ବ୍ରିଜ ଉପରେ ବନ୍ୟା ଜଳ: ବୋଡ଼େନ-ଖଡିଆଳ ରାସ୍ତାରେ ଯାତାୟତ ବନ୍ଦ
ଖଡ଼ିଆଳ,୩।୧୦(ସୁଜିତ କୁମାର ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ପଲସଦା ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ…
ପୋଲିସ SI ପରୀକ୍ଷା ମହାଘୋଟାଲାରେ ବଡ଼ ଅପଡେଟ୍: ଧରାପଡିଲା ମାଷ୍ଟରମାଇଣ୍ଡ!
ଭୁବନେଶ୍ୱର,୩।୧୦: ପୋଲିସ SI ପରୀକ୍ଷା ମହାଘୋଟାଲାରେ ସାମ୍ନାକୁ ଆସିଲା ବଡ଼ ଅପଡେଟ୍। ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର…
କୋରାପୁଟରେ ଦିନକରେ ୧୨୪୭.୧ ମିମି ବର୍ଷା, ଲମତାପୁଟ ବ୍ଲକରେ ସର୍ବାଧିକ
କୋରାପୁଟ,୩।୧୦(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ଜିଲାରେ ଦିନକରେ ୧୨୪୭.୧ବର୍ଷା ହୋଇଥିବା ବେଳେ ଜିଲାର ଲମତାପୁଟ ବ୍ଲକରେ ସର୍ବାଧିକ ୧୪୧.୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ନୀଳକଣ୍ଠ ନାଇ ପ୍ରକାଶ କରିଛନ୍ତି। ସେହିଭଳି ଜୟପୁର ବ୍ଲକରେ ୯୭.୪ ମିମି ବର୍ଷା…
ଏହି ଦିନ ଆସିବ ପିଏମ କିଷାନ ଟଙ୍କା, ଲାଭ ପାଇବାକୁ ହେଲେ ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ,୩।୧୦: ଭାରତ ଏକ କୃଷି ପ୍ରଧାନ ଦେଶ। ଚାଷୀମାନେ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ। ତଥାପି, ଆଜି ମଧ୍ୟ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ ଅବସ୍ଥା ଖରାପ। ଚାଷୀଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଭାରତ ସରକାର ପ୍ରଧାନମନ୍ତ୍ରୀ…
ବିପଦପୂର୍ଣ୍ଣ ପ୍ରଖର ନାଳ ଦେଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆଣିଲେ ଅଗ୍ନିଶମ କର୍ମଚାରୀ
ଗଜପତି,୩।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ ବ୍ଲକ ପେକଟ ଗ୍ରାମ ନିକଟରେ ଭୁସ୍ଖଳନ ଘଟଣାରେ ବାପା ପୁଅଙ୍କ ନିଖୋଜ ମାମଲାରେ ଅନୁସନ୍ଧାନ କରୁଥିବା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ସାହାସିକତା ଦେଖାଇଛି। ପେକଟ ଗ୍ରାମ ନିକଟ ନାଳ ଆରପାରିରୁ ଜଣେ ଗର୍ଭବତୀ ମହିଳାଙ୍କୁ…
ଆଜି ଗ୍ରହଣ ଯୋଗ ସୃଷ୍ଟି! ଏହି ୪ ରାଶିଙ୍କ ଫିଟିଲା ଭାଗ୍ୟ, ମିଳିବ ବଡ଼ ଡିଲ୍…
ମେଷ: ଆଜି ଆପଣଙ୍କ କ୍ୟାରିଅର ଏବଂ ସାମାଜିକ ଜୀବନରେ ନୂତନ ସମ୍ଭାବନା ଆସିବ। ମକର ରାଶିରେ ଚନ୍ଦ୍ର ଆପଣଙ୍କ ଦଶମ ଘରେ ପ୍ରଭାବ ପକାଇଛି, ଯାହା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି କରିବ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାମର ପ୍ରଶଂସା କରିବେ,…
ଦଶହରା ମେଳା ଦେଖି ଫେରୁଥିଲେ ୫ କିଶୋର, ହେଲେ ବାଟରେ ବସିଥିଲା…
କସବା(ପୂର୍ଣ୍ଣିଆ),୩।୧୦: ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଦଶହରା ମେଳାରୁ ଫେରୁଥିବା ଚାରି ଜଣ କିଶୋର କଟିହାର-ଜଗବାନୀ ରେଳ ଲାଇନର ଜବାନପୁର ଗୁମଟି ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଧକ୍କା ପାଇଥିଲେ। ଏଥିରେ ୪ କିଶୋରଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ…
Jio, Airtelର ବଢିଗଲା ଟେନସନ୍: ବଡ଼ କାମ କରିଦେଲା BSNL , ଏଣିକି…
ନୂଆଦିଲ୍ଲୀ,୩।୧୦: ଭାରତ ସରକାରଙ୍କ ଟେଲିକମ କମ୍ପାନୀ BSNL, ଦେଶବ୍ୟାପୀ eSIM ସେବା ଆରମ୍ଭ କରିଛି। BSNL ଟାଟା କମ୍ୟୁନିକେସନ୍ସର ମୁଭ ପ୍ଲାଟଫର୍ମ ସହିତ ସହଭାଗୀ ହୋଇଛି। ଏହି ପଦକ୍ଷେପର ଲକ୍ଷ୍ୟ ଭାରତର ଡିଜିଟାଲ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଏବଂ ଗ୍ରାହକମାନଙ୍କୁ…
ମାତ୍ର ୨୧ ମିନିଟ୍ରେ ଶତକ ହାସଲ କରିଥିଲେ ଏହି କ୍ରିକେଟର୍: ଆଜି ବି ରେକର୍ଡ ଅଛି କାଏମ, ନାଁ ଜାଣିଲେ…
ଲଣ୍ଡନ,୩।୧୦: କ୍ରିକେଟରେ ଦ୍ରୁତତମ ଶତକ ବିଷୟରେ ଯେତେେ ବଳେ ଆଲୋଚନା କରାଯାଏ, ଲୋକମାନେ ପ୍ରାୟତଃ କମ ବଲ୍ରେ ମାରିଥିବା ଶତକ ବିଷୟରେ କୁହନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ, କେଉଁ ଖେଳାଳି ସବୁଠାରୁ କମ ସମୟ ମଧ୍ୟରେ ଶତକ…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡଚ କମ୍ପାନୀ ଅଧିକାରୀ, କହିଲେ,‘ୟୁରୋପୀୟ ନେତାମାନଙ୍କୁ ଭେଟିବା କଷ୍ଟକର, କିନ୍ତୁ…’
ଲଣ୍ଡନ,୩।୧୦: ଡଚ ସେମିକଣ୍ଡକ୍ଟର ଜାଏଣ୍ଟ ASML ପାଇଁ ଗ୍ଲୋବାଲ ପବ୍ଲିକ ରିଲେସନ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଫ୍ରାଙ୍କ ହିମକର୍କ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ASMLର CEO ସମ୍ପ୍ରତି ପ୍ରଧାନମନ୍ତ୍ରୀ…
ଯୁବକଙ୍କ ପ୍ରେମରେ ପଡିଗଲେ ବୃଦ୍ଧା, ଲୁଚିଲୁଚି କରୁଥିଲେ…
ମୌରାନିପୁର,୩।୧୦: ପ୍ରେମ ଏକ ରୋଗ ଯାହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତିକୁ ହୋଇପାରେ। ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ। ଆଜିକାଲି, ବିବାହ ପରେ ମଧ୍ୟ ଲୋକଙ୍କର ବିବାହ ଅନୈତିକ ସମ୍ପର୍କ ରଖିବାର ଅନେକ ଘଟଣା ଆପଣ ଦେଖିବେ।…
ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ: ଏମିତି ଏକ ଭାଇରସ ଆସିବ ଯାହା ମଣିଷକୁ…
ଭବିଷ୍ୟତ ସର୍ବଦା ମଣିଷକୁ ଆକର୍ଷିତ କରିଆସିଛି। ବୈଜ୍ଞାନିକମାନଙ୍କ ସହିତ, ଅନେକ ଏପରି ଅଛନ୍ତି ଯେଉଁମାନେ ଭବିଷ୍ୟତର ଭବିଷ୍ୟବାଣୀ କରିଛନ୍ତି। ସେହିଭଳି ଏକ ନାମ ହେଉଛି ପ୍ରସିଦ୍ଧ ବୁଲଗେରିଆନ ରହସ୍ୟବାଦୀ ବାବା ଭେଙ୍ଗା, ଯାହାଙ୍କୁ ବାଲକାନର ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା। ତାଙ୍କର ଭବିଷ୍ୟବାଣୀ…
Archives


