ଦୀପକ ମହାନ୍ତି ଇସ୍ପାତ ଓ ଖଣି ବିଭାଗ ଓଏସ୍ଡି ନିଯୁକ୍ତ
ଭୁବନେଶ୍ୱର,୧୪।୭(ବ୍ୟୁରୋ): ଚାକିରିରୁ ଅବସର ନେଇଥିବା ଦୀପକ ମହାନ୍ତିଙ୍କୁ ରାଜ୍ୟ ସରକାର ଇସ୍ପାତ ଓ ଖଣି ବିଭାଗର ଓଏସ୍ଡି ତଥା ଅତିରିକ୍ତ ସଚିବ ଭାବେ ପୁନଃ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏ ନେଇ…
ନେପାଳରେ ବର୍ଷା ସହ ଭୂସ୍ଖଳନ
କାଠମାଣ୍ଡୁ,୧୪।୭: ନେପାଳରେ ଗତ ୪ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଜାରି ରହିଛି। ଏଥିଯୋଗୁ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ପଶ୍ଚିମ ନେପାଳର ମିଆଗ୍ଡି ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ…
ଯୁଦ୍ଧଜାହାଜରେ ନିଆଁ: ୫୭ ଆହତ
ସାନ୍ ଡିଏଗୋ(ୟୁଏସ୍),୧୪ା୭: ଆମେରିକା ନୌସେନାର ଏକ ଯୁଦ୍ଧଜାହାଜରେ ନିଆଁ ଲାଗିଯିବାରୁ ୫୭ ଜଣ ଆହତ ହୋଇଛନ୍ତି। ମେଣ୍ଟେନାନ୍ସ ପାଇଁ ୟୁଏସ୍ଏସ୍ ବୋନହୋମେ ରିଚାର୍ଡ ନାମକ ଏହି ଜାହାଜ ବର୍ଥ ମଧ୍ୟରେ ରହିଥିବାବେଳେ ଭିତରେ ଥିବା ଷ୍ଟୋରେଜ୍ ଅଞ୍ଚଳରେ ରବିବାର ସକାଳେ ନିଆଁ…
ପୋଲିସ ବିରୋଧରେ ଗର୍ଜିଲା ଭାଜପା
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସା ଲାଗିରହିଛି। ଏହି ହିଂସାରେ ପଞ୍ଚାୟତର ମହିଳାମାନେ ଶିକାର ହୋଇଛନ୍ତି ା ବିଜେଡି ସମର୍ଥକମାନେ ତଥା କର୍ମକର୍ତ୍ତାମାନେ ଗ୍ରାମର ମହିଳାଙ୍କ ଉପରେ…
ଜାମିନ ପାଇଁ ହାଇକୋର୍ଟ ଗଲେ ବାର୍ବରା ରାଓ
ମୁମ୍ବାଇ,୧୪ା୭: ଏଲ୍ଗାର ପରିଷଦ ମାମଲାରେ ଟାଲୋଜା ଜେଲ୍ରେ ବିଚାରାଧୀନ ବନ୍ଦୀ ଥିବା କବି ତଥା ସାମାଜିକ କର୍ମୀ ବାର୍ବରା ରାଓ ଅନ୍ତରୀଣ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ୍…
ଅଧିକାରୀ ବିଳମ୍ବରେ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର କଡ଼ା ତାଗିଦ। ଏଣିକି ବିଳମ୍ବରେ ଅଫିସ୍ ଆସିଲେ ମିଳୁଥିବା ସରକାରୀ ଗାଡ଼ି ସୁବିଧାକୁ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।…
କରୋନାରେ କଂଗ୍ରେସ ନେତାଙ୍କ ମୃତ୍ୟୁ
ହାଇଦ୍ରାବାଦ,୧୪।୭: ତେଲଙ୍ଗାନାରେ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଜି. ନରେନ୍ଦ୍ର ଯାଦବ କରୋନାରେ ପ୍ରାଣ ହରାଇଛନ୍ତି। ସେ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲକ୍ଡାଉନ୍ ସମୟରେ ସେ ବହୁ ଗରିବ ପରିବାରକୁ ସହାୟତା କରିଆସିଥିଲେ।…
ଗେହଲଟଙ୍କୁ ବିଧାୟକଙ୍କ ସମର୍ଥନ
ଜୟପୁର,୧୪ା୭(ପି.ଟି./ଆଇଏଏନ୍ଏସ୍): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ସୋମବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଗେହଲଟ ସରକାରଙ୍କୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳ ବିରୋଧୀ କାର୍ଯ୍ୟରେ…
ବିଧାନସଭା ଅଧିବେଶନ: ସରକାରଙ୍କ ପାଇଁ ଚ୍ୟାଲେଞ୍ଜ
ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ୍-୧୯ର ପ୍ରକୋପ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ ଆସନ୍ତା ବିଧାନସଭା ଅଧିବେଶନ ଏବଂ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ଦୁଇଟି ଚ୍ୟାଲେଞ୍ଜକୁ ସରକାର କିପରି ଦେଖୁଛନ୍ତି ତାହା…
ଓଡ଼ିଶା ପାସ୍ ହାର ଅଧିକ
ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥର ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮% ରହିଛି। ଗତବର୍ଷ ପାସ୍ ହାର ୮୩.୪୦% ରହିଥିଲାବେଳେ ଚଳିତବର୍ଷ ଅଧିକ ୫.୩୮% ଭଲ ରେଜଲ୍ଟ…
ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଟ୍ରେନିଂ ଆରମ୍ଭ
ଓ୍ବେଲିଂଟନ, ୧୪ା୭ (ପି.ଟି.)- ନ୍ୟୁଜିଲାଣ୍ଡର ଟପ୍ କ୍ରିକେଟରମାନେ ସୋମବାର ସ୍କ୍ବାଡ୍ ଟ୍ରେନିଂକୁ ଫେରିଛନ୍ତି। ଲିନ୍କନ୍ଠାରେ ଥିବା ଦେଶର ହାଇ ପରଫର୍ମାନ୍ସ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେଉଛି। କୋଭିଡ୍-୧୯ ମହାମାରୀ ଯୋଗୁ ସ୍କ୍ବାଡ୍ ଟ୍ରେନିଂକୁ ମାର୍ଚ୍ଚ ଶେଷ ଭାଗରେ ବନ୍ଦ ରଖାଯାଇଥିଲା। ସେପ୍ଟେମ୍ବର…
ଅଶୋକ କୁମାରଙ୍କୁ ପୁରସ୍କୃତ କରିବ ମୋହନବାଗାନ
କୋଲକାତା, ୧୪ା୭ (ପି.ଟି.)-ହକି ଷ୍ଟଲଓ୍ବାର୍ଟ ଅଶୋକ କୁମାରଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାରରେ ସମ୍ମାନିତ କରିବ ସହରର ପ୍ରତିଷ୍ଠିତ କ୍ଲବ ମୋହନ ବାଗାନ। କ୍ଲବର ସାଧାରଣ ସମ୍ପାଦକ ଶ୍ରୀଞ୍ଜୟ ବୋଷ ସୋମବାର ସୂଚନା ଦେଇଛନ୍ତି। ମୋହନବାଗାନ ୧୯୧୧ରେ ଇଷ୍ଟ ୟର୍କଶାୟାର ରେଜିମେଣ୍ଟକୁ…
Archives


