Home Left

ଦଶହରା ସରୁ ସରୁ କମିଗଲା ସୁନା ରେଟ୍‌! ଜାଣନ୍ତୁ ଭୁବନେଶ୍ୱରରେ କେତେ…

ଭୁବନେଶ୍ୱର,୩।୧୦: ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନା ମୂଲ୍ୟ ହଠାତ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର, 2025 ରେ ହ୍ରାସ ପାଇଛି। ଦିଲ୍ଲୀରେ, 24 କ୍ୟାରେଟ ସୁନାର ମୂଲ୍ୟ…

ଲଗାଣ ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ଦୁର୍ଗମ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା

ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲାଗି ରହିଛି। ଲଘୁଚାପ ଜନିତ ବର୍ଷା ତୁହାକୁ ତୁହା ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଠି ଫସଲ ଉଜୁଡିଲାଣି ତ ଆଉ କେଉଁଠି କଚ୍ଚା ଘର ଭୁଶୁଡି…

ଋଷିକୂଲ୍ୟା ନଦୀ ଜଳ ସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କରି ଜିଲାପାଳ କହିଲେ ଆଗାମୀ ୨୪ ଘଣ୍ଟା…

ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଗାଣ ବର୍ଷା ପାଇଁ ଗଞ୍ଜାମ ଜିଲାକୁ ପୂର୍ବରୁ ରେଡ ୱାନିର୍ଂ ଜାରି କରାଯାଇଥିବା ବେଳେ ବର୍ତ୍ତମାନ ୟେଲୋ ଜୋନ ଘୋଷଣା କରାଯାଇଛ। ବେଳକୁ ବେଳ ଋଷିକୂଲ୍ୟା ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି। ଏନେଇ ଶୁକ୍ରବାର ଗଞ୍ଜାମ…

ରାମନଦୀରେ ବନ୍ୟା: ଲଗାଣ ବର୍ଷାରେ ଦିଗପହଣ୍ଡି-ସାନଖେମୁଣ୍ଡିରେ ସ୍ଥିତି ବେହାଲ

ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ରାମନଦୀରେ ବନ୍ୟା ଯୋଗୁ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦାଠାରେ କାମ ଚାଲିଥିବା ବ୍ୟାରେଜ ଓ ଆନିକଟ ସ୍ପିଲ ୱେର ଅର୍ଦ୍ଧାଧିକ ଅଂଶ ଭାସିଯାଇଛି। ବଡ଼ପଦା ଗ୍ରାମ ଶ୍ରୀ ଉଦୟନାଥେଶ୍ୱର ଶିବ ମନ୍ଦିର ଅଳ୍ପକେ…

ଗାଈ ଚରାଇବାକୁ ଯାଇ ଆଉ ଫେରି ନ ଥିଲେ ଲକ୍ଷ୍ମଣ: ନଦୀ ପଠାରୁ ମିଳିଲା…

ମୋହନା,୩।୧୦(ମନ୍ମଥ ମିଶ୍ର): ଲଘୁଚାପଜନିତ ଲଗାଣ ଅତିପ୍ରବଳ ବର୍ଷାରେ ଗଜପତି ଜିଲାର ମୋହନା ଥାନା ଆନ୍ତର୍ଗତ ବନ୍ଧାଗୁଡା ଗାଁ ଲକ୍ଷ୍ମଣ ମଲ୍ଲିକ ଲୁଡୁରୁ ଗାଁକୁ ଗାଈ ଚରାଇବାକୁ ଯାଇ ନଦୀରେ ନିଖୋଜ ଥିବାର ସୂଚନା ମିଳିଥିଲା l ଗ୍ରାମବାସୀ କୌଣସି ଅନୁସନ୍ଧାନ ପାଇପାରି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ଟ୍ରମ୍ପ, ‘ଗେମ ଚେଞ୍ଜର’ ବୋଲି କହିଲେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ତାଙ୍କ ଯୋଜନା ପ୍ରତି ବିଶ୍ୱବ୍ୟାପୀ ସମର୍ଥନ ଦ୍ୱାରା ଉତ୍ସାହିତ ଦେଖାଯାଉଛି। ହ୍ବାଇଟ ହାଉସ ଏହି ପଦକ୍ଷେପକୁ ଯୁଦ୍ଧଗ୍ରସ୍ତ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା…

ଶ୍ୱଶୁରଙ୍କୁ ପିଟିପିଟି ମାରିଦେଲେ ବୋହୂ, ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୩।୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁରଙ୍କୁ ପିଟିପିଟି ମାରିଦେଇଛନ୍ତି ବୋହୂ। ଦୁର୍ଗା ପୂଜା ମଣ୍ଡପରେ ନାଚିବାକୁ ବାରଣ କରିବାରୁ ବୋହୂ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି। ଘଟଣାଟି ମୌଗଞ୍ଜ ଜିଲ୍ଲାରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାମରତିଙ୍କ ବୋହୂ…

ଟ୍ରମ୍ପଙ୍କ ଅପମାନର ପ୍ରତିଶୋଧ ନେଲେ ପୁଟିନ,ଦେଲେ ଏମିତି ଚେତାବନୀ

ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପୁଟିନ ଟ୍ରମ୍ପଙ୍କ ଅପମାନର ପ୍ରତିଶୋଧ ନେଇ ରୁଷିଆକୁ କାଗଜ ବାଘ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକା ୟୁକ୍ରେନକୁ ଦୂରଗାମୀ ଟୋମାହକ କ୍ରୁଜ କ୍ଷେପଣାସ୍ତ୍ର…

ବିଦ୍ୟୁତ ତାର ଉପରେ ପଡ଼ିଲା ଗଛ: ୩ ଦିନ ହେଲା ବେଲଘର ଅନ୍ଧାର

ତୁମୁଡିବନ୍ଧ,୩।୧୦(ଦୀପକ କୁମାର ପରାସେଠ):ବିଦ୍ୟୁତ ତାରରେ ଗଛ ପଡିଛି। ୩ ଦିନ ହେବ ଚାରିଆଡେ ଅନ୍ଧାର। ଜନଜୀବନ ଅସ୍ତବ୍ୟସ୍ତ । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତ ବୁଧବାର ରାତିରେ ବେଲଘର…

ରୁଷିଆରୁ ତେଲ ନେଇ ଭାରତ ଆସୁଥିଲା ଜାହାଜ: ମଝି ସମୁଦ୍ରରେ କ୍ୟାପ୍ଟେନଙ୍କୁ ମାଡ଼ିବସିଲେ, ଏବେ…

ମସ୍କୋ,୩।୧୦: ଫ୍ରାନ୍ସର ଆଟଲାଣ୍ଟିକ ଉପକୂଳରୁ ଜବତ କରାଯାଇଥିବା ରୁଷୀୟ ନୌବାହିନୀର ଏକ ତୈଳ ଟ୍ୟାଙ୍କରର କ୍ୟାପଟେନଙ୍କ ବିରୋଧରେ ତଦନ୍ତ କରାଯିବ। କ୍ରୁ ତଦନ୍ତରେ ସହଯୋଗ କରିବାକୁ ମନା କରିବାରୁ ଫ୍ରାନ୍ସ ପବ୍ଲିକ ପ୍ରସିକ୍ୟୁଟରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବନ୍ଦର ସହର…

ଆମେରିକାର ସବୁଠାରୁ ବଡ଼ ଶତ୍ରୁ ବିରୋଧରେ ଯୁଦ୍ଧ ଘୋଷଣା କଲେ ଟ୍ରମ୍ପ, ଜାଣନ୍ତୁ ସେ କିଏ?

ଓ୍ବାଶିଂଟନ୍‌,୩।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶାଦ୍ରବ୍ୟକୁ ଦେଶର ସବୁଠାରୁ ବଡ଼ ଶତ୍ରୁ ବୋଲି ବିବେଚନା କରନ୍ତି। ସେ ଏବେ ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ଯାଉଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡ୍ରଗ କାର୍ଟେଲ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଗୁରୁବାର…

ଭାରତକୁ ଧୋକା ଦେଇ ପାକିସ୍ତାନକୁ ଲଢୁଆ ବିମାନ ଯୋଗାଇବ ରୁଷିଆ, ଜାଣନ୍ତୁ ଏହା କେତେ ଶକ୍ତିଶାଳୀ

ନୂଆଦିଲ୍ଲୀ,୩।୧୦: ଭାରତ ଏବଂ ରୁଷିଆ ଦଶନ୍ଧି ଧରି ରଣନୈତିକ ସହଭାଗୀ ହୋଇଆସିଛନ୍ତି। S-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, SU-30 MKI ଜେଟ ଏବଂ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରକଳ୍ପ ଏହି ଗଭୀର ସମ୍ପର୍କର ଉଦାହରଣ। ଜୁଲାଇ ୨୦୨୫ରେ, ରୁଷିଆ ଭାରତକୁ SU-57 ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri