ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା ବିରାଡ଼ି’ ବୋଲି କହିଥିଲେ। ପ୍ରେମିକ ଜନ୍‌ ଆବ୍ରାହମଙ୍କୁ ନେଇ ମଧ୍ୟ କରିନା କଟାକ୍ଷ କରିଥିଲେ।

ଘଟଣାଟି ୨୦୦୧ର। କରିନା ଓ ବିପାଶା ‘ଅଜନବୀ’ ଫିଲ୍ମର ଶୁଟିଂ କରୁଥିଲେ। ହେଲେ ନିଜ ନିଜର କଷ୍ଟ୍ୟୁମ(ପୋଷାକ)କୁ ନେଇ ସେମାନଙ୍କର ବଚସା ହୋଇଥିଲା। କରିନାଙ୍କୁ ନ ପଚାରି ତାଙ୍କ ଡିଜାଇନରଙ୍କ ସହାୟତା ନେଇଥିବାରୁ ବିପାଶାଙ୍କ ଉପରେ ଖପ୍ପା ହୋଇଥିଲେ ସେ। ଏହି ଝଗଡ଼ା ପରେ ଜଣେ ଅନ୍ୟଜଣଙ୍କ ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନ ଥିଲେ। ଦୀର୍ଘଦିନ ଧରି ଏହା ଚାଲିବା ପରେ ୨୦୦୮ରେ ବିପାଶାଙ୍କୁ ସୈଫଙ୍କ ଜନ୍ମଦିନ ପାର୍ଟି ପାଇଁ ନିମନ୍ତ୍ରଣ କରିଥିଲେ କରିନା। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍‌ଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି...

ନୋ କିସ୍‌ ପ୍ଲିଜ୍‌…

୨୭ ଡିସେମ୍ବର ଅର୍ଥାତ୍‌ ଶୁକ୍ରବାର ଅଭିନେତା ସଲମାନ ଖାଁଙ୍କ ଜନ୍ମଦିନ। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି ସିକ୍ରେଟ୍‌ ବିଷୟରେ ଜାଣନ୍ତୁ… ସଲମାନ୍‌...

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ...

କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି...

ଶିଖ୍ ସେନା ଅଧିକାରୀ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବେଶ୍ କିଛିଦିନ ହେବ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏଥର କିନ୍ତୁ ନିଜ ପ୍ରୋଜେକ୍ଟକୁ...

ଛୋଟ ଭାଇକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ତୈମୁର

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ସନ୍ତାନକୁ ରବିବାର ଜନ୍ମ ଦେଇଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ...

ସଲମାନଙ୍କ ଜୀବନ ପ୍ରତି ବିପଦ ! ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଥିବା ବେଳେ..

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନକୁ ବିପଦ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଉତ୍ତରାଖଣ୍ଡରୁ ସଲମାନଙ୍କୁ ହତ୍ୟା କରିବା ପାଇଁ ରେକି କରୁଥିବା ଜଣେ...

‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ...

Seven Jackpot
Advertisement


Archives

Model This Week

Why Dharitri