଆରେ ମଧ୍ୟ ଟିକ୍ଟକ୍କୁ ବ୍ୟାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଏକ ଚାଇନା ଆପ୍ ହୋଇଥିବା ବେଳେ ଏଥିରେ ଡାଟା ଚୋରି ହେବାର ସମ୍ଭାବନା…
ଟ୍ରମ୍ପ୍ ଦୁନିଆର ସବୁଠାରୁ ଭୟଙ୍କର ବ୍ୟକ୍ତି: ସେ ମହାଠକ ବୋଲି କହିଲେ ଝିଆରି ମେରୀ
ଓ୍ବାଶିଂଟନ, ୯।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ନେଇ ତାଙ୍କ ଝିଆରି ମେରୀ ଟ୍ରମ୍ପ୍ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋ ଦାଦା ଜଣେ ମହାଠକ। ତାଙ୍କ ଭଳି ଭୟଙ୍କର ବ୍ୟକ୍ତି ଏ ପୃଥିବୀରେ ଅନ୍ୟ କେହି ନାହାନ୍ତି। ତାଙ୍କୁ…
ବାଡିରେ ଏହି ସବୁ ପରିବା ଚାଷ କରିଛନ୍ତି ଧୋନୀ
ଭାରତୀୟ କ୍ରିକେଟ ଦଳକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ଛାଡି ଚାଷ କରୁଛନ୍ତି। କ୍ରିକେଟ ପଡ଼ିଆରେ ଚୌକା ଓ ଛକା ମାରିଥିବା ଧୋନୀ ଆଜିକାଲି ନିଜ ଫାର୍ମରେ ଟମାଟୋ, କୋବି, ଅମୃତଭଣ୍ଡା,…
ବୁଗୁଡ଼ାରେ ମେଡିଶିନ ଷ୍ଟୋର ମାଲିକ କରୋନା ଆକ୍ରାନ୍ତ: ଷ୍ଟୋର ସିଲ୍ କଲା ଜିଲା ପ୍ରଶାସନ
ବୁଗୁଡା,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଗୁଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି। ବୁଗୁଡା ଏନ୍ଏସିରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହୋଇ ଥିବା ବେଳେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଏହା ୬୧ରେ ପହଞ୍ଚି ଥିବା…
ଡିଭାଇନ୍ ନ୍ୟୁଜିଲାଣ୍ଡ ଅଧିନାୟିକା
ଓ୍ବେଲିଂଟନ,୯।୭(ପି.ଟି.): ଅଲରାଉଣ୍ଡର ସୋଫି ଡିଭାଇନ୍ ନ୍ୟୁଜିଲାଣ୍ଡ ମହିଳା ଦଳର ଫୁଲ୍ ଟାଇମ୍ ଅଧିନାୟକ ଭାବେ ନିଯୁକ୍ତି ପାଇବେ। ଆମି ସାଟରଥଓ୍ବେଟ୍ଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ମା’ ହେବା ପାଇଁ ଛୁଟି ରେ ଥିବା ଆମି ପ୍ରତ୍ୟାବର୍ତ୍ତନ…
ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କ…
ଗଞ୍ଜାମରେ ମୋବାଇଲ ସ୍ବାବ ସଂଗ୍ରହ, ଆଣ୍ଟିଜେନ୍ ଟେଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ହେଲା ଆରମ୍ଭ
ଛତ୍ରପୁର,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ସ୍ବାବ ସଂଗ୍ରହ ଓ କରୋନା ଟେଷ୍ଟିଂ ବୃଦ୍ଧି ନେଇ ଜିଲା ପ୍ରସାଶନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଜିଲାରେ ମୋବାଇଲ ସ୍ବାବ ସଂଗ୍ରହ ମୁଖ୍ୟମନ୍ତ୍ରୀଙ୍କ…
ଗହଣା କଳା ପଡ଼ିଯାଉଛି କି ତେବେ ଏଭଳି ନିଅନ୍ତୁ ଯତ୍ନ
ବର୍ତ୍ତମାନ ସମୟରେ ସୁନାରୁପାଠାରୁ ଅଧିକ ପ୍ଲାଟିନମ ଓ ଇମିଟେସନ୍ ଗହଣାର ଚାହିଦା ରହିଛି। କମ୍ ଖର୍ଚ୍ଚରେ ମିଳୁଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର ନଚେତ୍ ଏହା କଳା ପଡ଼ିଯିବ।…
ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ କରାଯାଉ ସ୍ବାବ ଟେଷ୍ଟ: ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ
ଶେରଗଡ଼,୯।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏ ନେଇ ଶିକ୍ଷକ ମାନଙ୍କୁ କ୍ୱାରାଣ୍ଟାଇନ କାର୍ଯ୍ୟରେ ନିୟୋଜିତ କରୁଛି ବ୍ଲକ ପ୍ରଶାସନ। ସେମାନେ ତାଙ୍କ ଜୀବନକୁ ବିପଦରେ ପକାଇ କାମ କରୁଛନ୍ତି। ମାତ୍ର ସରକାର…
Archives


