ବରଗଡ଼ ଜିଲାରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଲା
ବରଗଡ଼ ଅଫିସ,୧୭ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଏହାକୁ ମିଶାଇ…
ସ୍ତ୍ରୀ ଫୋନ୍ କରିବାରୁ ଭାରତ-ଚାଇନା ବର୍ଡର ଛାଡି ସିଧା ଘରେ ପହଞ୍ଚିଲେ ଯବାନ
ଗ୍ବାଲିୟର,୧୭।୭: ଭାରତ-ଚାଇନା ସୀମାରେ କାର୍ଯ୍ୟରତ ଜଣେ ଯବାନ ହଠାତ୍ ନିଖୋଜ ହୋଇଯାଇଥିଲେ। ଯବାନ ନିଖୋଜ ହେବା ପରେ ସୀମାରେ ଥିବା ବାୟୁସେନା ଅଫିସରେ ଆତଙ୍କ ଖେଳିଯାଇଥିଲା। ଏହାପରେ ତାଙ୍କୁ ଖୋଜାଖୋଜି ଆରମ୍ଭ ହୋଇଯାଇଥିଲା। ଏପଟେ ତାଙ୍କ ଗ୍ବାଲିୟର ବାସଭବନ ପହଞ୍ଚିଥିଲା ପୋଲିସ।…
କଂଗ୍ରେସକୁ ପୁଣି ଫେରିବେ କି ସଚିନ
ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ବିଗିଡିବାରେ…
ଭିଡିଓ କଲିଂ ହେଲା କାଳ, ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଲେ ଫାର୍ମାସୀ ଛାତ୍ର
ଦେବଗଡ଼,୧୭ା୭(ଡି.ଏନ୍.ଏ.): ସହରସ୍ଥିତ ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନଂ. କୁଣ୍ଡରେ ଭିଡିଓ କଲିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଜଣେ ଫାର୍ମାସୀ ଛାତ୍ର । ସୂଚନାଯୋଗ୍ୟ, ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନମ୍ବର କୁଣ୍ଡରେ ଭିଡିଓ କଲିଂ କରି…
ବନ୍ଧୁକ ଧରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଶ୍ରୀନଗର,୧୭।୭: ଶୁକ୍ରବାର ଲଦାଖରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲଦାଖ ସ୍ଥିତ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଲୁକଙ୍ଗ ପୋଷ୍ଟରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ପାରା କମାଣ୍ଡରମାନେ ଯୁଦ୍ଧ ଅଭ୍ୟାସ କରିଥିଲେ। ଏହାସହ ରାଜନାଥଙ୍କୁ ମଧ୍ୟ ବନ୍ଧୁକ…
ୟୁନିଟ୍-୪ ହାଟ ବନ୍ଦ
ଭୁବନେଶ୍ୱର,୧୭।୭: ଭୁବନେଶ୍ୱର ନୟାପଲ୍ଲୀର ସୀତାପୁର ବସ୍ତିରେ କୋଭିଡ୍ ସଂକ୍ରମଣ ବ୍ୟାପକ ହେବାରୁ ଜନସାଧାରଣଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ସମଗ୍ର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଛି। ବସ୍ତି ନିକଟରେ ଥିବା ଡକ୍ଟର ମିଲନ ପାଲିତଙ୍କ ଘରଠାରୁ ସୀତାପୁର ବସ୍ତି…
ନେପାଳ ଯୁବକଙ୍କୁ ଲଣ୍ଡା କରାଇ ମୁଣ୍ଡରେ ଲେଖିଲେ ‘ଜୟ ଶ୍ରୀରାମ’
କାଠମାଣ୍ଡୁ,୧୭।୭:ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସେ କହିଛନ୍ତି, ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ ନକଲି ଅଯୋଧ୍ୟା ନିର୍ମାଣ ହୋଇଛି।…
ଆଦିତ୍ୟ ମୃତ୍ୟୁ ମାମଲା: ଦୀପୁ, ସୌମ୍ୟ, ଘର ମାଲିକଙ୍କୁ ପଚରାଉଚରା
ଭୁବନେଶ୍ୱର,୧୭।୭ (ବ୍ୟୁରୋ):ସମାଜସେବୀ ତଥା ମାନବପ୍ରେମୀ ଅଦିତ୍ୟ ଦାସ ମୃତ୍ୟୁକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଛି। ଭୁବନେଶ୍ୱର ଜିଆର୍ପି ଥାନା ପୋଲିସ ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିଛି।…
୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ
ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍ ମ୍ୟାନେଜର ୫୦ ହଜାର ଟଙ୍କା ହରାଇଥିବାବେଳେ କ୍ୟାପିଟାଲ ଥାନାଞ୍ଚଳରେ ଜଣେ ସଙ୍ଗୀତଜ୍ଞଙ୍କଠାରୁ ୭ ଲକ୍ଷ…
ସବ୍ୟସାଚୀଙ୍କ ଆଉ ଏକ ବଦାନ୍ୟତା: ୧୬ଦିନ ପରେ ମରଶରୀର ପାଇଲେ ପରିବାର
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ବିଦେଶରେ ବନ୍ଧା ପଡ଼ିଥିଲା ମରଶରୀର। ଶେଷଥର ପାଇଁ ମରଶରୀରକୁ ଦେଖିବା ପାଇଁ ପରିବାର ବ୍ୟାକୁଳ ଥିଲେ। ୧୬ଦିନ ପରେ ମା’ ଫେରିପାଇଲେ ପୁଅକୁ, ସ୍ତ୍ରୀ ସ୍ବାମୀକୁ ଏବଂ ପିଲାମାନେ ‘ବାପା’ଙ୍କୁ। ହେଲେ ଜୀବନ୍ତ ନୁହେଁ ମୃତ ଅବସ୍ଥାରେ। ପୁରା…
ଲଦାଖରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀନଗର,୧୭।୭:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଲଦାଖରେ ପହଞ୍ଚିଛନ୍ତି। ତାଙ୍କ ସହ ଡିଫେନ୍ସ ଷ୍ଟାଫ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ ନରୱାନେ ଯାଇଛନ୍ତି। ଦୁଇ ଦିନଆ ଗସ୍ତ କାଳରେ ରାଜନାଥ ଶୁକ୍ରବାର ଲଦାଖ…
ପୁରସ୍କାର ରାଶିକୁ ସାମିଲ କରାଯିବା ଦୁଃଖଦାୟକ: ଦୂତୀ
ଭୁବନେଶ୍ୱର,୧୭।୭(କ୍ରୀଡ଼ା ପ୍ରତିନିଧି): ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ କିଛି ଦିନ ତଳେ ନିଜ ବିଏମ୍ଡବ୍ଲ୍ୟୁ କାର୍ ବିକିବା ପାଇଁ ଇଚ୍ଛା ଜାହିର କରିଥିଲେ। ସାମ୍ପ୍ରତିକ ସମୟରେ ଏହାର ରକ୍ଷଣାବେକ୍ଷଣରେ ଅଯଥା ଅର୍ଥ ଅପଚୟ ନ କରିବା ଉଦ୍ଦେଶ୍ୟରେ ସେ ଏପରି…
Archives


