ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା ଏତେ ବଢ଼ିଥିଲା ଯେ, କରିନା ବିପାଶାଙ୍କୁ ଚାପୁଡ଼ା ମାରି ‘କଳା ବିରାଡ଼ି’ ବୋଲି କହିଥିଲେ। ପ୍ରେମିକ ଜନ୍‌ ଆବ୍ରାହମଙ୍କୁ ନେଇ ମଧ୍ୟ କରିନା କଟାକ୍ଷ କରିଥିଲେ।

ଘଟଣାଟି ୨୦୦୧ର। କରିନା ଓ ବିପାଶା ‘ଅଜନବୀ’ ଫିଲ୍ମର ଶୁଟିଂ କରୁଥିଲେ। ହେଲେ ନିଜ ନିଜର କଷ୍ଟ୍ୟୁମ(ପୋଷାକ)କୁ ନେଇ ସେମାନଙ୍କର ବଚସା ହୋଇଥିଲା। କରିନାଙ୍କୁ ନ ପଚାରି ତାଙ୍କ ଡିଜାଇନରଙ୍କ ସହାୟତା ନେଇଥିବାରୁ ବିପାଶାଙ୍କ ଉପରେ ଖପ୍ପା ହୋଇଥିଲେ ସେ। ଏହି ଝଗଡ଼ା ପରେ ଜଣେ ଅନ୍ୟଜଣଙ୍କ ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁ ନ ଥିଲେ। ଦୀର୍ଘଦିନ ଧରି ଏହା ଚାଲିବା ପରେ ୨୦୦୮ରେ ବିପାଶାଙ୍କୁ ସୈଫଙ୍କ ଜନ୍ମଦିନ ପାର୍ଟି ପାଇଁ ନିମନ୍ତ୍ରଣ କରିଥିଲେ କରିନା। ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମା’ ହେବେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ହେଲେ ସେ କେବେ ମା’...

ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି।...

ଆମୀରଙ୍କ ପରେ ସୋସିଆଲ ମିଡିଆ ଛାଡିଲେ ଆଉ ଜଣେ ଅଭିନେତା

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ନିକଟରେ ସୋସିଆଲ ମିଡିଆ ଛାଡିଥିଲେ। ଏବେ ଆଉ ଜଣେ ଅଭିନେତା ତାଙ୍କୁ ଅନୁସରଣ କରିଛନ୍ତି। ସେ ହେଲେ ସୁଶାନ୍ତ...

ହିନାଙ୍କୁ ଅଫ୍‌ଶାନା କହିଲେ ମୋଟି !

ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍‌। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍‌। ବିଗ୍‌ ବସ୍‌ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍‌ଶାନା।...

ଗୋଲ୍ଡେନ୍‌ ଗ୍ଲୋବ୍ସ- ୨୦୨୨ ଆଓ୍ବାର୍ଡ୍‌ରେ ପ୍ରବେଶ କଲା ଫିଲ୍ମ‘ଜୟ ଭୀମ’

ମୁମ୍ବାଇ : ଫିଲ୍ମ‘ଜୟ ଭୀମ’ ଅଫିସିଆଲି ଗୋଲ୍ଡେନ୍‌ ଗ୍ଲୋବ୍ସ ୨୦୨୨ ରେ ସର୍ବଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ କ୍ୟାଟେଗରୀରେ ମନୋନୀତ ହୋଇଛି । ଏହି ଫିଲ୍ମଟି...

ପୁଣି ଏକାଠି ନଜର ଆସିଲେ ସାରା-ଶୁବମନ, ଡେଟିଂକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିଥିବା ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜଣେ। ଲୁକ୍‌ ଏବଂ ଅଭିନୟ ମାଧ୍ୟମରେ ସେ...

ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ‘ଶକ୍ତିମାନ୍‌’

ବମ୍ବେ: ବିବାଦରେ ଲୋକପ୍ରିୟ ଧାରାବାହିକ ଶକ୍ତିମାନ୍‌ ଫେମ୍‌ ଅଭିନେତା ମୁକେଶ ଖନ୍ନା। ମହିଳାଙ୍କୁ ନେଇ ସେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାଙ୍କୁ...

Advertisement
Archives

Model This Week