Home Left

କେନ୍ଦୁଝରରେ ଚାଞ୍ଚଲ୍ୟ: ଘର ବାରଣ୍ଡାରେ ଶୋଇଥିବାବେଳେ ମୁଣ୍ଡକୁ ହାଣି ହତ୍ୟା

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମରେ ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ହାଣି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ନାମ…

ବଢୁଛି ଋଷିକୂଲ୍ୟା ଜଳପତ୍ତନ, ସମୀକ୍ଷା କଲେ ଜିଲାପାଳ

ପୁରୁଷୋତ୍ତମପୁର, ୩।୧୦(ସବିତା ମିଶ୍ର): ବାତ୍ୟାଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଆସି ଅନ୍ତିରିଗାଁ ହନୁମାନପଲ୍ଲୀ ଡ୍ୟାମ ଓ…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଯୋଗାଇଦେଲେ ତହସିଲଦାର, ରାଜସ୍ବ ନିରୀକ୍ଷକ

ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି ଫଳରେ ଏକାଧିକ ଝାଟିମାଟି ଘର ଭାଙ୍ଗିବା ଘଟଣା ନେଇ ଧରିତ୍ରୀ ପୋର୍ଟାଲରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ଖବର ଦେଖି…

ରେଖାଙ୍କୁ କାହିଁକି ରିଜେକ୍ଟ କରିଥିଲେ ଅମିତାଭ: ଅସଲ କାରଣ ଖୋଲି କହିଦେଲେ ଜୟା ବଚ୍ଚନ

ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପରଦା ଉପରେ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିଲା। କୁହାଯାଏ, ବ୍ୟକ୍ତିଗତ ଜୀବନରେ ବି ଦୁହେଁ ପ୍ରେମରେ ପାଗଳ ଥିଲେ। ଯଦିଓ ବିଗ ବି କେବେ ଏହି କଥାକୁ ସ୍ବୀକାର କରି ନ ଥିଲେ,…

ବର୍ଷା ବିତ୍ପାତରେ ଫିକା ପଡିଲା ଦଶହରା: ରାସ୍ତାରେ ଛୁଟୁଛି ପାଣି ସ୍ରୋତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୩।୧୦ ( ପ୍ରଦୀପ ଦାସ ): ଲଘୁଚାପ ଯୋଗୁ ବାଲେଶ୍ୱର ଜିଲାରେ ଗୁରୁବାର ସକାଳୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଶାରଦୀୟ ଦଶହରା ଉତ୍ସବ ଫିକା…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: SEBI ନେଲା ବଡ଼ ପଦକ୍ଷେପ, ଏଣିକି…

ନୂଆଦିଲ୍ଲୀ,୩।୧୦: ଇଣ୍ଟରନେଟ ଏବଂ ପ୍ରଯୁକ୍ତିବିଦ୍ୟାର ସହଜ ପ୍ରବେଶ ଲୋକଙ୍କ ଜୀବନକୁ ସହଜ କରିଦେଇଛି, କିନ୍ତୁ ଅନଲାଇନ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଉଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ଅନଲାଇନ ଠକେଇ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ…

ବର୍ଷାରେ ଉଡିଯାଇଥିଲା ସନ୍ତୋଷୀଙ୍କ ଘର ଜରିପାଲ, ଖବର ପ୍ରସାରିତ ପରେ ତହସିଲ ପକ୍ଷରୁ ମିଳିଲା…

ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିର ସନ୍ତୋଷୀ ନାୟକଙ୍କ ଘର ଜରିପାଲ ଓ ଆଜବେଷ୍ଟ ଉଡିଯାଇଥିଲା। ଏନେଇ ଖବର ପ୍ରକାଶ ପରେ…

ଜଣା ପଡିଲା ପୁଟିନ୍‌ଙ୍କ ଚାଲ୍‌! ଭାରତ ସହ କରିବେ…

ନୂଆଦିଲ୍ଲୀ,୩।୧୦: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ସମୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଜ୍ଞାନୀ ନେତା ବୋଲି କହି ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ…

ଢେଙ୍କାନାଳରେ ଚାଞ୍ଚଲ୍ୟ: ଘରୁ ଡ଼ାକିନେଇ ନାବାଳକ ଛାତ୍ରଙ୍କୁ ହତ୍ୟା

ପରଜଙ୍ଗ୩।୯(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ମାତ୍ର ୧ କି.ମି ଦୁର ଗଣ୍ଡତୈଲା ସାହି ନିକଟ କାଜୁ ବାରିରୁ ଜଣେ ୧୫ ବର୍ଷର ନାବାଳକଙ୍କ ମୃତଦେହ ପୋଲିସ ଶୁକ୍ରବାର ଜବତ କରିଛି । ମିଳିଥିବା ସୂଚନା ମୁତାବକ ଗଣ୍ଡତୈଲା ସାହିର…

ବଡ଼ ଘୋଷଣା କରିଦେଲେ ପୁଟିନ, ଟ୍ରମ୍ପ ଶୁଣିଲେ…

ମସ୍କୋ,୩।୧୦: ଡିସେମ୍ବରରେ ଭାରତ ଗସ୍ତକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ସାହିତ। ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ରୁଷିଆ ସହର ସୋଚିରେ ଥିବା ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା…

୯ ବର୍ଷ ପରେ ଶତକ ହାସଲ କରି ପଡ଼ିଆରେ ଏମିତି କାର୍ଯ୍ୟ କଲେ କେଏଲ ରାହୁଲ: ଭିଡିଓ ହେଉଛି ଭାଇରାଲ୍‌

ଅହମ୍ମଦାବାଦ,୩।୧୦: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ। ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ। ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ…

ନକଭିଙ୍କୁ ନେଇ ଆସିଲା ବଡ଼ ଖବର, ଭାରତ ନେଲା ଆକ୍ସନ

ନୂଆଦିଲ୍‌ଲୀ,୩।୧୦: ୨୦୨୫ ଏସିଆ କପ ସମୟରେ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସିଆନ କ୍ରିକେଟ ପରିଷଦ (ଏସିସି)ର ସଭାପତି ମୋହସିନ ନକଭିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri