ଆଧାର ସହ ଏନ୍‌ରୋଲମେଣ୍ଟ ସ୍ଲିପ୍‌ ହଜିଯାଇଛି କି? ୟୁଆଇଡିଏଆଇର ଏହି ନଂରେ କରନ୍ତୁ କଲ୍‌, ହେବ ସମାଧାନ

ନୂଆଦିଲ୍ଲୀ,୪।୧୨: ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ଜାରି କରାଯାଇଥିବା ଆଧାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଲଟିଛି। ହେଲେ ଅସାବଧାନତା କାରଣରୁ କେବେ ଆଧାର ହଜିଗଲେ ନଚେତ ଚୋରି ହୋଇଗଲେ ଚିନ୍ତା ବଢ଼ିଯାଏ। କାରଣ କେଉଁଭଳି ଭାବେ ଏହାକୁ ଫେରିପାଇବେ ତାହା କାର୍ଡଧାରକ ବୁଝିପାରନ୍ତି ନାହିଁ। ତେବେ ଆଧାର ହଜିଗଲେ ଏହାର ଫଟୋକପି ମିଳିବା ସମ୍ଭବ। ହେଲେ ଏଥିପାଇଁ ଏନ୍‌ରୋଲମେଣ୍ଟ ସ୍ଲିପ୍‌ର ଆବଶ୍ୟକତା ରହିଛି। ଏହି ସ୍ଲିପ୍‌ ପ୍ରଥମ ଥର ପାଇଁ ଆବେଦନ କରିବା ସମୟରେ ମିଳିଥାଏ।

ଏଣୁ ଯଦି ଆପଣଙ୍କ ପାଖରେ ଏନ୍‌ରୋଲମେଣ୍ଟ ନମ୍ବର ରହିଛି ତେବେ ଆଧାର ହଜିଲେ ଚିନ୍ତା କରିବାର କୌଣସି କାରଣ ନ ଥାଏ। କାରଣ ଆଧାରର ଡାଉନ୍‌ଲୋଡ୍‌ କପି ପ୍ରିଣ୍ଟ ଭଳି ମାନ୍ୟ ଅଟେ। ଯଦି ଉଭୟ ହଜିଯାଏ ତେବେ କାର୍ଡଧାରୀ ୧୯୪୭ରେ ଫୋନ୍‌ କରି ଏନ୍‌ରୋଲ୍‌ମେଣ୍ଟ ଆଇଡି ବିଷୟରେ ସୂଚନା ପାଇପାରିବେ। ଏହାଛଡ଼ା ୟୁଆଇଡିଏଆଇର ଓ୍ବେବ୍‌ସାଇଟ୍‌ର http://resident.uidai.gov.in/lost-uideid ଲିଙ୍କକୁ ଯାଇ ଏନ୍‌ରୋଲମେଣ୍ଟ ଆଇଡି ପାଇପାରିବେ। ୟୁଆଇଡିଏଆଇ କାର୍ଡ ଧାରକଙ୍କୁ ଆଧାର ରିପ୍ରିଣ୍ଟ କରିବାର ସୁବିଧା ଦେଇଛି। ଏହାର ଓ୍ବେବ୍‌ସାଇଟ୍‌ ଏବଂ ଆଧାର କେନ୍ଦ୍ରକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ୧୫ ଦିନ ମଧ୍ୟରେ କାର୍ଡ ଘରେ ପହଞ୍ଚିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏସ୍‌ଏମ୍‌ଇ ଲାଗି ନୂଆ ରୋଡ୍‌ମ୍ୟାପ୍‌

  ନୂଆଦିଲ୍ଲୀ,୧।୬: କରୋନା ଦ୍ୱାରା କବଳିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ...

ଗମନାଗମନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ ସିଆଇଏମ୍‌

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍‌ ପକ୍ଷରୁ ନିକଟରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)...

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର...

ବିଶ୍ୱ ଆର୍ଥିକ ସ୍ବାଧୀନତା ସୂଚକାଙ୍କ;୭୯ତମ ସ୍ଥାନକୁ ଉଠି ଆସିଲା ଭାରତ

ନୂଆଦିଲ୍ଲୀ,୧୪-୯: ଅର୍ଥନୀତିକୁ ନେଇ ଚାରିଆଡେ ନକାରାମତ୍କ ମନୋଭାବ ପୋଷଣ କରାଯାଉଥିବା ବେଳେ ଦେଶ ଓ ମୋଦି ସରକାରଙ୍କ ପାଇଁ ଏକ ଖୁସିଖବର ଆସିଛି। ବାଣିଜ୍ୟରେ ସୁଗମତା(ଇଜ୍‌...

ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ନୂଆ ଟ୍ରାଇବରର ବଜାର ପ୍ରବେଶ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ରେନୋ ପକ୍ଷରୁ ନୂଆ ଯାନ ଟ୍ରାଇବରକୁ ସ୍ଥାନୀୟ ପାହାଳ ନିକଟସ୍ଥ ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ଶୁକ୍ରବାର ଉନ୍ମୋଚନ କରାଯାଇଛି। ସୁପର ସେଲ୍‌ସ...

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୬୦୦ ଦିନ ବୈଧତା ପ୍ଲାନ୍‌, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା।...

ପ୍ରଶାନ୍ତ କୁମାରଙ୍କ ଉପରେ ନ୍ୟସ୍ତ କରାଗଲା ୟସ୍‌ ବ୍ୟାଙ୍କର ଦାୟିତ୍ୱ

ନୂଆଦିଲ୍ଲୀ,୬।୩: ୟସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଫଳରେ...

୮% ଖସିଲା ଶିଳ୍ପକ୍ଷେତ୍ର ଉତ୍ପାଦନ

  ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ବଜାର ଉପରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହାର ପ୍ରଭାବରେ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ...

Advertisement
Archives

Model This Week