Home Left

ବଲାଙ୍ଗୀରରେ ନୂଆଁଖାଇ ଫିକା: ବାଉଁଶ କାରିଗର ଗ୍ରାହକ ଅପେକ୍ଷାରେ

ବଲାଙ୍ଗୀର ଅଫିସ,୨୦।୮: କରୋନା ଯୋଗୁ ଅନେକ କଟକଣା ଲାଗିଛି । କେତେବେଳେ ଶଟ୍‌ଡାଉନ ତ ଆଉ କେତେବେଳେ ଲକ୍‌ଡାଉନ। ତେବେ ଆଉ ୨ ଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ହେବାକୁ ଥିବା ବେଳେ ଏଥର ତାହା ଫିକା…

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ: ବ୍ୟବହାର ହେବନି ଲୁହା !

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ଓ ଦେଖାରଖା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନାରୁ ଜଣାପଡିଛି କି ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମୀରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଟୁଇଟ୍‌ କରି…

କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ମିଳି ନ ଥିଲା ସହାୟତା ରାଶି, ଆନ୍ଦୋଳନ ପରେ ହେଲା ଏମିତି

ଦିଗପହଣ୍ଡି,୨୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ଦୀର୍ଘଦିନ ହେଲା ସରକାରୀ ସହାୟତା ଅର୍ଥରାଶି ପ୍ରଦାନ କରାଯାଇ ନ ଥିଲା। ଏ ନେଇ ସେମାନେ ବହୁବାର ଦାବି ଆପତ୍ତି କରିଥିଲେ ସୁଦ୍ଧା ସେମାନଙ୍କୁ ପ୍ରାପ୍ୟ…

ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…

ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏକ ଗାଈ ଚରୁଥିବା ବେଳେ ପାହାଡ ଉପରକୁ ଚଢ଼ିଯାଇଥିଲା। ସେଠାରୁ ଗାଈଟି…

ହଟ୍‌ସ୍ପଟ୍‌ରେ ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଆଜି ୧୦ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୦ା୮: ଏସ୍‌ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍‌ଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆଟେଣ୍ଡାଣ୍ଟ ଏବଂ…

ଲଗାଣ ବର୍ଷାରେ ପାପଡାହାଣ୍ଡିରେ ଘରେ ପଶିଲା ପାଣି

ପାପଡାହାଣ୍ଡି,୨୦।୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ବହୁ ଘରେ ଓ ଦୋକାନଗୁଡିକରେ ବର୍ଷାଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରାୟ ୩ରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା…

ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି

ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍‌ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି। ପିଲା ମୋବାଇଲ ଲ୍ୟାପଟପ ଜରିଆରେ ଘରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏହାପରେ ଏବେ…

ଏହି ଚିତ୍ରକୁ କୁହାଯାଏ ଅଭିଶାପ: ଶେଷରେ ପେଣ୍ଟିଂକୁ ପୋଡି ଦେବାକୁ ପଡିଥିଲା, ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ଚିତ୍ର ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ ବୋଲି କୁହାଯାଏ। ଏହାକୁ ଦେଖିଲେ ଭୟ ଲାଗିଥାଏ। ଏ ନେଇ ଏକ ଚିତ୍ରକୁ ପୋଡି ଦେବାକୁ ପୋଡିଛି। ଜାଣନ୍ତୁ ସେ ଭୟଭୀତ ଚିତ୍ର ସମ୍ପର୍କରେ…

ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ଖାସ୍‌ ଦିନରେ…

ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍‌: ଏବେ ଲକ୍‌ଡାଉନରେ କାମ ଦେଉଛି

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି ତାହା ନୁହେଁ ପ୍ରଶଂସକଙ୍କ ସହ ବେଶ୍‌ ଆକର୍ଷଣୀୟ କାର୍ଯ୍ୟକଳାପ ମଧ୍ୟ ସହ ଶେୟାର କରିଥାନ୍ତି।…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ ବଡ ବଡ ବ୍ୟକ୍ତି ବିଶେଷ ତାଙ୍କ କ୍ୟାରିୟରକୁ ନେଇ ଧୋନୀଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।…

ନିର୍ବାଚନ ପୂର୍ବରୁ ମହାମେଣ୍ଟକୁ ଝଟ୍‌କା: ଦଳ ଛାଡିଲେ ଜିତନରାମ

ପାଟନା,୨୦।୮: ବିହାରରେ ଏବେଠାରୁ ରାଜନୈତିକ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବନ୍ଧୁତା ଭାଙ୍ଗିବା ଓ ନୂଆ ସମ୍ପର୍କ ଗଢ଼ିବା ସ୍ଥିତି ଜାରି ରହିଛି। ଇତିମଧ୍ୟରେ ଜିତନରାମ ମାଝିଁଙ୍କ ପାର୍ଟି ହମ୍‌ ମେଣ୍ଟରୁ ଅଲଗା ହୋଇଥିବା ଜଣାପଡ଼ିଛି। ଗୁରୁବାର ମେଣ୍ଟରୁ ଓହରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri